• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଏଚ୍‌ଡିଏଫ୍‌ସି ପରିବର୍ତନ ଷ୍ଟାର୍ଟଅପ୍ ଅନୁଦାନର ବିଜେତାଙ୍କ ନାମ ଘୋଷିତ

Proprietor Abhimanyu Maharana by Proprietor Abhimanyu Maharana
March 23, 2024
in ଓଡ଼ିଶା, ଖୋର୍ଦ୍ଧା, ଦେଶ, ମହାନଗର, ହୋମ୍
0
ଏଚ୍‌ଡିଏଫ୍‌ସି ପରିବର୍ତନ ଷ୍ଟାର୍ଟଅପ୍ ଅନୁଦାନର ବିଜେତାଙ୍କ ନାମ ଘୋଷିତ
Share on FacebookShare on TwitterWhatsapp

୨୨ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଭୁବନେଶ୍ୱର :- ଏକ ଅଗ୍ରଣୀ ଟେକ୍ନୋଲୋଜି ବିଜ୍‌ନେସ ଇନ୍‌କ୍ୟୁବେଟର ଏଆଇସି-ନାଳନ୍ଦା ପକ୍ଷରୁ ଏଚ୍‌ଡିଏଫ୍‌ସି ପରିବର୍ତନ ଷ୍ଟାର୍ଟଅପ୍ ଅନୁଦାନର ଏହାର ଟିମ୍‌ର ବିଜେତାଙ୍କ ନାମ ଘୋଷଣା କରାଯାଇଛି । ଏହି ଅନୁଦାନ ‘ସ୍ମାର୍ଟ ସିଟିଗୁଡିକ ପାଇଁ ସବୁଜ ସମାଧାନ ନିର୍ମାଣ କରିବା’ ଉପରେ ଗୁରୁତ୍ୱ ଦେଉଥିବା ଷ୍ଟାର୍ଟଅପ୍‌ଗୁଡିକୁ ସହଯୋଗ କରିବା ପାଇଁ ଉତ୍ସର୍ଗୀକୃତ ଅଟେ ଯାହା ସ୍ଥାୟୀ ବିକାଶ ଓ ଉଦ୍ଭାବନ ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ଚିହ୍ନିତ କରୁଛି । ଏକ ଜଟିଳ ଚୟନ ପ୍ରକ୍ରିୟା ପରେ ଏଆଇସି-ନାଳନ୍ଦା ପରିବର୍ତନ କୋହର୍ଟ ୧.୦ ପ୍ରୋଗ୍ରାମରେ ଅଂଶଗ୍ରହଣ କରିବା ପାଇଁ ୭୦ ଜଣ ଆବେଦନକାରୀଙ୍କ ମଧ୍ୟରୁ ଶୀର୍ଷ ୧୦ଟି ଷ୍ଟାର୍ଟଅପ୍‌କୁ ଚୟନ କରିଥିଲା । ଏହି ପ୍ରୋଗ୍ରାମରେ ମାର୍ଚ୍ଚ ୨୦୨୪ରେ ଏସ୍‌.ଆଇ.ଜି.ଏମ୍‌.ଏ ଷ୍ଟାର୍ଟଅପ୍ ଆକ୍‌ସିଲରେଟର ପ୍ରୋଗ୍ରାମ ନାମକ ଏକ ବିସ୍ତୃତ ୨ ସପ୍ତାହ ଅବଧି ବିଶିଷ୍ଟ, ୧୦-ଅଧିବେଶନର କ୍ଷମତା-ନିର୍ମାଣ ପଦକ୍ଷେପ ସାମିଲ ରହିଛି ।ଉଲ୍ଲେଖନୀୟ ଭାବେ, ଏହି ପ୍ରୋଗ୍ରାମରେ ସୋସିଆଲ ଆଲ୍‌ଫା, ଇନ୍‌ଫ୍ଲେକ୍ସନ ପଏଂଟ୍ ଭେଂଚର୍ସ ଓ ଫ୍ଲୁଇଡ ଭେଂଚର୍ସ ଭଳି ପ୍ରଖ୍ୟାତ ଭେଂଚର କ୍ୟାପିଟାଲିଷ୍ଟ ଫାର୍ମଗୁଡିକରୁ ୧୦ ଜଣ ମେଂଟର ଓ ପ୍ରତିଷ୍ଠିତ ନିବେଶକଙ୍କ ସକ୍ରିୟ ଅଂଶଗ୍ରହଣ ଦେଖିବାକୁ ମିଳିଛି । ଏହି ପଦକ୍ଷେପର କାର୍ଯ୍ୟକାରିତା ବହୁପ୍ରତିକ୍ଷୀତ ୱିନର୍ ଆନାଉନ୍ସମେଂଟ୍ ଡେ’ ଦ୍ୱାରା ଚିହ୍ନିତ ହୋଇଥିଲା ଯେଉଁଠାରେ କୋହର୍ଟର ୪ଟି ଉଲ୍ଲେଖନୀୟ ଷ୍ଟାର୍ଟଅପ୍‌କୁ ସମ୍ମାନିତ କରାଯାଇଥିଲା । ରିସାଇକେଲ ପେ’, ଆର୍କ ରୋବୋଟିକ୍ସ, ପ୍ୟାଡ୍‌ଭର୍ସ ଓ କୋକୋ ବୋର୍ଡସ୍ ଆର୍ଥିକ ଅନୁଦାନ ପାଇବା ପାଇଁ ବିଜେତା ଘୋଷିତ ହୋଇଥିଲେ । ଏହି ସଫଳତା ଉପରେ ମତପ୍ରକାଶ କରି ଏଆଇସି-ନାଳନ୍ଦାର ସିଇଓ ଶ୍ରୀଯୁକ୍ତ ଦୂର୍ଗା ପ୍ରସାଦ ସଦ୍ୟତମ ଘୋଷଣା ସମ୍ପର୍କରେ ନିଜର ଉତ୍ସାହ ବ୍ୟକ୍ତ କରିଥିଲେ ଏବଂ ଏହି ସମର୍ଥିତ ଷ୍ଟାର୍ଟଅପ୍‌ଗୁଡିକ କିଭଳି ସ୍ଥାୟିତ୍ୱ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ସୃଷ୍ଟି କରିବେ ତାହା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କର୍ପୋରେଟଗୁଡିକରୁ ମିଳୁଥିବା ପର୍ଯ୍ୟାପ୍ତ ଅନୁଦାନ ସହିତ ଇନ୍‌କ୍ୟୁବେଟର ଦ୍ୱାରା ପ୍ରଦାନ କରାଯାଉଥିବା

