• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆମୱେ ଇଣ୍ଡିଆ ଆନ୍ତର୍ଜାତିକ ମହିଳା ଦିବସକୁ #ହର୍‌ହେଲ୍‌ଥଫାଷ୍ଟ ଅଭିଯାନ ସହିତ ମହିଳାଙ୍କ କଲ୍ୟାଣ ପ୍ରତି ଉତ୍ସର୍ଗ କଲା

Proprietor Abhimanyu Maharana by Proprietor Abhimanyu Maharana
March 13, 2024
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ଆମୱେ ଇଣ୍ଡିଆ ଆନ୍ତର୍ଜାତିକ ମହିଳା ଦିବସକୁ #ହର୍‌ହେଲ୍‌ଥଫାଷ୍ଟ ଅଭିଯାନ ସହିତ ମହିଳାଙ୍କ କଲ୍ୟାଣ ପ୍ରତି ଉତ୍ସର୍ଗ କଲା
Share on FacebookShare on TwitterWhatsapp

୧୩ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଭୁବନେଶ୍ୱର  : -> ଇନ୍‌ସ୍ପାୟାରଇନ୍‌କ୍ଲୁଜନ୍‌ ନିମନ୍ତେ ବିଶ୍ୱବ୍ୟାପୀ ଆହ୍ୱାନ ମଧ୍ୟରେ ଅନ୍ୟତମ ଅଗ୍ରଣୀ ସ୍ୱାସ୍ଥ୍ୟ ଓ କଲ୍ୟାଣକାରୀ କମ୍ପାନୀ ଶକ୍ତିଶାଳୀ #ହର୍‌ହେଲ୍‌ଥଫାଷ୍ଟ ଆଭିମୁଖ୍ୟ ଜରିଆରେ ମହିଳାଙ୍କ ସ୍ୱାସ୍ଥ୍ୟକୁ ଅଗ୍ରାଧିକାର ଦେବାର ଦୃଢ ପ୍ରତିବଦ୍ଧତା ସହିତ ଆନ୍ତର୍ଜାତିକ ମହିଳା ଦିବସରେ ସର୍ବାଗ୍ରେ ଛିଡା ହୋଇଥିଲା । ମହିଳାମାନଙ୍କ ସ୍ୱାସ୍ଥ୍ୟରେ ଘଟୁଥିବା ଗୁରୁତ୍ୱପୂର୍ଣ୍ଣ ଆଲୋଚନାକୁ ପ୍ରେରଣା ପ୍ରଦାନ ଏବଂ ତାହାକୁ ବିସ୍ତାରିତ ଭାବରେ ଉପସ୍ଥାପନ କରିବା ଏହି ପ୍ରୟାସର ଲକ୍ଷ୍ୟ ଥିଲା । ଏକାଧିକ କାର୍ଯ୍ୟକ୍ରମ ଆୟୋଜନ ଦ୍ୱାରା କମ୍ପାନୀ ସମସ୍ତ ଆକାଂକ୍ଷୀ ମହିଳା ସେମାନଙ୍କ ନିଜର ସ୍ୱାସ୍ଥ୍ୟ ଲକ୍ଷ୍ୟ ହାସଲ ଦାୟିତ୍ୱ ନିଜେ ନେବା ଏବଂ ସେମାନଙ୍କ ସ୍ୱପ୍ନ ସାକାର କରିବା ନିମନ୍ତେ ସେମାନଙ୍କର ସୀମାରେଖା ପରିବ୍ୟାପ୍ତ କରିବା ପ୍ରୟାସ ଜାରି ରଖିବାକୁ ସେମାନଙ୍କ ଏକ ପ୍ରଭାବଶାଳୀ ବାର୍ତ୍ତା ପ୍ରଦାନ କରିଥିଲା ।

