୦୧ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପଡ଼ିଆ :-> ପଡିଆରେ ବିଜେଡି ମହିଳା ବୈଠକ ଅନୁଷ୍ଠିତ ହୋଇଛି । ଉକ୍ତ ବୈଠକ ରେ ମାଲକାନଗିରି ମହିଳା ପର୍ଯ୍ୟବେକ୍ଷୀକା ଲୋରା ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବ୍ଲକ ସଭାପତି ଏମ ଡି ଫରୁକ୍ ମହିଳା ସଭାପତି ଦେବେ ମାଢ଼ି,

ଜିଲ୍ଲା ପରିଷଦ ସଭ୍ୟା ସୁରଭି ଭୌମିକ୍, ଜିଲ୍ଲା ସାଧାରଣ ସମ୍ପାଦକ ରେବିଟ କୁମାର, ଜିଲ୍ଲା ସମ୍ପାଦକ ମେଶାକ୍ ରବି ମାଦ୍ରୀ , ପଡିଆ ସରପଞ୍ଚ ଗଙ୍ଗା କାରାମ ,ସମସ୍ତ ଗ୍ରାମପଞ୍ଚାୟତର ମହିଳା ସଭାପତି ସମେତ














