• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆମଳା ଓ ପ୍ରଭାବଶାଳୀ ଅନୁଷ୍ଠାନମାନଙ୍କ ଯୋଗସାଜକ ଯୋଗୁଁ ସରକାରଙ୍କ ସ୍ୱାସ୍ଥ୍ୟ ଶିକ୍ଷା ବିପର୍ଯସ୍ତ

Proprietor Abhimanyu Maharana by Proprietor Abhimanyu Maharana
January 25, 2024
in ଓଡ଼ିଶା, ମହାନଗର, ହୋମ୍
0
Final tally of cash seizures from BBSR and Nabarangpur after machine counting comes to Rs 2,91,93,800/-.
Share on FacebookShare on TwitterWhatsapp

୨୪ ଜାନୁଆରୀ ୨୦୨୪ ( ଓଡିଶା ତାଜା ନିୟୁଜ ) ଭୁବନେଶ୍ୱରର :-> ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ପାରା-ମେଡିକେଲ ସ୍ଟାଫର ଅଭାବ ଦୂର କରିବା ଉଦ୍ଦେଶ୍ୟରେ ରାଗ୍ୟ ସରକାର ସ୍ୱାସ୍ଥ୍ୟଶିକ୍ଷାର ପ୍ରସାର ଓ ଉନ୍ନତି ନିମନ୍ତେ ସ୍ନାତକ ସ୍ତରରେ କେତେଘୁଡ଼ିକ ପାରା-ମେଡିକାଲ କୋର୍ସ ଯଥା BLMT, BMRT, B.O.T. ଆଦି କୋର୍ସ-ଏ ସରକାରୀ ଓ ବେସରକାରୀ କ୍ଷେତ୍ରରେ ପାଠ ପଢ଼ାଇବା ନିମନ୍ତେ ୨୦୧୯ ମସିହାରେ DMET ଅନୁମୋଦନ କରିଥିଲେ । କିନ୍ତୁ ଆରମ୍ଭରେ ସରକାରୀ କ୍ଷେତ୍ରରେ ଉପରୋକ୍ତ କୋର୍ସ ପାଇଁ ଶିକ୍ଷାନୁଷ୍ଠାନ ଖୋଲି ନଥିଲେ ।

୨୦୧୮ ମସିହାରେ କେଜେକ ବେସରକାରୀ ଅନୁଷ୍ଠାନ ଉପରୋକ୍ତ କୋର୍ସ ଖୋଲିବା ପାଇଁ ଆଗେଇ ଆସିଲେ । DMET ମଧ୍ୟ ଅନୁମତି ପ୍ରଦାନ କରିଥିଲେ । ଏଠାରେ ଉଲ୍ଲେଖ କରା ଯାଇପାରେ ଯେ, ବିଶ୍ୱବିଦ୍ୟାଳୟର ବିନା ଆଫିଲେଶନରେ ଛାତ୍ର ଭର୍ତି ପାଇଁ ୨୦୧୯ ମସିହାରୁ ବେସରକାରୀ ଶିକ୍ଷାନୁଷ୍ଠାନମାନକୁ ଅନୁମତି ଦେଇଥିଳେ । ଛାତ୍ରମାନେ DMET ଦ୍ୱାରା ପ୍ରାୟୋଗୟଜିତ counseling ନିୟମରେ ବିଭିନ୍ନ ବେସରକାରୀ ଶିକ୍ଷାନୁଷ୍ଠାନରେ ନାମ ଲେଖାଇ ପାଠ ମଧ୍ୟ ପଢ଼ୁଛନ୍ତି । ଇତି ମଧ୍ୟେ ର କି ଛ ି େ ବସ ରକ ।ରୀ ଶି କ୍ଷାନ ୁ ଷ୍ଠାନ ବି ଭି ନ ୍ନ ବି ଶ୍ୱ ବି ଦ ୍ୟା ଳ େ ର ବ ଲ ଲ ସ କ୍ଷସବ a f f i lia t i o n ମଧ୍ୟ ପ । ଇଛ ନ୍ତି ।

