No Result
View All Result
୪ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଜିଲା ଆର,ଉଦୟଗିରି ବ୍ଲକ ପକ୍ଷରୁ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ଉତ୍ସବ ବୁଧବାର ଆର,ଉଦୟଗିରି ମିନି ଷ୍ଟାଡିୟମ୍ ଠାରେ ଶୁଭ ଉଦ୍ଘାଟନ ହୋଇଯାଇଅଛି । ଏହି ଉତ୍ସବକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍କୃତିରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ସଭାପତିତ୍ବ କରିଥିଲେ ବ୍ଲକ ଅଧକ୍ଷ ଲକ୍ଷ୍ମୀନାରାୟଣ ଶବର , ଓ ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ବିଡିଓ ଲରିମନ ଖର୍ସେଲ, ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକ,

ବିଧାୟକ ପ୍ରତିନିଧି ଗୋପାଳ କୃଷ୍ଣ ଦଳେଇ, ଉପାଅଧ୍ୟକ୍ଷା ବିଜୟଲକ୍ଷ୍ମୀ ପଟ୍ଟନାୟକ, ରାମଗିରି ଓ ଆର,ଉଦୟଗିରି କଲେଜ ଅଧ୍ୟକ୍ଷା ପ୍ରମୁଖ ମଞ୍ଚାସିନ ଥିଲେ । ଏହି ଯୁବ କ୍ରୀଡ଼ା ଉତ୍ସବ ତା ୩ ଜାନୁୟାରୀ ଠାରୁ ତା ୭ ଜାନୁୟାରୀ ପର୍ଯ୍ୟନ୍ତ ୫ ତାରିଖ ଠାରୁ ୬ ତାରିଖ ପର୍ଯ୍ୟନ୍ତ ରାମଗିରି ଏସ୍.ଏସ୍.ଡି. ହାଇସ୍କୁଲ ପଡିଆରେ ବିଭିନ୍ନ ପଞ୍ଚାୟତର ୧୦୪ ଦଳ ମାନଙ୍କରେ ପ୍ରାୟ ୧୫୦୦ ପ୍ରତିଯୋଗିତା ଅଂଶଗ୍ରହଣ କରବେ । ଏହି କ୍ରୀଡ଼ା ଉତ୍ସବରେ ଅଞ୍ଚଳର ୧୩ ବର୍ଷ ରୁ ୩୫ ବର୍ଷ ବୟସର ନାମ ପଞ୍ଜୀକରଣ କରିଥିବା ସମସ୍ତ କ୍ରୀଡାବିତ୍ ଓ ଛାତ୍ରଛାତ୍ରୀ ମାନେ ଭାଗ ନେଇ ପାରିବେ ଯତା କ୍ରିକେଟ୍,

ଫୁଟବଲ, ହକି, କବାଡି, ଖୋ-ଖୋ ଓ ଭଲିବଲ୍ ଇତ୍ୟାଦି ଖେଳ ଅନୁଷ୍ଠିତ ହେବ। ଏହି ସମସ୍ତ ପ୍ରତିଯୋଗୀତାରେ ବ୍ଲକ ପ୍ରଶାସନ ନାମ ପଞ୍ଜୀକରଣ କରିଥିବା ଖେଳାଳୀ ଅଂଶ ଗ୍ରହଣ କରିବେ। ଆଜିର ଏହି ଉତ୍ସବରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ପରିଚାଳନା କରିଥିବା ତାଙ୍କୁ ସହଯୋଗ ବ୍ଲକ ବ୍ଲକ କର୍ମଚାରୀମାନେ । ବ୍ଳକ ପ୍ରଶାସନ ତରଫରୁ ହେଉଥିବା କ୍ରିଡା ପ୍ରତିଯୋଗିତାରେ ଯୋଗଦେଇଥିବା ପ୍ରତିଯୋଗିତାମାନଙ୍କୁ ବହୁ ଅବସ୍ଥାରେ ଚାଲିଥିବା ଯୋଗ ଦେଇଥିବା ଖେଳାଳିମାନେ ଅଭିଯୋଗ କରୁଛନ୍ତି ।


No Result
View All Result