No Result
View All Result
ମିଥ୍ୟା ସତ୍ୟ ପାଠ ଦେଇ ନିଜର ଜନ୍ମ କଲା ଝିଅ କୁ ପର କରିବାକୁ ଯାଇ 11 ନମ୍ବର ୱାର୍ଡ ମେମ୍ବର ଙ୍କୁ ଅଦାଲତର ଛାଟ
୧୩ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ରଣପୁର :-> ପ୍ରକାଶ ଥାଉକି ଗତ 2022 ପଞ୍ଚାୟତ ଇଲେକସନ ରେ କୁଳାସର ଗ୍ରାମ ପଞ୍ଚାୟତ ର ନୀଳପଲ୍ଲୀ ଗ୍ରାମର 11 ନମ୍ବର ୱାର୍ଡରେ ଦୁଇ ଜଣ ପାର୍ଥି ପ୍ରତିଯୋଗିତା କରୁଥିଲେ କନକଲତା ସାହୁ ଓ ଅନ୍ୟ ଜଣେ ହେଲେ ନୁରଯାହାନ ବିବି ସେଥିମଧ୍ୟରୁ କନକଲତା ସାହୁ ଜିତିଥିଲେ ହେ ତାଙ୍କର ତିନୋଟି ଛୁଆ ଥବାରୁ ଗ୍ରାମ ପଞ୍ଚାୟତ ଆକ୍ସଟ ଅନୁଯାଇ ତାଙ୍କର ପଦବୀ କୁ ରଦକରି ନୁରୁଜାହାନ ବିବିଙ୍କୁ 11/03/2024 ତାରିଖ ଦିନ ରଣପୁର
ସିଭିଲ କୋୖର୍ଟ ଜୁନିଅର ଡିଭିଜନ ଅଦାଲତ ନିବ୍ରାଚିତ 11 ନମ୍ବର ୱାର୍ଡ ର ୱାର୍ଡ ମେମ୍ବର ହିସାବରେ କାର୍ଯ୍ୟ କରିବା ପାଇଁ ନିଦ୍ରେସ ଦେଇଛନ୍ତି. ଯାହାଫଳରେ କି କୁଳାସର ଗ୍ରାମ ପଞ୍ଚାୟତ ବିଜୁ ଜନତା ର କର୍ମୀ ମାନଙ୍କ ମହଲରେ ଆନନ୍ଦ ର ଲହରୀ ଖେଳି ଯାଇଛି . କୁଳାସର ପଞ୍ଚାୟତ ର ବିଜୁ ଜନତା ଦଳର ସଭାପତି ଶ୍ରୀ ଯୁକ୍ତ ରାମ କୃଷ୍ଣ ପଟ୍ଟନାୟକ କହିଛନ୍ତି ଯେ ସତ୍ୟ ର ବିଜୟ ହୋଇଛି ଏବଂ ଜଣେ ଆଇନିଯିବି ହିସାବରେ ଅଦାଲତ ଉପରେ ଯଥେଷ୍ଟ ଭରସା ଥିଲା ଏବଂ ଅଦାଲତ ଙ୍କ ରାୟ ଉପରେ ସେ ଖୁସି ବ୍ୟକ୍ତ କରିଛନ୍ତି .

No Result
View All Result