No Result
View All Result
୨୨ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାଟଣାଗଡ :-> ପାଟଣାଗଡ ରାଜ୍ୟ କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ଓମ୍ କଲ୍ୟାଣ ମଣ୍ଡପ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ସଂଘ ର ରାଜ୍ୟ ସଂପାଦକ ଶିବାନନ୍ଦ ପରିଚ୍ଛା ଙ୍କୁ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ର ବିଜେଡି ସମର୍ଥିତ ବିଧାୟକ ପ୍ରାର୍ଥୀ ଭାବେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଟିକିଟ ଦେବାକୁ ସାମ୍ୱାଦିକ ସମ୍ମିଳନୀରେ ଦାବୀ କରାଯାଇଛି ।
ଅନ୍ୟପକ୍ଷରେ ରାଜ୍ୟ କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶ୍ରୀ ପରିଚ୍ଛା ଙ୍କୁ ଟିକିଟ ଦେବାକୁ ଦାବିକରିଯିବ ବୋଲି ସୂଚନା ଦେଇଛନ୍ତି । ଏଥିରେ ମକାରୁ ପଣ୍ଡା, ନିଲମଣି ବୁଡେକ, ଧ୍ରୁବଚରଣ ଚାନ୍ଦ, ରାଜାରାମ ଦଣ୍ଡସେନା, ସୁରେନ୍ଦ୍ର ବରିହା , ପିତାମ୍ବର ସାହୁ, ମନୋରଞ୍ଜନ ସାହୁ,
ଲୋଚନ ବରିହା, ତ୍ରିନାଥ ପୋଢ, ବ୍ରଜରାଜ ପୁରୋହିତ, ପରମେଶ୍ବର ସୁନା , ଶାନ୍ତନୁ କୁମାର ଭୋଇ, ଜଗଦୀଶ ବନଛୋର, ଜୟସିଂ ନାଏକ, ଅଶୋକ ଦଣ୍ଡସେନା, ବିକାଶ କୁମାର ଭୋଇ,ଦଳ ଛତ୍ରିଆ,ବରଞ୍ଚି ବର୍ଗତ୍ତି, ପ୍ରହଲ୍ଲାଦ ମୁଦୁଲି,ବଳ ଧରୁଆ କୌଲାଶ ସୁନା ପ୍ରମୁଖ ଉପସ୍ଥିତ ଥିଲେ ।

No Result
View All Result