୪ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ଦଶପଲ୍ଲା :-> ପୂର୍ବବର୍ଷ ମାନକଂର ସମସ୍ତ ରେକର୍ଡ ଭାଂଗି , ଡହଡହ ଖରାରେ ସନ୍ତୁଳି ହେଉଛି ଦଶପଲ୍ଲା । ୧୦ଟା ବାଜିଲେ ପଦାକୁ ବାହାରିବା ମୁସ୍କିଲ ହୋଇ ପଡ଼ୁଛି । ଅତି ଆବଶ୍ୟକ ସ୍ଥଳେ ଛତା, ମୁଣ୍ଡରେ ଓଦା ଗାମୁଛା ପକାଇବାକୁ ପଡ଼ୁଛି । ଇତ୍ୟବସରରେ ବିଦ୍ୟାଳୟ ଗୁଡିକର ସକାଳୁଆ ସମୟ ନିର୍ଘଣ୍ଟକୁ ନେଇ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଂକ ଚିନ୍ତା ବଢି ଯାଇଥିଲା ।















