• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଶିକ୍ଷକ ନିୟୁତି ଦାବିରେ ଫାଟକରେ ତାଲା ପକାଇ ଅନଶନ କଲେ ଅଭିଭାବକ : ପ୍ରତିଶୃତି ପରେ ଅନଶନରୁ ଉଠିଲେ ଅଭିଭାବକ

Proprietor Abhimanyu Maharana by Proprietor Abhimanyu Maharana
February 1, 2024
in ଓଡ଼ିଶା, ଗଜପତି, ହୋମ୍
0
ଶିକ୍ଷକ ନିୟୁତି ଦାବିରେ ଫାଟକରେ ତାଲା ପକାଇ ଅନଶନ କଲେ ଅଭିଭାବକ : ପ୍ରତିଶୃତି ପରେ ଅନଶନରୁ ଉଠିଲେ ଅଭିଭାବକ
Share on FacebookShare on TwitterWhatsapp

୩୧ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ଆର,ଉଦୟଗିରି :-> ଆର,ଉଦୟଗିରି ବ୍ଲକର ଶବରପଲ୍ଲି ଗ୍ରାମର ଆଶ୍ରମ ବିଦ୍ୟାଳୟରେ ଶିକ୍ଷକ ନିଯୁତି ଦାବି ନେଇ ଅଭିଭାବକମାନେ ବିଦ୍ୟାଳୟ ମୁଖ୍ୟ ଫାଟକ ତାଲା ପକାଇ ଅନଶନ ବସିଛନ୍ତି । ଏହି ବିଦ୍ୟାଳୟରେ ୨୩୧ ପିଲାଙ୍କୁ ଦୁଇ ଶିକ୍ଷକ । ତା ପୁଣି ଦୁଇ ବର୍ଷ ହେଲା ବାଷିକ ପରିକ୍ଷା ନ ହୋଇ ପିଲାଙ୍କ ପାଠପଢା ଚାଲିଛି । ବିଦ୍ୟାର୍ଥୀ ଉପର ଶ୍ରେଣୀକୁ ଉତ୍ତୀଣ୍ଣ ହେଉନାହାନ୍ତି । ଏଭଳି ଏକ ଉପେକ୍ଷିତ ଶୈକ୍ଷିକ ବାତାବରଣର ବିରୋଧ କରି ମଙ୍ଗଳବାରରୁ ଅନିଦିଷ୍ଟକାଳ ପାଇଁ ଆର,ଉଦୟଗିରି ବ୍ଲକ ଶବରପଲ୍ଲୀ ଆଶ୍ରମ ରେ ପଢୁଥିବାପିଲାଙ୍କ ଅଭିଭାବକ ଆଶ୍ରମ ବିଦ୍ୟାଳୟ ଫାଟକରେ ତାଲା ଅନଶନରେ ବସି ରହି ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଶିକ୍ଷକ ନିୟୁତି କର ନଚେତ ଆମ ପିଲାଙ୍କୁ ଘରକୁ ଛାଡିଦିଅ ବୋଲି ଦାବି କରି ବିଦ୍ୟାଳୟ ସାମନାରେ ବସି ରହିଥିଲେ ବିଦ୍ୟାଳୟର ସଭାପତି ଲକ୍ଷ୍ମୀକାନ୍ତ ଶବର, ଲକ୍ଷ୍ମୀପୁର ଗ୍ରାମର କୁରାଶବର, ରଣ୍ଡିବା ଗ୍ରାମର ମହନ ଶବର, ଟାଙ୍ଗିଆସାହିର ନିମତି ଦଳେଇ, ବସ୍ତିଗୁଡା ଗ୍ରାମର ତାରିଣି ଦଳେଇ, ଉଦୟନାଥ ରଇତ, ଯକ୍ଷ ବଡ ରଇତ, ସନ୍ତୋଷ ରଇତ, ପ୍ରମିଳା ମଣ୍ଡଳ, ଜମୁନା ଶବର ଓ ସୁରେଖା ଶବର ପ୍ରମୁଖ ବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ । ଶବରପଲ୍ଲୀ ଆଶ୍ରମ ବିଦ୍ୟାଳୟରେ ବାଳକ ଓ କାଳିକା ପ୍ରଥମରୁ ଅଷ୍ଟମ ଶ୍ରେଣୀ ୨୩୧ ଛାତ୍ରଛାତ୍ରୀଙ୍କ ପାଇଁ ପଢିବାର ବ୍ୟବସ୍ଥା ରହିଛି । ୮ଟି ଶ୍ରେଣୀ ପାଇଁ ୮ ଜଣ ଶିକ୍ଷକ ରହିବା କଥା ହେଲେ ବତ୍ତମାନ ପ୍ରଧାନଶିକ୍ଷୟିତ୍ରୀଙ୍କୁ ମିଶାଇ କେବଳ ୨ଜଣ ଶିକ୍ଷକ ଅଛନ୍ତି ।

