No Result
View All Result
ଗାଡି ଚାଳକ ଫେରାର ସାମ୍ପୁଲ କଲେକ୍ସନ ପାଇଁ ପଠାଗଲା

୧୩ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) :-> ଗତ କାଲି ବିଳମ୍ବିତ ରାତିରେ ଜଙ୍କିଆ ପୋଲିସ 16 ନମ୍ବର ଜାତୀୟ ରାଜପଥ ଗୋଳବାଇ ଛକ ସ୍ଥିତ ଏକ ପ୍ରେଟ୍ରୋଲ ପମ୍ପ ନିକଟରୁ ଏକ ଗୋମାଂସ ବୋଝେଇ ଏକ କଣ୍ଟେନର କୁ ପୁଲିସ ଜଙ୍କିଆ ପୋଲିସ ଜବତ କରିଛି, ଗିରଫ ଭୟରେ ଗାଡିଛାଡି ଚାଳକ ଜଣକ ଫେରାର ହୋଇଥିବା ଜଣାପଡ଼ିଛି ଏ ନେଇ 448/23 ରେ ଏକ ମୋକଦମା ରୁଜୁକରି ତଦନ୍ତ ଚାଲୁଥିବା ଜଙ୍କିଆ ଥାନା ଅଧିକାରିଣୀ ସୂଚନା ଦେଇଛନ୍ତି

ସୂଚନା ଅନୁଯାଇ ଏହି ଗୋମାଂସ ବୋଝେଇ ଟ୍ରକ ଟି ତିଗିରିଆ ରୁ ହାଇଦ୍ରାବାଦ ଯାଉଥିଲା ଖବର ପାଇ ଗାଡିଟିକୁ ଜବତ କରାଯାଇଛି ଏବଂ ସ୍ଥାନୀୟ ପଶୁ ଚିକିତ୍ସକ ଡ୍ର ଗାୟିତ୍ରୀ ଖୁଣ୍ଟିଆକୁ ଜଣାଯାଇ ଏହା ଟେଷ୍ଟ ନିମନ୍ତେ ଲବ୍ରୋଟୋରି କୁ ପଠାଯାଇଛି .

No Result
View All Result