• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଲକ୍ଷେ ଘରଗଣ୍ଡା ସମାଜ ପକ୍ଷରୁ ଅନୁସୁଚିତ ଜାତି ତାଲିକା ରୁ କେଉଟ, କୈବତ୍ତ୍ୟ , ଧୀବର ହଟାଓ ଦାବିରେ ଉପଜିଲ୍ଲାପାଳ ଅଫିସ ଘେରାଉ

Proprietor Abhimanyu Maharana by Proprietor Abhimanyu Maharana
February 27, 2024
in ଓଡ଼ିଶା, ଦେଶ, ବଲାଙ୍ଗିର, ହୋମ୍
0
ଲକ୍ଷେ ଘରଗଣ୍ଡା ସମାଜ ପକ୍ଷରୁ ଅନୁସୁଚିତ ଜାତି ତାଲିକା ରୁ କେଉଟ, କୈବତ୍ତ୍ୟ , ଧୀବର ହଟାଓ ଦାବିରେ ଉପଜିଲ୍ଲାପାଳ ଅଫିସ ଘେରାଉ
Share on FacebookShare on TwitterWhatsapp
  • ମୂଖ୍ୟ ମନ୍ତ୍ରୀ ଙ୍କୁ ଉଦ୍ଧେଶ୍ୟ ରେ ଏକ ସମ୍ବଳିତ ଦାବୀ ପତ୍ର ଉପଜିଲ୍ଲାପାଳ ଙ୍କୁ ପ୍ରଦାନ ।

  • ଆଚରଣ ବିଧି ଲାଗୁ କରିବା ପୂର୍ବ ରୁ ଦାବୀ ପୁରଣ ନ ହେଲେ ଆଗାମୀ ନିର୍ବାଚନ ରେ ୯୫ ହଜାର ଅସଲି ଏସସି ଜାତୀ ଏହାର ଜବାବ ଦେବୁ ।

୨୭ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ପାଟଣାଗଡ଼ :- ଅନୁସୁଚିତ ଜାତି ରୁ କେଉଁଟ, କୈବର୍ତ୍ତ,ଧୀବର ଛୁଆଁ ଜାତି କୁ ହଟାଇବା ଦାବିରେ ଆଜି ଉପ ଜିଲ୍ଲାପାଳ କାର୍ଯ୍ୟଳୟ ଘେରାଉ କରିଛନ୍ତି ଲକ୍ଷେଘର ଗଣ୍ଡାସମାଜ |ସ୍ଥାନୀୟ ଗଡ଼ଭିତର ପଡିଆରେ ଏକତ୍ରିତ ହୋଇଥିଲେ । ପରେ ଉପଖଣ୍ଡ ଲକ୍ଷେ ଘର ଗଣ୍ଡା ସମାଜ ଆବାହକ ଡିଙ୍ଗର କୁମ୍ଭାର ଙ୍କ ନେତୃତ୍ବ ରେ ବିଶାଳ ଶୋଭାଯାତ୍ରା ବାହାରି ଉପଜିଲ୍ଲାପାଳ ଅଫିସ ଆଗରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ | ଉପଜିଲ୍ଲାପାଳ କାର୍ଯ୍ୟଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ସଭାପତି ଦିକସନ ନନ୍ଦ ଙ୍କ ସଭାପତିତ୍ବ ରେ ଆୟୋଜିତ ପ୍ରତିବାଦ ସଭା ରେ ଡିଙ୍ଗର କୁମ୍ଭାର ଜୟନ୍ତ କୁମ୍ଭାର , ସୁଦ୍ଧାଶୁ ଡାଙ୍ଗ ବଲାଙ୍ଗିରରୁ ଦ୍ରୋଣ କୁମ୍ଭାର ,ବୋୖଦ୍ଧ ରୁ ଜୟରାମ ହରିପାଲ , ପଙ୍କଜ ଭୋଇ ,ଏଲଡିଏ ସଂପାଦକ ଲବ ସୁନା ପ୍ରମୁଖ ଉଦବୋଧନ ଦେବା ସହ ଜୀବନ ଜୀବିକା ,ରାଜନୈତିକ , କଲ୍ୟାଣ କାର୍ଯ୍ୟକଳାପ ସାମନ୍ତରାଲ ଭାବରେ ଯିବା ଉଚିତ୍ , ଅନୁସୂଚୀତ ଜାତି ପାଇଁ ସଂରକ୍ଷଣ ସୁବିଧା ଗୁଡିକ କେଉଟ ,କୈବର୍ତ୍ତ ,ଓ ଧୀବର ଜାତି ହାତେଇ ଥିବା ହେତୁ ପ୍ରକୃତ ରେ ଅସଲି ଏସସି ଜାତୀ ସେଥିରୁ ବଞ୍ଚିତ ହେଉଥିବାରୁ ଦୃଢ ବାରୋଧ କରିଥିଲେ । ଏଥିରେ ବଲାଙ୍ଗୀର ସମେତ ବୌଦ୍ଧ, ବରଗଡ଼, ନୂଆପଡା, କଳାହାଣ୍ଡି, ଜିଲ୍ଲା ରୁ ହଜାର ହଜାର ସଂଖ୍ୟା ରେ ପୁରୁଷ ମହିଳା ମାନେ ପାରମ୍ପାରିକ ଗଣ୍ଡାଗଜା ସହ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ l