ରାଜ୍ୟ ସରକାର ଗତ ଜୁନ ୨୦୨୩ ରେ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ର ଶିକ୍ଷା ବିଶ୍ୱବିଦ୍ୟାଳୟ Odisha University of Health Science (OUHS) ସ୍ଥାପନ କଲେ ଯାହାର ପ୍ରଶାସନିକ କାର୍ଯ୍ୟାଳୟ ଭୁବନେଶ୍ୱରର ଶିଶୁ ଭବନ ଠାରେ କାର୍ଯ୍ୟ କରୁଛି । ଯେଉଁ ସବୁ ଶିକ୍ଷାନୁଷ୍ଠାନ ସ୍ୱାସ୍ଥ୍ୟ ବିଜ୍ଞାନରେ ଶିକ୍ଷା ପଦାନ କରୁଛନ୍ତି ସେମାନକୁ affiliation ପ୍ରଦାନ ନିମନ୍ତେ ବିଜ୍ଞାପନ ପ୍ରକାଶ କଲେ ଲବଂ ସେଉଁ ସବୁ ଶିକ୍ଷାନୁଷ୍ଠାନ ଅନ୍ୟାନ୍ୟ ବିଶ୍ୱବିଦ୍ୟାଳୟରେ ବଲଲସକ୍ଷସବଗ୍ଧସକ୍ଟଦ୍ଭ ପାଇଛନ୍ତି ସେମାନଙ୍କୁ ଭଚ୍ଚ affiliation ବଲଲସକ୍ଷସବ affiliation ଦିଆ ଯିବ ବୋଲି ଉଲ୍ଲେଖ କଲେ ।

କିନ୍ତୁ ପ୍ରକାଶ ଥାଉ କି ଗତ ଜୁନ ୨୦୨୩ ରୁ ଆଜି ପର୍ଯ୍ୟନ୍ତ ଗୋଟିଏ ଶିକ୍ଷାନୁଷ୍ଠାନକୁ ବଲଲସକ୍ଷସବ affiliation ପ୍ରଦାନ କରି ନାହାନ୍ତି ଏପରି କି ଯେଉଁ ସବୁ ଶିକ୍ଷାନୁଷ୍ଠାନ ଅନ୍ୟ ବିଶ୍ୱବିଦ୍ୟାଳୟରେ ବଲଲସକ୍ଷସବ affiliation ପାଇଥିଲେ ଏବଂ ବିଜ୍ଞାପନ ମୁତାବକ ଆବେଦନ କରିଥିଲେ, ସେମାନଙ୍କୁ ମଧ୍ୟ ବଲଲସକ୍ଷସବ affiliation ଦେଇ ନାହାନ୍ତି ଏବଂ affiliation ପରିଚାଳିତ କାଉନେଲ୍ସିଂ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିବା ନିମନ୍ତେ ଶିକ୍ଷାନୁଷ୍ଠାନମାନଙ୍କର ନାମ ତାଲିକାଭୂକ୍ତ କରି ନାହାନ୍ତି ।

ବର୍ତମାନ ସୁଦ୍ଧା ଦୁଇ ଦଫାରେ ମାତ୍ର ଚାରି ଗୋଟି ଶିକ୍ଷାନୁଷ୍ଠାନ ଯେଉଁଗୁଡ଼ିକ ନାମୀଦାମୀ ଏବଂ ଉଚ୍ଚ ରାଜନୈତିକ ସ୍ତରରେ ପହୁଂଚ ରହିଛି ଦ୍ୱାରା ପରିଚାଳିତ ସେମାନଙ୍କର ନାମ କାଉନେଲ୍ସିଂ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିବାକୁ ଅନୁମତି ପ୍ରଦାନ କରିଛନ୍ତି ଫଳରେ ବହୁ ଶିକ୍ଷାନୁଷ୍ଠାନ ନିରାଶ ହୋଇଛନ୍ତି । ଏଠାରେ ଉଲ୍ଲେଖ କରିବାକୁ ଚାହେଁ କି କିଛି ହାତ ଗଣତି ଓ ପ୍ରଭାଶାଳୀ ଶିକ୍ଷାନୁଷ୍ଠାନର ପରିଚାଲକ ବର୍ଗର ଚକ୍ରାନ୍ତର ବଶବର୍ତୀ ହୋଇ affiliation ଓ ଓଡ଼ିଶା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟର କେତେକ ଅସାଧୁ ମେଂଟ ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦନ ପ୍ରାପ୍ତ ବେସରକାରୀ ଶିକ୍ଷାନୁଷ୍ଠାନମାନଙ୍କୁ ବନ୍ଦ କରାଇବା ନିମନେନ୍ତ ହୀନ ଚକ୍ରାନ୍ତ କରୁଛନ୍ତି ।

