• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମାହାଙ୍ଗା ରେ ରସାତଳଗାମୀ ହେବ ବିଜେପି, ସାରଦାଙ୍କ କବଜାରେ ବିଜେପି କର୍ମୀ, ହାତଗଣତି ପିଲାଙ୍କୁ ଧରି ପୁସିଂ ବାଣ୍ଟୁଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ସୁମନ୍ତ

Proprietor Abhimanyu Maharana by Proprietor Abhimanyu Maharana
April 26, 2024
in ଓଡ଼ିଶା, କଟକ, ରାଜନୀତି, ହୋମ୍
0
ମାହାଙ୍ଗା ରେ ରସାତଳଗାମୀ ହେବ ବିଜେପି, ସାରଦାଙ୍କ କବଜାରେ ବିଜେପି କର୍ମୀ, ହାତଗଣତି ପିଲାଙ୍କୁ ଧରି ପୁସିଂ ବାଣ୍ଟୁଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ସୁମନ୍ତ
Share on FacebookShare on TwitterWhatsapp

୨୬  ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମହାଙ୍ଗା  :-> ଏକଦା ମହାଙ୍ଗା ନିର୍ବାଚନ ମଣ୍ଡଳୀରେ ମାହାଙ୍ଗା ବିକାଶ ପରିଷଦ ବିକାଶ ପରିଷଦ ଅଧ୍ୟକ୍ଷ ସାରଦା ପ୍ରଧାନ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ି ବିଜେଡି ର ମୁଖ୍ୟ ପ୍ରତିଦ୍ବନ୍ଦୀ ଭାବେ ଉଭାହୋଇ ମହାଙ୍ଗାରେ ହଇଚଇ ସୃଷ୍ଟି କରି ପରବର୍ତ୍ତୀ ସମୟରେ ବିଜେପିରେ ଯୋଗଦେଇ ପୁନର୍ବାର ବିଜେପିକୁ ମାହାଙ୍ଗାରେ ବିଜେଡିର ମୁଖ୍ୟପ୍ରତିଦ୍ବନ୍ଦି ଭାବେ ଛିଡ଼ା କରାଇଥିଲେ ବୁଲୁ ପ୍ରଧାନ ଓରଫ ସାରଦା, ଚଳିତ ୨୦୨୪ ନିର୍ବାଚନରେ ବିଜେପିକୁ ଅଧିକ ଶକ୍ତିଶାଳୀ କରି ବିଜେଡ଼ି ସହ କଡା ଟକ୍କର ଦେଇ ଲଢ଼ିବାକୁ ସାରଦା ସବୁ ଯୋଜନା ତୟାର କରିଥିବାବେଳେ ବାବୁ ବୈଜୟନ୍ତ ତାଙ୍କ ରାସ୍ତାରେ କଣ୍ଟା ହୋଇ ଠିଆ ହେଲେ,

ଆଉ ଜଣେ ସାଧାରଣ ଯୁବକ ଯିଏ କିଛି କଲେଜ ପିଲାଙ୍କୁ ହିନ୍ଦୁ ଜନଯାଗରଣ ମଂଞ୍ଚ ମାଧ୍ୟମରେ ବିଭିନ୍ନ ପ୍ରତିଯୋଗିତା ଆଳରେ ଲୋଭଦେଖାଇ ଏକଜୁଟ କରି ବାବୁ ବୈଜୟନ୍ତଙ୍କ ଜରିଆରେ ବିଜେପି ହାଇକମାଣ୍ଡ ଆଗରେ ପ୍ରଦର୍ଶନ କରି ବୁଲୁଙ୍କୁ ତାଙ୍କ ଲାଇନରୁ ହଟେଇବାରେ ସକ୍ଷମ ହୋଇ ମାହାଙ୍ଗା ବିଜେପି ଟିକେଟ ସୁମନ୍ତ ଘଡେଇକୁ ଦେବାରେ ସକ୍ଷମ ହେଲେ, ଆଉ ବିଜେପିର ମୁଳୁଦୁଆକୁ ଯିଏ ଅଧିକ ସୁଦୃଢ କରିଥିଲେ ସାରଦା ପ୍ରଧାନ ଓରଫ ବୁଲୁ କୁ କୋଣ ଠେସା ଦେବାରେ ବୈଜୟନ୍ତ ସଫଳ ହେଲେ, କିନ୍ତୁ ସୁମନ୍ତକୁ ଟିକେଟ ପରେ ବିଜେପି କର୍ମୀ ଓ ଆଗଧାଡି ନେତା ମୁହଁ ବୁଲେଇ ସାରଦା ଙ୍କ ପାଖରେ ରହିଲେ,

ଆଉ ଯେଉଁ ପିଲାମାନଙ୍କୁ ନେଇ ସୁମନ୍ତ ସୋ ବାଜି କରୁଥିଲେ ସେମାନେ ସୁମନ୍ତଙ୍କ ରାଜନୈତିକ ଚାଲ ବୁଝି ଏବେ ସେମାନେ ମୁହଁ ବୁଲେଇ ଦେଲେଣି, ୨୦୦୯ ରେ ମାହାଙ୍ଗାରେ ବିଜେପି ମାତ୍ର ୬ହଜାର ଭୋଟ ପାଇଥିଲା ,ସତେବେଳେ ଯେଉଁ ପୁରୁଣା ନେତା ବିଜେପି ଦଳକଥା ବୁଝୁଥିଲେ ସେମାନଙ୍କ ମଧ୍ୟରୁ ମାତ୍ର ଚାରି ପାଞ୍ଚ ଜଣ ପୁରୁଖା କର୍ମୀଙ୍କୁ ସୁମନ୍ତ ସାଙ୍ଗରେ ନିର୍ବାଚନୀ ମଇଦାନକୁ ଓଲ୍ହାଇଥିବାବେଳେ ୨୦୧୪ ରୁ ଦଳରେ ଥିବା ବିଜେପି କର୍ମୀ ଏବେ ସାରଦା ଙ୍କ କବଜାରେ, ଶୁଣିବାକୁ ମିଳୁଛି ସାରଦାଙ୍କ ନେତୃତ୍ୱରେ ଥିବା ବିଜେପି କର୍ମୀ ମାନେ ସାରଦାଙ୍କୁ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବାକୁ ମତ ଦେଇଛନ୍ତି ,