ମୂଲ୍ୟବାନ ସହଯୋଗକୁ ଆଲୋକପାତ କରିଥିଲେ ଯାହା ଅତ୍ୟାଧୁନିକ ଉଦ୍ଭାବନଗୁଡିକ ପାଇଁ ବାଟ ଫିଟାଉଛି । ଏହି ଅବସରରେ ଏଚଡିଏଫସି ବ୍ୟାଙ୍କର ଉପାଧ୍ୟକ୍ଷ ନିଖିଲ ପାତ୍ର କହିଛନ୍ତି, “ରାଜ୍ୟର ଷ୍ଟାର୍ଟଅପ୍ ଗୁଡ଼ିକୁ ସିଏସ୍‌ଆର୍ ଅନୁଦାନ ପ୍ରଦାନ ପାଇଁ ଏଆଇସି-ନାଳନ୍ଦା ସହ ସହଯୋଗ କରି ଆମେ ଆନନ୍ଦିତ । ଆମର ସିଏସଆର ପଦକ୍ଷେପ ପରିବର୍ତନ ମାଧ୍ୟମରେ ଆମେ କ୍ରମାଗତ ଭାବରେ ଅନୁଦାନ ମାଧ୍ୟମରେ ଷ୍ଟାର୍ଟଅପ୍ ଗୁଡିକୁ ସାହାଯ୍ୟ କରୁଛୁ । ଆମେ ଓଡ଼ିଶାଯାତ୍ରାର ସପ୍ତମ ବର୍ଷରେ ଅଛୁ ଏବଂ ଏଥର ୪ଟି ଷ୍ଟାର୍ଟଅପ୍ ଚୟନ କରାଯାଇଛି, ଯେଉଁମାନଙ୍କୁ ଆମେ ୩୦ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଛୁ । କୃଷି, ବୈଷୟିକ ଜ୍ଞାନକୌଶଳ, ଆର୍ଟିଫିସିଆଲ ଇଂଟେଲିଜେନ୍ସ ଏବଂ ଅନ୍ୟାନ୍ୟ କ୍ଷେତ୍ର ଉପରେ ଆମର ଧ୍ୟାନ ରହିଛି ।”

ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଏକ ବିସ୍ତୃତ କର୍ପୋରେଟ ସୋସିଆଲ ରେସ୍‌ପନ୍ସବିଲିଟି (ସିଏସ୍‌ଆର୍‌) ଅଭିଯାନ ଏଚ୍‌ଡିଏଫ୍‌ସି ପରିବର୍ତନ ଭାରତରେ ସ୍ଥାୟୀ ଅର୍ଥନୈତିକ ଓ ସାମାଜିକ ବିକାଶକୁ ତ୍ୱରାନ୍ୱିତ କରିବାକୁ ଲକ୍ଷ୍ୟ ରଖିଛି । ଶିକ୍ଷା, ସ୍ୱାସ୍ଥ୍ୟସେବା, ଜୀବିକା ଉନ୍ନତିକରଣ ଓ ପରିବେଶଜନିତ ସ୍ଥାୟିତ୍ୱ ଭଳି କ୍ଷେତ୍ରଗୁଡିକ ମାଧ୍ୟମରେ ଏଚ୍‌ଡିଏଫ୍‌ସି ପରିବର୍ତନ ସମୁଦାୟଗୁଡିକୁ ସଶକ୍ତ କରୁଛି ଏବଂ ସମାବେଶୀ ଅଭିବୃଦ୍ଧିକୁ ପରିଚାଳନା କରୁଛି । ଉଦ୍ଭାବନ, ସହଭାଗିତା ଓ ପ୍ରଭାବ ଉପରେ ଗୁରୁତ୍ୱ ସହିତ ଏଚ୍‌ଡିଏଫ୍‌ସି ପରିବର୍ତନ ସାର୍ଥକ ରୂପାନ୍ତରଣକୁ ପରିଚାଳନା କରିବା ଏବଂ ସମସ୍ତଙ୍କ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ସୃଷ୍ଟି କରିବା ଦିଗରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସିଦ୍ଧେଶ୍ବର ସ୍ପୋର୍ଟିଂ କ୍ଲବ ତରଫରୁ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ସିଦ୍ଧେଶ୍ବର ସ୍ପୋର୍ଟିଂ କ୍ଲବ ତରଫରୁ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

May 3, 2026
ସୃଷ୍ଟି ଏକାଡେମି ଅଫ୍‌ ମ୍ୟାନେଜ୍‌ମେଣ୍ଟ ଆଣ୍ଡ୍‌ ଟେକ୍ନୋଲୋଜିରେ ରକ୍ତଦାନ ଶିବିର ପ୍ରତି ବ୍ୟକ୍ତି ରକ୍ତ ଦେବା ନିହାତି ଆବଶ୍ୟକ

ସୃଷ୍ଟି ଏକାଡେମି ଅଫ୍‌ ମ୍ୟାନେଜ୍‌ମେଣ୍ଟ ଆଣ୍ଡ୍‌ ଟେକ୍ନୋଲୋଜିରେ ରକ୍ତଦାନ ଶିବିର ପ୍ରତି ବ୍ୟକ୍ତି ରକ୍ତ ଦେବା ନିହାତି ଆବଶ୍ୟକ

May 3, 2026
ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

May 3, 2026
ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା

ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା

May 3, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସିଦ୍ଧେଶ୍ବର ସ୍ପୋର୍ଟିଂ କ୍ଲବ ତରଫରୁ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ସିଦ୍ଧେଶ୍ବର ସ୍ପୋର୍ଟିଂ କ୍ଲବ ତରଫରୁ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

May 3, 2026
ସୃଷ୍ଟି ଏକାଡେମି ଅଫ୍‌ ମ୍ୟାନେଜ୍‌ମେଣ୍ଟ ଆଣ୍ଡ୍‌ ଟେକ୍ନୋଲୋଜିରେ ରକ୍ତଦାନ ଶିବିର ପ୍ରତି ବ୍ୟକ୍ତି ରକ୍ତ ଦେବା ନିହାତି ଆବଶ୍ୟକ

ସୃଷ୍ଟି ଏକାଡେମି ଅଫ୍‌ ମ୍ୟାନେଜ୍‌ମେଣ୍ଟ ଆଣ୍ଡ୍‌ ଟେକ୍ନୋଲୋଜିରେ ରକ୍ତଦାନ ଶିବିର ପ୍ରତି ବ୍ୟକ୍ତି ରକ୍ତ ଦେବା ନିହାତି ଆବଶ୍ୟକ

May 3, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version