ରାଜ୍ୟ ସରକାର ତିନୋଟି ଛୁଆଁ ଜାତି କେଉଁଟ କୈବତ୍ତ୍ୟ ଓ ଧୀବର ଜାତି ଙ୍କୁ ଅଛୁଆଁ ଜାତି ତଥା ଅନୁସୁଚୀତ ଜାତୀ ରୁ ଏସସି ଶ୍ରେଣୀ ରୁ ବାଦ କରିବାକୁ ଦବୀ କରିଥିଲେ । ମୂଖ୍ୟ ମନ୍ତ୍ରୀ ଙ୍କ ଉଦ୍ଧେଶ୍ୟ ରେ ଏକ ସମ୍ବଳିତ ଦାବୀ ଉପଜିଲ୍ଲାପାଳ ଅମିୟ କୁମାର ନାୟକ ଙ୍କୁ ପ୍ରଦାନ କରିଥିଲେ । ତିନି ଛୁଆଁ ଜାତି କେଉଁଟ ,କୈବର୍ତ୍ତ ,ଧୀବର ଙ୍କୁ ବାରମ୍ବାର ଏସସି ତାଲିକା ରୁ ବାହାର କରିବାକୁ ଦାବୀ କରିଆସୁଥିଲେ ମଧ୍ୟ ସରକାର ଏଥିରେ ଟାଳଟୁଳ ନୀତୀ ପ୍ରଣୟନ କରିଛନ୍ତି । ଆଗାମୀ ଦିନ ରେ ରାଜ୍ୟ ସରକାର ଏଥି ପ୍ରତୀ ଦୃଷ୍ଟି ନ ଦେଲେ ୨୦୨୪ ସାଧାରଣ ନିର୍ବାଚନ ରେ ୯୫ ହଜାର ଅସଲି ଏସସି ଜାତି ଏହାର ଜବାବ ଦେବୁ ଅସଲି ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ଚେତାବନୀ ଦିଆଯାଇଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଏସଡିପିଓ ସଦାନନ୍ଦ ପୁଝାରୀ ସହ ଥାନା ଅଧିକାରୀଣୀ ତାରାବତୀ ପ୍ରଧାନ ଙ୍କ ସହ ତାଙ୍କ ଷ୍ଟାପ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
କୋରାପୁଟ ବାଦଲିପାହାଡ଼ ଜଙ୍ଗଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ

କୋରାପୁଟ ବାଦଲିପାହାଡ଼ ଜଙ୍ଗଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ

June 23, 2026
ମାଁ ବନଦୁର୍ଗା ଦେବୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ

ମାଁ ବନଦୁର୍ଗା ଦେବୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ

June 23, 2026
ବାଲିଗୁଡା ଏନଏସି ରେ ହୋଇଥିବା ଦୁର୍ନୀତି ର ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ନେଇ ଦୁଇ କାଉନସିଲର ଙ୍କ ଅନିଦ୍ଧିଷ୍ଟକାଳ ପାଇଁ ଧାରଣା

ବାଲିଗୁଡା ଏନଏସି ରେ ହୋଇଥିବା ଦୁର୍ନୀତି ର ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ନେଇ ଦୁଇ କାଉନସିଲର ଙ୍କ ଅନିଦ୍ଧିଷ୍ଟକାଳ ପାଇଁ ଧାରଣା

June 23, 2026
ରାଜ୍ୟସଭା ନିର୍ବାଚନରେ ବିଧାୟକଙ୍କ କ୍ରସ ଭୋଟିଂ ପ୍ରସଙ୍ଗ ସଭ୍ୟପଦ ରଦ୍ଦ ଆବେଦନ ଖାରଜ କରି ଗଣତନ୍ତ୍ରକୁ ହତ୍ୟା କରିଛନ୍ତି ବାଚସ୍ପତି : ବିଜେଡି

ରାଜ୍ୟସଭା ନିର୍ବାଚନରେ ବିଧାୟକଙ୍କ କ୍ରସ ଭୋଟିଂ ପ୍ରସଙ୍ଗ ସଭ୍ୟପଦ ରଦ୍ଦ ଆବେଦନ ଖାରଜ କରି ଗଣତନ୍ତ୍ରକୁ ହତ୍ୟା କରିଛନ୍ତି ବାଚସ୍ପତି : ବିଜେଡି

June 22, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

କୋରାପୁଟ ବାଦଲିପାହାଡ଼ ଜଙ୍ଗଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ

କୋରାପୁଟ ବାଦଲିପାହାଡ଼ ଜଙ୍ଗଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ

June 23, 2026
ମାଁ ବନଦୁର୍ଗା ଦେବୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ

ମାଁ ବନଦୁର୍ଗା ଦେବୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ

June 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version