୧୭ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଖୋର୍ଦ୍ଧା ଜିଲ୍ଲା :-> ବେଗୁନିଆ ବ୍ଲକ ଅନ୍ତର୍ଗତ ହଜ ଦୋଳ ପଡ଼ିଆ ପରିସରରେ ଶ୍ରରାମକୃପା ସତସଙ୍ଗ ଙ୍କ ଆଵଆହକତ୍ବ ରେ ନ ଦିନ ଧରି ରାମଚରିତ ପାରାୟଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। କାର୍ଯ୍ୟ ସୁଚି ଅନୁଯାୟୀ ପ୍ରତେହ ସକାଳେ ସୂର୍ଯ୍ୟପୂଜା ମଙ୍ଗଳ ଆଳତୀ , ବିଶ୍ଵଶାନ୍ତି ମହାଯଜ୍ଞ ,ପାରାୟଣ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ସେଥିପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ଏହା ୧୭ ତାରିଖରୁ ଆରମ୍ଭ ହୋଇ ୨୫ ତାରିଖ ପର୍ଯ୍ୟନ୍ତ ହେଵ । କାର୍ଯ୍ୟସୁଚି ଅନୁଯାୟୀ ଆଜି ସକାଳୁ ସମସ୍ତ ୧୦୦ ଉର୍ଦ୍ଧ ମାନସିକ ଧାରୀ ମହିଳା ଓ ପୁରୁଷ ଉଭୟ କଳସ ଶୋଭା ଯାତ୍ରାରେ ସାମିଲ ହୋଇ ଯଜ୍ଞ ପିଠରେ ପହଞ୍ଚି ଥିଲେ। ସେଠାରେ ଯଜ୍ଞ ଆରମ୍ଭ ହୋଇଥିଲା ଏହି କାର୍ଯ୍ୟକ୍ରମ ରେ ସ୍ଥାନିୟ ଗ୍ରାମବାସୀ ଜ୍ଞାନରଞ୍ଜନ ଦାଶ, ସମେତ ବହୁ ଭକ୍ତ ସାମିଲ ଥିଲେ।














