• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଭୁବନେଶ୍ୱରକୁ ରୟାଲ ଲେଗାସିର ବିସ୍ତାର କରିଛି ଟ୍ରୁଫିଟ୍ ଆଣ୍ଡ୍ ହିଲ୍‌

Proprietor Abhimanyu Maharana by Proprietor Abhimanyu Maharana
December 14, 2023
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍
0
ଭୁବନେଶ୍ୱରକୁ ରୟାଲ ଲେଗାସିର ବିସ୍ତାର କରିଛି ଟ୍ରୁଫିଟ୍ ଆଣ୍ଡ୍ ହିଲ୍‌
Share on FacebookShare on TwitterWhatsapp

୧୩ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ଏକ ନୂଆ ଅଧ୍ୟାୟର ଆରମ୍ଭ କରି ବିଶ୍ୱର ପ୍ରତିଷ୍ଠିତ ସର୍ବପୁରାତନ ବାର୍‌ବର ସପ୍ ଟ୍ରୁଫିଟ୍ ଆଣ୍ଡ ହିଲ୍ ପକ୍ଷରୁ ଓଡିଶାର ମନ୍ଦିର ମାଳିନୀ ସହର ଭୁବନେଶ୍ୱରରେ ଏହାର ନୂତନ ଆଉଟ୍‌ଲେଟ୍‌ର ଲଂଚ୍ ଘୋଷଣା କରାଯାଇଛି । ଏହି ଷ୍ଟୋର୍‌କୁ ଲୟଡ୍‌ସ ଲକ୍‌ଜରୀସ୍ ଲିଃର ପରିଚାଳନା ନିର୍ଦ୍ଦେଶକ ଓ ସିଓଓ ପ୍ରଣୟ ଡୋକାନିଆ, ନାରାୟଣି ମିନେରାଲ୍ସ ପ୍ରାଇଭେଟ୍ ଲିମିଟେଡ୍‌ର ପ୍ରତିଷ୍ଠାତା, ଖାଟୋରେ ଆଇଟି ସଲ୍ୟୁଶନ୍ସ ପ୍ରାଇଭେଟ୍ ଲିମିଟେଡ୍‌ର ଏମ୍‌ଡି ଏବଂ ଟ୍ରୁଫିଟ୍ ଆଣ୍ଡ୍ ହିଲ୍‌ର, ଫ୍ରାଂଚାଇଜି ମାଲିକ ଅଜୟ କୁମାର ଖାଟୋରେଙ୍କ ସହିତ ଲୋକପ୍ର୍ରିୟ ଓଡିଆ ଅଭିନେତା ଓ ରାଜନେତା ସିଦ୍ଧାନ୍ତ ମହାପାତ୍ର ଉଦ୍‌ଘାଟନ କରିଥିଲେ ।ଟ୍ରୁଫିଟ୍ ଆଣ୍ଡ୍ ହିଲ୍‌ସର ବିଳାସପୂର୍ଣ୍ଣ ଆଭିମୁଖ୍ୟକୁ ପ୍ରୋତ୍ସାହିତ କରିବା ଲାଗି ଏହାକୁ ଏକ ପ୍ରମୁଖ ବଜାର ଭାବେ ଉପସ୍ଥାପନ କରିବା ପାଇଁ ଏହି ସହର ଏକ ସ୍ୱତନ୍ତ୍ର ପୁରୁଷ ଗ୍ରୁମିଙ୍ଗ୍ ପ୍ରତିଷ୍ଠାନର ଆବଶ୍ୟକ କରୁଥିଲା । ଏହି ନୂତନ ଷ୍ଟୋର୍ ଓଡିଶାବାସୀଙ୍କୁ ଶୀର୍ଷ ସ୍ତରର