ପରିତାପର ବିଷୟ ହେଲା ଯେ ଓଡ଼ିଶା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟରଦାୟିତ୍ୱାଶୀଳ କତୃପକ୍ଷ ଏହି ସବୁ ବେସରକାରୀ ଶିକ୍ଷାନୁଷ୍ଠାନର ପରିଚାଳନା କତୃପକ୍ଷଙ୍କ ସହ ଅଲୋଚନା କିମ୍ବା ଗୁହାରି ଶୁଣିବା ପାଇଁ ପ୍ରସ୍ତୁତ ନାହାନ୍ତି । ଯାହା ଫଳରେ ବେସରକାରୀ ଶିକ୍ଷାନୁଷ୍ଠାନମାନଙ୍କ କର୍ମକର୍ତାମାନଙ୍କୁ ବିଶ୍‌ବବିଦ୍ୟାଳୟର ଫାଟକ ଭିତରକୁ ଯିବାକୁ ଅନୁମତି ମକ୍ଟଳର ନାହିଁ । ଯେତେବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କ ଅଭିଯୋଗ ଶୁଣିବା ନିମନ୍ତେ ସ୍ୱତନ୍ତ୍ର ଅଭିଯୋଗ ପ୍ରକୋଷ୍ଠ କରିଛନ୍ତ ି; କିନ୍ତୁ କିଛି ଅସାଧୁ ଅମଳାମାନଙ୍କ ଏହି କାର୍ଯ୍ୟକଳାପ ଯୋଗୁଁ ରାଜ୍ୟ ସରକାରଙ୍କ ପ୍ରଗତିରେ ବାଧା ଉପୁଜୁଛି ଏବଂ ଜନସାଧାରଣଙ୍କ ନିକଟରେ ରାଜ୍ୟ ସରକାର ନିନ୍ଦିତ ହେଉଛନ୍ତି । ଉଚ୍ଚ କତୃପକ୍ଷ ଏହାର ବିଧିବଦ୍ଧ ତଦନ୍ତ କରି ସମସ୍ୟାର ସମାଧାନ କରିବା ନିମନ୍ତେ ଶିକ୍ଷାନୁଷ୍ଠାନ ଓ ଛାତ୍ର ମହଳରେ ଦାବୀ କରା ଯାଉଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସୁଜାତାଙ୍କ ଯୋଗଦାନ ଦଳକୁ ଶକ୍ତିଶାଳୀ କରିବ : ବିଜେଡି

ସୁଜାତାଙ୍କ ଯୋଗଦାନ ଦଳକୁ ଶକ୍ତିଶାଳୀ କରିବ : ବିଜେଡି

June 25, 2026
ପଂଚାୟତରେ ସୁଶାସନ ଗ୍ରାମାଞ୍ଚଳରେ ପରିବର୍ତନ

ପଂଚାୟତରେ ସୁଶାସନ ଗ୍ରାମାଞ୍ଚଳରେ ପରିବର୍ତନ

June 25, 2026
ବିକଶିତ ଓଡ଼ିଶା ,ବିକଶିତ ଭାରତ ରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳତା; ଓଡ଼ିଶା ଓ ଜିଲ୍ଲା ରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ପ୍ରଗତି ଉପରେ ବିଭିନ୍ନ ପ୍ରତିନିଧି ମାନଙ୍କ ସହିତ ଆଲୋଚନା

ବିକଶିତ ଓଡ଼ିଶା ,ବିକଶିତ ଭାରତ ରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳତା; ଓଡ଼ିଶା ଓ ଜିଲ୍ଲା ରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ପ୍ରଗତି ଉପରେ ବିଭିନ୍ନ ପ୍ରତିନିଧି ମାନଙ୍କ ସହିତ ଆଲୋଚନା

June 25, 2026
ଆର୍ନ୍ତଜାତୀୟ ନିଶା ଅପବ୍ୟବହାର ଓ ଅବୈଧ କାରବାର ବିରୋଧଦିବସ-୨୦୨୬ ସଚେତନତା ପଦ ଯାତ୍ରା ସହ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ

ଆର୍ନ୍ତଜାତୀୟ ନିଶା ଅପବ୍ୟବହାର ଓ ଅବୈଧ କାରବାର ବିରୋଧଦିବସ-୨୦୨୬ ସଚେତନତା ପଦ ଯାତ୍ରା ସହ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ

June 25, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସୁଜାତାଙ୍କ ଯୋଗଦାନ ଦଳକୁ ଶକ୍ତିଶାଳୀ କରିବ : ବିଜେଡି

ସୁଜାତାଙ୍କ ଯୋଗଦାନ ଦଳକୁ ଶକ୍ତିଶାଳୀ କରିବ : ବିଜେଡି

June 25, 2026
ପଂଚାୟତରେ ସୁଶାସନ ଗ୍ରାମାଞ୍ଚଳରେ ପରିବର୍ତନ

ପଂଚାୟତରେ ସୁଶାସନ ଗ୍ରାମାଞ୍ଚଳରେ ପରିବର୍ତନ

June 25, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version