ଏହି ଅବସରରେ ମତ ଦେଇ ରଜନୀଶ ଚୋପ୍ରା, ହେଡ୍‌, ଆମୱେ ଇଣ୍ଡିଆ ଜୋର୍‌ ଦେଇ କହିଥିଲେ, “ଆମୱେରେ ଆମର ବିଶ୍ୱାସ ଯେ ରୂପାନ୍ତରଣକାରୀ ପରିବର୍ତ୍ତନ ପଛରେ ମହିଳାମାନେ ହେଉଛନ୍ତି ପ୍ରେରକ ଶକ୍ତି । ଏକ ସୁସ୍ଥ ଭାରତ ନିର୍ମାଣ ଦିଗରେ ଆମର ଦୃଢ ପ୍ରତିବଦ୍ଧତାରେ ମହିଳାମାନେ ସେମାନଙ୍କ ପରିବାରର କଲ୍ୟାଣ ଦିଗରେ ନିର୍ବାହ କରୁôଥବା ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଆମେ ସମ୍ମାନ ଜଣାଉଛୁ । ସଶକ୍ତ ମହିଳାମାନେ ଜୀବନର ପ୍ରତିଟି ପର୍ଯ୍ୟାୟରେ ଉନ୍ନତ ସ୍ୱାସ୍ଥ୍ୟ ଫଳାଫଳକୁ ପ୍ରୋତ୍ସାହିତ କରିବାରେ ମୁଖ୍ୟ ଭୂମିକା ନେଇଥାନ୍ତି । ପୁନଶ୍ଚ ମହିଳାମାନଙ୍କ ପାଇଁ ବିବିଧତା ଏବଂ ଅନ୍ତର୍ଭୁକ୍ତିକୁ ପ୍ରୋତ୍ସାହିତ କରାଯିବା ଦ୍ୱାରା ଏକ ସକାରାତ୍ମକ ଏବଂ ବହୁଧା ପ୍ରଭାବ ପଡିବ, ଯାହା ସମାଜକୁ ଅଧିକ ଭଲ ନିମନ୍ତେ ପୁନଃ ରୂପ ଦେବ ।”

ସେ ପୁନଶ୍ଚ କହିଥିଲେ, “ଚଳିତ ବର୍ଷର ଆନ୍ତର୍ଜାତିକ ମହିଳା ଦିବସର ବିଷୟବସ୍ତୁ ୰ଇନ୍‌ସ୍ପାୟାରଇନ୍‌କ୍ଲୁଜନ୍‌ର ମହିଳାମାନଙ୍କର ସାମଗ୍ରିକ କଲ୍ୟାଣକୁ ପାଳନ କରିବା ସକାଶେ ଆମୱେର ପ୍ରତିବଦ୍ଧତା ସହିତ ସଠିକ୍‌ ସାମଞ୍ଜସ୍ୟ ରହିଛି । ମହିଳାଙ୍କର ସ୍ୱାସ୍ଥ୍ୟ ଏବଂ ସେମାନଙ୍କ ପରିବାରଗୁଡିକର ସ୍ୱାସ୍ଥ୍ୟ ସମ୍ପର୍କିତ ସୁଚିନ୍ତିତ ପସନ୍ଦ କରିବା ପାଇଁ ମହିଳାମାନଙ୍କୁ ସଶକ୍ତ କରିବା ଉପରେ ଆମେ ଦୃଷ୍ଟିନିବଦ୍ଧ କରୁଛୁ । ସ୍ୱଯନô, ସୁସ୍ଥ ଜୀବନଶୈଳୀ ଏବଂ କଲ୍ୟାଣ ଦିଗରେ ପ୍ରୟାସ ଆପଣେଇବାକୁ ଆମେ ମହିଳାଙ୍କୁ ଉତ୍ସାହିତ କରୁଛୁ । ମହିଳାମାନେ ଶାରୀରିକ, ଭାବଗତ ଏବଂ ବୃତ୍ତିଗତ ଭାବରେ ବିକାଶ ଲାଭ କରୁଥିବା ଏକ ପରିବେଶ ଯୋଗାଇଦେଇ ଆମୱେ ସମାବେଶୀ କଲ୍ୟାଣ ଦିଗରେ ଏକ ସକାରାତ୍ମକ ରୂପାନ୍ତରଣ ଆଣିବାର ପ୍ରମୁଖ ଭୂମିକା ଗ୍ରହଣ କରିବା ଲକ୍ଷ୍ୟ ରଖିଛି ।