ଯାହା ସ୍ୱରୂପ ସାରଦା ଏବେ ସୁମନ୍ତଙ୍କ ଠାରୁ ଅଧିକ ଶକ୍ତିଶାଳୀ ହୋଇ ମାହାଙ୍ଗାର ବିଭିନ୍ନ ପଂଚାୟତରେ ନିଜ ପାଇଁ ବୈଠକ ପରେ ବୈଠକ କରି ସାଧାରଣ ବିଜେପି ଭୋଟରଙ୍କୁ ନିଜ ଆୟତରେ ରଖିଛନ୍ତି, ଯାହା ଦ୍ୱାରା ସୁମନ୍ତ ଏବେ ଦଳୀୟ ଆଗଧାଡି କର୍ମୀ ଓ ନେତାଙ୍କୁ ନିଜ ଆଡକୁ ଆକର୍ଷିତ କରିପାରୁନାହାନ୍ତି, ଫଳରେ ବିଧାୟକ ପ୍ରାର୍ଥୀ ହୋଇ ମଧ୍ୟ ନିଜେ ବଜାର ଘାଟରେ କେତେଜଣ ହାତଗଣତି ସମର୍ଥକଙ୍କୁ ଧରି ପୁସିଂ କାର୍ଡ ବାଣ୍ଟୁଥିବା ଦୃଶ୍ୟ ଅସନ୍ତୁଷ୍ଟ ବିଜେପି କର୍ମୀ ମହଲରେ ଚର୍ଚ୍ଚାର ବିଷୟ ହୋଇଛି, ଏପରିକି ସାରଦାଙ୍କ ସମର୍ଥକ ମାନେ ଗତ ଦୁଇଦିନ ପୂର୍ବେ ମାହାଙ୍ଗା ୪୨ ନଂ ଯୋନରେ ହେଉଥିବା ବୈଜୟନ୍ତ ପଣ୍ଡା ଓ ସୁମନ୍ତ ଘଡେଇଙ୍କ ଶୋଭାଯାତ୍ରାକୁ ବିରୋଧ କରି ଗଣ୍ଡଗୋଳ କରିଥିଲେ ,

ଯାହା ଦ୍ୱାରା ମାହାଙ୍ଗା ରେ ବିଜେପି ଦୁଇ ଫାଳ ହୋଇଥିବା ଘଟଣା ସ୍ପଷ୍ଟ ହୋଇଛି, ଯଦି ସାରଦା ମାହାଙ୍ଗା ରେ ସ୍ୱାଧୀନ ଭାବେ ଲଢନ୍ତି ତେବେ ବିଜେଡି ପ୍ରାର୍ଥୀଙ୍କ ମୁଖ୍ୟ ପ୍ରତିଦ୍ବନ୍ଦୀ ହେବା ସୁନିଶ୍ଚିତ ହୋଇଛି, ଏପରିକି ବିଜେପି ପ୍ରାର୍ଥୀ ନିର୍ବାଚନରେ କଂଗ୍ରେସ ଦଳ ପ୍ରାର୍ଥୀଙ୍କ ଠାରୁ ବି ତଳେ ରହିବ ବୋଲି ଆଲୋଚନା ହେଉଛି, ଯେତେବେଳେ ବାବୁ ବୈଜୟନ୍ତ ମାହାଙ୍ଗା ଗ୍ରସ୍ତ କରନ୍ତି ସେତେବେଳେ ତାଙ୍କ ପାଇଁ ମାହାଙ୍ଗା ରୁ ଅଶୁଭ ସୂଚନା ମିଳିଥାଏ, ବୈଜୟନ୍ତଙ୍କ ଅଣଦେଖା ପାଇଁ ମାହାଙ୍ଗାରେ ବିଜେପି ରସାତଳ ଗାମୀ ହେବା ସାରଦାଙ୍କ ସମର୍ଥକ ମାନେ କହିବୁଲୁଛନ୍ତି, ଯଦି ସାରଦା ସ୍ୱାଧୀନ ଭାବେ ଲଢନ୍ତି ତେବେ ସୁମନ୍ତ ନିର୍ବାଚନୀ ପ୍ରତିଦ୍ବନ୍ଦୀ ଲିଷ୍ଟ ରେ ତଳ ଆଡୁ ପ୍ରଥମରେ ରହିବା ସ୍ପଷ୍ଟ ହୋଇଛି, ଏଭଳି ବିଜେପି ର ଦଳୀୟ କନ୍ଦଳ ପାଇଁ ମାହାଙ୍ଗାରେ ବିଜେଡି ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା ତାଙ୍କ ବାପାଙ୍କ ଅପେକ୍ଷା ତିନିଗୁଣା ଅଧିକ ମାର୍ଜିନରେ ବିଜୟୀ ହେବା ନେଇ ଆଲୋଚନା ଜୋର ଧରିଛି

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

May 6, 2026
ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

May 6, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

May 6, 2026
ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version