୧୪ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ଟ୍ରକ ମାଲିକ ମାନଙ୍କ ବିବିଧ ସମସ୍ୟା ନେଇ ଓଡିଶା ଟ୍ରକ ମାଲିକ ମହାସଂଘର ଓଡିଶା ରାଜ୍ୟ ସଭାପତି ଶ୍ରୀ ପୁରଞ୍ଜନ ପାଢ଼ୀ ,ରାଜ୍ୟ ସମ୍ପାଦକ ଶ୍ରୀ ପତିତପାବନ ସାହୁ, ଶ୍ରୀଯୁକ୍ତ ପାଣ୍ଡିୟାନଙ୍କୁ ସାକ୍ଷାତକରି ମହାସଂଘର ବିଭିନ୍ନ ସମସ୍ୟା ବିଷୟରେ ଅବଗତ କରାଇଥିଲେ । ମାନ୍ୟବର ୫ଟି ଅଧ୍ୟକ୍ଷଙ୍କ ହସ୍ତକ୍ଷେପ ପରେ ଟ୍ରାନ୍ସପୋର୍ଟ କମିଶନର ଆଇପିଏସ୍ ଅମିତାଭ ଠାକୁର ଏବଂ ଓଡିଶା ଟ୍ରକ ମାଲିକ ମହାସଂଘ ମଧ୍ୟରେ ଦୀର୍ଘସମୟ ଧରି ଆଲୋଚନା ହୋଇଥିଲା ।