ମହିଳାମାନେ ସେମାନଙ୍କ ସ୍ୱାସ୍ଥ୍ୟ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରଣୀ ଭୂମିକା ନେଉଥିବା ଲକ୍ଷ୍ୟ କରିବା ବାସ୍ତବରେ ପ୍ରେରଣାଦାୟୀ ହୋଇଛି । ଆମୱେର ବିଜିନେସ୍‌ ମାଲିକଙ୍କ ମଧ୍ୟରୁ ୬୦ ପ୍ରତିଶତରୁ ଅଧିକ ମହିଳା ହୋଇଥିବାରୁ ସେମାନଙ୍କର ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ପ୍ରୋତ୍ସାହିତ କରିବା ଦିଗରେ ଆମର ପ୍ରତିବଦ୍ଧତା ସୁସ୍ପଷ୍ଟ ଏବଂ ଏହା ପ୍ରଭାବଶାଳୀ ଉଦାହରଣ ହେଉଛି । ୰ହର୍‌ହେଲ୍‌ଥଫାଷ୍ଟ ଅଭିଯାନ ଅଧୀନରେ ଆମେ ଏଭଳି ଏକ ବିଶ୍ୱ ସୃଷ୍ଟି କରିବାକୁ ସହଭାଗୀତା କରୁୁଛୁ ଯେଉଁଠାରେ ମହିଳାମାନଙ୍କ ସ୍ୱାସ୍ଥ୍ୟକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବ ଏବଂ ତାକୁ ପାଳନ କରାଯାଉଥିବ । କାରଣ ସେମାନଙ୍କର ସମୃଦ୍ଧି ଓ କଲ୍ୟାଣ ସମସ୍ତଙ୍କ ପାଇଁ ଏକ ଅଧିକ ସମାବେଶୀ, ପ୍ରତିବଦ୍ଧ ଏବଂ ସୁସ୍ଥ ଭବିଷ୍ୟତ ମାର୍ଗ ନିର୍ମାଣ ପଥ ମଜଭୁତ କରିଥାଏ ।”

ପୂର୍ବାଞ୍ଚଳରେ ଆମୱେ ଇଣ୍ଡିଆ ମହିଳା ଲିଡରମାନଙ୍କ ସାମଗ୍ରିକ କଲ୍ୟାଣ ଉପରେ କେନ୍ଦ୍ରୀଭୂତ ଏକାଧିକ ଅନ୍‌ଲାଇନ ଏବଂ ଅଫ୍‌ଲାଇନ କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ଏହି କାର୍ଯ୍ୟକ୍ରମଗୁଡିକ ମଧ୍ୟରେ ପୋଷଣ, ସୋ÷ନ୍ଦର୍ଯ୍ୟ ଏବଂ ତ୍ୱଚାଯନô ଉପରେ ଅନ୍ତର୍ଦୃଷ୍ଟି ପ୍ରଦାନକାରୀ ଅଧିବେଶନ ଯେଉଁଗୁଡିକ ‘ହେଲ୍‌ଦି ଓମେନ, ହେଲ୍‌ଦି ନେସନ’ (ସୁସ୍ଥ ମହିଳା, ସୁସ୍ଥ ରାଷ୍ଟ୍ର) ବିଷୟବସ୍ତୁର ଅଂଶ ଥିଲା ଏବଂ ତାହା ପୂର୍ଣ୍ଣାଙ୍ଗ ସ୍ୱାସ୍ଥ୍ୟ ଓ କଲ୍ୟାଣ ଜରିଆରେ ମହିଳାଙ୍କ ସଶକ୍ତିକରଣ ଦିଗରେ ଏହାର ପ୍ରତିବଦ୍ଧତା ମୁତାବକ ରହିଥଲା । ଏଥିସହିତ କୋଲକାତାରେ କମ୍ପାନୀ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା,

ଯେଉଁଠାରେ ସଫଳ ମହିଳା ଆମୱେ ବିଜିନେସ ମାଲିକ ଓ ସେମାନଙ୍କ ମହିଳା ଜୀବିକା କାର୍ଯ୍ୟକ୍ରମ ନାରୀଶକ୍ତିର ହିତାଧିକାରୀମାନେ ଯୋଗଦେଇ ଆହ୍ୱାନଗୁଡିକର ମୁକାବିଲା କରିବା ଓ ସଫଳତା ହାସଲ ସମ୍ପର୍କରେ ପ୍ରେରଣାଦାୟୀ କଥାମାାନ ସହଭାଗୀତା କରିଥିଲେ । ନାରୀଶକ୍ତି ହେଉଛି ଆମୱେ ଇଣ୍ଡିଆର ମହିଳା ଜୀବିକା କାର୍ଯ୍ୟକ୍ରମ ଯାହା ବଞ୍ଚିତ ବର୍ଗର ମହିଳାମାନଙ୍କୁ ଆବଶ୍ୟକ କୁଶଳତା ପ୍ରଦାନ କରି ଏବଂ ସେମାନଙ୍କୁ ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ ବିକଳ୍ପ ଯୋଗାଣରେ ସମର୍ଥନ କରି ସେମାନଙ୍କ କ୍ଷେତ୍ରରେ ଔଦ୍ୟୋଗିକତାକୁ ଆଗେଇନେବାକୁ ଲକ୍ଷ୍ୟ ରଖୁଛି । ଆମୱେ ଇଣ୍ଡିଆ ଉକ୍ରର୍ଷ ହାସଲ ନିମନ୍ତେ ପ୍ରୟାସରତ ସ୍ୱାସ୍ଥ୍ୟ ସଚେତନ ବ୍ୟକ୍ତିବିଶେଷଙ୍କ ନିମନ୍ତେ ଅନ୍ୟତମ ଅଗ୍ରଣୀ ସପକ୍ଷବାଦୀ ହୋଇ ରହିଆସିଛି ।

