No Result
View All Result
୨୩ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ନୟାଗଡ଼ :-> ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ! ମୁଖ୍ୟ ଅତିଥିଭାବେ ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ ଯୋଗ ଦେଇଥିଲେ ! ବେଳେ ଅତିଥି ଭାବେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ନୟାଗଡ଼ ଜିଲ୍ଲା ପରିଷଦ ସଭାପତି ଦେବା ଶିଷ ପଟ୍ଟନାୟକ, ପୌରାଧିକା ନିରୁପମା ଖଟେଇ,

ଜିଲ୍ଲାପାଳ ସ୍ୱଧାଦେବ ସିଂ, ଜିଲ୍ଲା ଶିକ୍ଷାଧିକାରୀ ରାଜଶ୍ରୀ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ବସନ୍ତ କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ ! ଏଥିରେ 1435 ଜଣକୁ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଥିଲା ! ଏଥିରେ ଜିଲ୍ଲା ସ୍ତରୀୟstudent ଏକାଡେମୀ ବର୍ଗ ର ଜିଲ୍ଲା ର 112ଜଣ, ବ୍ଲକ ସ୍ତରୀୟ studen ଏକାଡେମୀ ବର୍ଗ ରେ 821ଜଣ,

ଲିଡର ସିପ 416ଜଣ, ସେକେଣ୍ଡାରୀ ସ୍କୁଲ ଏବଂ ଏଲିମେଟାରୀ ରେ 24ଜଣ,6ଟି ପଂଚାୟତ ଶିକ୍ଷା ପୁରସ୍କାର, ଆଲୁମିନି କମିଟି 8ଜଣ ଏସ ଏମ ପି 8ଜଣ, ପ୍ରଧାନ ଶିକ୍ଷକ ପୁରସ୍କାର ସେକେଣ୍ଡାରୀ 8ଜଣ ପୁରସ୍କାର ପାଇଥଲେ!ସେମାନଙ୍କ ସହିତ ଅନ୍ୟ ସମସ୍ତ ବର୍ଗ ର ବ୍ଲକ ରଭାପୁର 168ଜଣ, ଦଶପଲ୍ଲା ବ୍ଲକ ର 170ଜଣ ଗଣିଆ ବ୍ଲକ ର 131ଜଣ, ଖଣ୍ଡପଡ଼ା ବ୍ଲକ ର 178ଜଣ, ନୟାଗଡ଼ ବ୍ଲକ r208ଜଣ, ନୂଆଗାଁ ବ୍ଲକ ର 157ଜଣ, ଓଡଗାଁ ବ୍ଲକ 204ଜଣ ରଣପୁର ବ୍ଲକ ର 219ଜଣ ପୁରସ୍କାର ଗହଣ କରିଥିଲେ !

No Result
View All Result