କାଗଜପତ୍ର କାମ ପାଇଁ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବାଦ ଦେଲେ ପାଠ ପଢାଇବା ପାଇଁ ରହିଲେ ମାତ୍ର ଜଣେ ଶିକ୍ଷକ । ଏନେଇ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଲକ୍ଷ୍ମୀକାନ୍ତ ଶବର ଓ ସଦସ୍ୟଗଣ ଗତ ଦୁଇ ବର୍ଷ ହେଲା ଜିଲ୍ଲାପାଳ, ଜିଲ୍ଲା ମଙ୍ଗଳ ଅଧିକାରୀ , ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଲିଖିତ ଭାବେ ବାରମ୍ବାର ନିବେଦନ କରିଆସୁ ସୁଧା ଆଜିସୁଧା ବିଦ୍ୟାଳୟ ଶିକ୍ଷକ ନିୟୁତି ହୋଇ ହେଲାନାହିଁ । ଖାଲି ପ୍ରତିଶୃତି ମିଳୁଛି । ହେଲେ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ କରାଯାଉନି । ଗତ ୧୬ ତାରିଖରେ ଏହି ବିଦ୍ୟାଳୟ ଦୁତିୟ ଶ୍ରେଣୀ ପଢୁଥିବା ପ୍ରବିତ୍ର କୁମାର ପଣ୍ଡା ଖେଳୁଥିବା ସମୟରେ ବିଦ୍ୟାଳୟ ସିମେଣ୍ଟ କାନ୍ତ ପଡିଯିବା ଦ୍ବାରା ପିଲାର ଗୋଡ ଭାଙ୍ଗିଯାଇଛି ।

ବ୍ରହ୍ମପୁର ବଡ ମେଡିକଲରେ ଚିକିତ୍ସାଧିନ ଅଛି । ଏହି କାନ୍ତ କାମ ନିମ୍ନମାନର ହୋଇଥିବାରୁ ଉଆଲ ଭାଙ୍ଗିଯିବା ଦ୍ବାରା ପିଲା ଗୋଡ ଭାଙ୍ଗିଲା ବୋଲି ଅଭିଭାବକ ଅଭିଯୋଗ କରିଛନ୍ତି । ସେମାନେ ଆହୁରି ଅଭିଯୋଗ କରିଛନ୍ତି ପିଲା ଯାଇଥିବା ସିଡି କେତେ ଭାଙ୍ଗିଯିବାର ସମ୍ବବନା ଅଛି । ୨ବର୍ଷ ହେଲା ବିଦ୍ୟାଳୟରେ ତ୍ରୟମାସିକ ,ଅଦ୍ଧବାଷିକ ଓ ପରୀକ୍ଷା ହୋଇ ପାରିନାହିଁ । ଏନେଇ ସ୍ଥାନୀୟ ମଙ୍ଗଳ ଅଧିକାରୀଙ୍କୁ ପଚାରିବାରୁ ସେ କହିଲେ ବିଦ୍ୟାଳୟ ସମସ୍ୟା ବିଷୟ ଜିଲ୍ଲା ଅଧିକାରୀଙ୍କୁ ଅବଗତ କରାଯାଇଛି । ତାଙ୍କ ନିଦ୍ଦେଶକୁ ଅପକ୍ଷେ କରାଯାଇଛି । ଅଭିଭାବକମାନେ ମଙ୍ଗଳବାର ଠାରୁ ଅନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିଦ୍ୟାଳୟରେ ତାଲା ପକାଇଥିବାରୁ ଅଚଳାବସ୍ଥା ସୃଷ୍ଟି ହୋଇଛି । ଏହି ବିଦ୍ୟାଳୟ ଛାତ୍ର ହଷ୍ଟେଲର ପାଚେରି ନାହିଁ ଏବଂ ବିଦ୍ୟାଳୟରେ ସାଇନି ବୋଡ ନାହିଁ ।

ବୁଧବାର ପୁଣି ଅଭିଭାବକ ଓ ଛାତ୍ରଛାତ୍ରୀ ବିଦ୍ୟାଳୟ ଅନଶନ ବସିରହିଥିଲେ । ବୁଧବାର ମଙ୍ଗଳ ଅଧିକାରୀ ବାଧ୍ୟହୋଇ ଅନ୍ୟ ବିଦ୍ୟାଳୟରୁ ଜଣେ ଶିକ୍ଷକ ନିୟୁତି ଏହି ବିଦ୍ୟାଳୟ ଗୋଟିଏ ଶିକ୍ଷକ ନିୟୁତି ଦେବା ସହ ଅନ୍ୟ ଖାଲିଥିବା ଶିକ୍ଷକ ପଦବି ଅତିଶିଘ୍ର ପୂରଣ କରାଯିବ ବୋଲି ପ୍ରତିଶୃତି ପରେ ଅଭିଭାବକ ଅନଶନରୁ ଉଠିଥିଲେ । ଅଭିଭାବକ କହିଥିଲେ ଅନ୍ୟ ଖାଲି ଶିକ୍ଷକ ପଦବି ପୁରଣ ନ କଲେ ପୁଣି ବିଦ୍ୟାଳୟ ତାଲା ପକାଇ ଅନଶନରେ ବସିରହିବୁ ବୋଲି କହିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସେବା ଜ୍ୟୋତି ଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସେବା ଜ୍ୟୋତି ଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

October 4, 2026
ଉଦ୍ୟାନ କୃଷି ରେ ଅଭିମନ୍ୟୁ ସୃଷ୍ଟି କରିଛନ୍ତି ନୂଆ ପରିଚୟ

ଉଦ୍ୟାନ କୃଷି ରେ ଅଭିମନ୍ୟୁ ସୃଷ୍ଟି କରିଛନ୍ତି ନୂଆ ପରିଚୟ

October 4, 2026
ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ

ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ

October 4, 2026
ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ

ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ

October 4, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସେବା ଜ୍ୟୋତି ଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସେବା ଜ୍ୟୋତି ଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

October 4, 2026
ଉଦ୍ୟାନ କୃଷି ରେ ଅଭିମନ୍ୟୁ ସୃଷ୍ଟି କରିଛନ୍ତି ନୂଆ ପରିଚୟ

ଉଦ୍ୟାନ କୃଷି ରେ ଅଭିମନ୍ୟୁ ସୃଷ୍ଟି କରିଛନ୍ତି ନୂଆ ପରିଚୟ

October 4, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version