ଆମୱେ ଇଣ୍ଡିଆ ଏକ ଶକ୍ତିଶାଳୀ ମାନସିକତା ପ୍ରଦର୍ଶନ କରି ଆକାଂକ୍ଷୀ ମହିଳାଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟ ଯାତ୍ରାରେ ନେତୃତ୍ୱକୁ ଆପଣେଇବା ସକାଶେ ଉତ୍ସାହିତ କରିଥିଲା । ମହିଳାମାନଙ୍କୁ ସମର୍ଥନ କରିବାକୁ କମ୍ପାନୀର ପ୍ରତବଦ୍ଧତା କେବଳ ଶବ୍ଦଠାରୁ ବହୁ ଊଦ୍ଧ୍ୱର୍ରେ, ଏହା ନିଜର ମୋ÷ଳିକ ମୂଲ୍ୟବୋଧରେ ସନ୍ନିହିତ ହୋଇଛି । ଏକ ମହିଳା ଜୀବିକା କାର୍ଯ୍ୟକ୍ରମ ନାରୀଶକ୍ତି ଏବଂ ପ୍ରୋଜେକ୍ଟ ପେହଲ୍‌ ଭଳି ପ୍ରୟାସସମୂହ ଜରିଆରେ କମ୍ପାନୀ କମ୍ପାନୀ ପୂର୍ଣ୍ଣାଙ୍ଗ ସମର୍ଥନ ଓ ତାଲିମ ଯୋଗାଇଦେବାକୁ ଉତ୍ସର୍ଗୀକୃତ ଭାବ ପ୍ରଦର୍ଶନ କରୁଛି । ଏହି ପ୍ରୟାସସମୂହ ବଞ୍ଚିତ ସମୁଦାୟର ମହିଳାମାନଙ୍କୁ ସଶକ୍ତ କରିବା ଲକ୍ଷ୍ୟ ରଖୁଛି ଏବଂ ତଦ୍ଦ୍ୱାରା ବୃହତ୍ତର ଦୃଷ୍ଟିକୋଣରୁ ସମାଜର ସାମୂହିକ ପ୍ରଗତି ଓ ସମୃଦ୍ଧି ଦିଗରେ ଅବଦାନ ରଖାଯାଇପାରିବ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
100% Women Operators Power Vedanta Aluminium Lanjigarh’s Control Rooms

ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ : ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ର କଣ୍ଟ୍ରୋଲ୍ ରୁମରେ ମହିଳା ଶକ୍ତି କଣ୍ଟ୍ରୋଲ ରୁମକୁ ଶକ୍ତି ଯୋଗାଉଛନ୍ତି ବେଦାନ୍ତର ୧୦୦% ମହିଳା ଅପରେଟର

August 22, 2026
100% Women Operators Power Vedanta Aluminium Lanjigarh’s Control Rooms

100% Women Operators Power Vedanta Aluminium Lanjigarh’s Control Rooms

August 22, 2026
Chandi Bhandar Opens Its 33rd Store in Rourkela this Raksha Bandhan

Chandi Bhandar Opens Its 33rd Store in Rourkela this Raksha Bandhan

August 22, 2026
ଭାରତରେ ଶୁଭାରମ୍ଭ ହୋଇଛି ନୂତନ BMW X1 ଲଙ୍ଗ ହୁଇଲବେସ୍

ଭାରତରେ ଶୁଭାରମ୍ଭ ହୋଇଛି ନୂତନ BMW X1 ଲଙ୍ଗ ହୁଇଲବେସ୍

August 21, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

100% Women Operators Power Vedanta Aluminium Lanjigarh’s Control Rooms

ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ : ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ର କଣ୍ଟ୍ରୋଲ୍ ରୁମରେ ମହିଳା ଶକ୍ତି କଣ୍ଟ୍ରୋଲ ରୁମକୁ ଶକ୍ତି ଯୋଗାଉଛନ୍ତି ବେଦାନ୍ତର ୧୦୦% ମହିଳା ଅପରେଟର

August 22, 2026
100% Women Operators Power Vedanta Aluminium Lanjigarh’s Control Rooms

100% Women Operators Power Vedanta Aluminium Lanjigarh’s Control Rooms

August 22, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version