୭ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଜଟଣୀ :-> ଗୋପୀନାଥପୁର ହାଟ ବଜାର ନିକଟ, ଜଟଣୀ, ପୁରୀ, ଚଳିତ ବର୍ଷ ମହାଶିବରାତ୍ରୀ ପାଇଁ ମୁଁ ଚକ୍ କୁ ନେଇ ½ ଇଞ୍ଚ ର ଶିବଲିଙ୍ଗ ଏବଂ 1 ସେ.ମିର ବୃଷଭ ପ୍ରସ୍ତୁତ କରିଛି । ଏହାକୁ ପ୍ରସ୍ତୁତ କରିବା ପାଇଁ ମୋତେ 2 ଦିନ ସମୟ ଲାଗିଛି ।

ମୁଁ ମୋର ଏହି କଳା ମାଧ୍ୟମରେ ସମସ୍ତଙ୍କୁ ପବିତ୍ର ମହାଶିବରାତ୍ରୀର ଶୁଭେଚ୍ଛା ଜଣାଉଛି ଏବଂ ଭଗବାନ ଶିବଙ୍କୁ ସମସ୍ତଙ୍କୁ ଭଲ ବୁଦ୍ଧି ଏବଂ ଭଲ ମାର୍ଗରେ ନେବାପାଇଁ ପ୍ରାର୍ଥନା କରୁଛି ।

ଏହି ସୁକ୍ଷ୍ମ କାରୁକାର୍ଯ୍ୟ କରିବା ପାଇଁ ଶିଳ୍ପୀଙ୍କୁ ୧୫ ଦିନ ସମୟ ଲାଗିଥିବା ସେ କହିଛନ୍ତି । ସବୁବେଳେ କିଛି ନୂଆ କରି ଅନ୍ୟ ମାନଙ୍କ ଦୃଷ୍ଟି ଆକର୍ଷଣ କରୁଥିବା ଶିଳ୍ପୀ ଈଶ୍ୱର ଚଳିତ ମହାଶିବରାତ୍ରୀ ପାଇଁ ଏହି ଶିବଲିଙ୍ଗ କରି ଚର୍ଚ୍ଚାକୁ ଆସିଛନ୍ତି ।
ଏଲ ଈଶ୍ୱର ରାଓ (ସୂକ୍ଷ୍ମ କଳାକାର) ଗୋପୀନାଥପୁର (ହାଟ ବଜାର ନିକଟ), ଜଟଣୀ, ପୁରୀ
9861358776














