• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସକୁ ମିଳିଲା ବଡ଼ ସଫଳତା: ଟଙ୍କା ବଦଳ ନାଁରେ ଠକେଇ, ୨ ଗିରଫ

Proprietor Abhimanyu Maharana by Proprietor Abhimanyu Maharana
January 29, 2024
in ଓଡ଼ିଶା, ଗଜପତି, ଦେଶ, ହୋମ୍
0
ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସକୁ ମିଳିଲା ବଡ଼ ସଫଳତା: ଟଙ୍କା ବଦଳ ନାଁରେ ଠକେଇ, ୨ ଗିରଫ
Share on FacebookShare on TwitterWhatsapp

୨୯ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୂମା ସ୍ଥିତ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସକୁ କୁ ମିଳିଛି ବଡ ସଫଳତା ଏକ ବଡ ଧରଣର କଳା ଅର୍ଥ କାରବାରକୁ ଧରି ପାରିବାରେ ସକ୍ଷମ ହୋଇ ପାରିଛି ପାରଳାଖେମୁଣ୍ଡି ପୋଲିସ | ଆନ୍ଧ୍ରର କିଛି ବ୍ୟବସାୟୀ ୩୦ ଲକ୍ଷଟଙ୍କାର ୫ସହ ନୋଟ୍ କୁ ୨ହଜାର ଟଙ୍କାରେ ପରିବର୍ତ୍ତନ କରୁଥିଲେ | ପିତ୍ୟେକ ୨ହଜାର ନୋଟ୍ ପିଛା ଗୋଟିଏ ପାଞ୍ଚସହ ଟଙ୍କା ବଦଳାଇବାର ଡିଲରେ ଟଙ୍କା ଲେଣଦେଣ ହେଉଥିଲା | ଆନ୍ଦ୍ରର ଜନୈକ ବ୍ୟବସାୟୀ ଓ ପାରଳାଖେମୁଣ୍ଡିର ବସ ନାମକ ବ୍ଯକ୍ତିର ମଧ୍ୟରେ ହୋଇଥିଲା ଏହି ଡିଲ | ତେବେ ସେମାନଙ୍କ ମଧ୍ୟରେ କିଛି ପାଟିତୁଣ୍ଡ ହେଉଥିବା ବେଳେ ସ୍ଥାନୀୟ ବସ ନାମକ ବ୍ୟକ୍ତି ବ୍ୟବସାୟୀ ଟଙ୍କା ନେଇ ଦୈଡି ପଲାଇଯାଉଥିବା ବେଳେ କିଛି ସ୍ଥାନୀୟ ଲୋକେ ଭଲିବଲ ଖେଳୁଥିଲେ ସେମାନେ କଳାଅର୍ଥ କାରବାରକାରୀଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ | ପୋଲିସ ତଦନ୍ତ କରି ୨ଜଣଙ୍କୁ ଗିରଫ କରିବାସହ ତାଙ୍କ ଠାରୁ ୫ଟି ମୋବାଇଲ, ୩୦ଲକ୍ଷ ଜବତ କରିଛି। ଗିରଫ ହୋଇଥିବା ବ୍ଯକ୍ତି ଜଣକ ବିନୋଦ ରାଇପିଲି ଆନ୍ଦ୍ରପ୍ରଦେଶର ସାଲୁରୁ ଗ୍ରାମର ଅନ୍ୟ ଜଣେ ତନୁଜ କୁମାର ସାବତ ଗଜପତି ଜିଲ୍ଲାର କାର୍ଯ୍ୟରତ ପୋଲିସ କନିଷ୍ଠେବଲ। ଉକ୍ତ ଘଟଣାରେ ଆଉ ୫ଜଣ ଫେରାର ଥିବା ପାରଳାଖେମୁଣ୍ଡି ଏସଡିପିଓ ମାଧବନ୍ଦ ନାୟକ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ଏହି ସାମ୍ବାଦିକ ସମ୍ମିଳନୀ ରେ ପାରଳାଖେମୁଣ୍ଡି ଆଇ ଆଇ ସି ପ୍ରଶାନ୍ତ ଭୂପତି ଉପସ୍ଥିତ ଥିଲେ

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି

ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି

July 31, 2026
ଡେଲ୍ ଟେକ୍ନୋଲୋଜିସ୍ ପକ୍ଷରୁ ଭାରତରେ ପ୍ରିମିୟମ କଞ୍ଜ୍ୟୁମର ପୋର୍ଟଫୋଲିଓ ସମ୍ପ୍ରସାରଣ

ଡେଲ୍ ଟେକ୍ନୋଲୋଜିସ୍ ପକ୍ଷରୁ ଭାରତରେ ପ୍ରିମିୟମ କଞ୍ଜ୍ୟୁମର ପୋର୍ଟଫୋଲିଓ ସମ୍ପ୍ରସାରଣ

July 31, 2026
ନୂଆ ୟେଜ୍ଦି ରେଞ୍ଜ ସହିତ ୨୦୨୬ ପାର୍ବଣ ଋତୁର ଆରମ୍ଭ କରିଛି ଜାୱା ୟେଜ୍ଦି ମୋଟରସାଇକେଲ୍ସ

ନୂଆ ୟେଜ୍ଦି ରେଞ୍ଜ ସହିତ ୨୦୨୬ ପାର୍ବଣ ଋତୁର ଆରମ୍ଭ କରିଛି ଜାୱା ୟେଜ୍ଦି ମୋଟରସାଇକେଲ୍ସ

July 31, 2026
ବରିଷ୍ଠ ନାଗରିକ ସଂଘ ର ନୂତନ କର୍ମକର୍ତ୍ତା ନିର୍ବାଚନ

ବରିଷ୍ଠ ନାଗରିକ ସଂଘ ର ନୂତନ କର୍ମକର୍ତ୍ତା ନିର୍ବାଚନ

July 31, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି

ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି

July 31, 2026
ଡେଲ୍ ଟେକ୍ନୋଲୋଜିସ୍ ପକ୍ଷରୁ ଭାରତରେ ପ୍ରିମିୟମ କଞ୍ଜ୍ୟୁମର ପୋର୍ଟଫୋଲିଓ ସମ୍ପ୍ରସାରଣ

ଡେଲ୍ ଟେକ୍ନୋଲୋଜିସ୍ ପକ୍ଷରୁ ଭାରତରେ ପ୍ରିମିୟମ କଞ୍ଜ୍ୟୁମର ପୋର୍ଟଫୋଲିଓ ସମ୍ପ୍ରସାରଣ

July 31, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version