ଗ୍ରୁମିଙ୍ଗ୍ ସେବା ପ୍ରଦାନ କରିବା ଲାଗି ବ୍ରାଣ୍ଡର ଉତ୍ସର୍ଗୀକୃତତାକୁ ପ୍ରତିଫଳନ କରୁଛି । ବ୍ରାଣ୍ଡର ବିରାସତ ସହ ଜଡିତ ରହି ଭୁବନେଶ୍ୱରରେ ଏହି ଫ୍ରାଂଚାଇଜି ଷ୍ଟୋର୍‌ର ପରିବେଶ ପୂର୍ବର ସମସ୍ତ ବିଦ୍ୟମାନ ଷ୍ଟୋର୍‌ଗୁଡିକର ଉତ୍କର୍ଷତା ଓ ଆଦର୍ଶ ଭଳି ସମାନ ଅଟେ ।ଏହି ପ୍ରଶସ୍ତ ଓ ଆକର୍ଷଣୀୟ ୧୪୦୦ ବର୍ଗଫୁଟ୍‌ର ଷ୍ଟୋର୍‌ରେ ଏକ ରୟାଲ ସୁଇଟ୍‌, ଏକ ବାର୍‌ବର୍ ଷ୍ଟେସନ ସହିତ ପ୍ରାଇଭେଟ୍ ରୁମ୍‌, ୩ଟି ଚେୟାର ସହିତ ବାର୍‌ବର୍ ଷ୍ଟେସନ, ପେଡିକ୍ୟୋର୍ ଓ ମାନିକ୍ୟୋର ରୁମ୍ ଓ ବାଲେ ପାର୍କିଙ୍ଗ ଆଦି ସୁବିଧା ରହିଛି । ନାରାୟଣି ମିନେରାଲ୍ସ ପ୍ରାଇଭେଟ୍ ଲିମିଟେଡ୍‌ର ପ୍ରତିଷ୍ଠାତା ଓ ଖାଟୋରେ ଆଇଟି ସଲ୍ୟୁଶନ୍ସ ପ୍ରାଇଭେଟ୍ ଲିମିଟେଡ୍‌ର ଏମ୍‌ଡି ଏବଂ ଟ୍ରୁଫିଟ୍ ଆଣ୍ଡ ହିଲ୍‌ର ଭୁବନେଶ୍ୱର ଫ୍ରାଂଚାଇଜି ମାଲିକ ଅଜୟ କୁମାର ଖାଟୋରେ କହିଛନ୍ତି, କ୍ରମାଗତ ୯ଟି ରାଜଶାସନ ସମୟରେ ଗ୍ରେଟ୍ ବ୍ରିଟେନର ଶାସକମାନଙ୍କୁ ସେବା ପ୍ରଦାନ କରିବାର ଦୁଇ ଦଶନ୍ଧିରୁ ଅଧିକ ସମୟର ଏକ ବିରାସତ ସହିତ ଟ୍ରୁଫିଟ୍ ଆଣ୍ଡ୍ ହିଲ୍ କାଳଜୟୀ ଷ୍ଟାଇଲ୍ ଓ ବିଳାସପୂର୍ଣ୍ଣତାର ଦୂର୍ଗ ଭାବେ ବଜାୟ ରହିଛି । ଲୟଡ୍‌ସ ଲକ୍‌ଜରୀସ୍ ଲିମିଟେଡ୍ ସହ ଆମର ସହଭାଗିତା ଏକ ବିସ୍ତୃତ ଉପଭୋକ୍ତା ଆଧାର ପାଇଁ ରୟାଲ ଗ୍ରୁମିଂ ଅନୁଭୂତି ଆଣିବା ଲାଗି ଏକ ଉତ୍ସାହଜନକ ସୁଯୋଗ ଉପସ୍ଥାପନ କରୁଛି ।’ଭୁବନେଶ୍ୱର ଷ୍ଟୋର୍‌ର ଲଂଚ୍ ଅବସରରେ ଲୟଡ୍‌ସ ଲକ୍‌ଜରୀସ୍ ଲିମିଟେଡ୍‌ର ଅଧ୍ୟକ୍ଷ ଶ୍ରୀକ୍ରିଷ୍ଣା ଗୁପ୍ତା କହିଛନ୍ତି, ‘ଲକ୍‌ଜରୀ ଗ୍ରୁମିଙ୍ଗ୍‌ର ଅଭିବୃଦ୍ଧି ଆଜିର ଦୁନିଆରେ ପର୍ସନାଲ କେୟାର୍ ବା ବ୍ୟକ୍ତିଗତ ଯତ୍ନର ଲାଭ ସମ୍ପର୍କରେ ଏକ ବର୍ଦ୍ଧିତ ସଚେତନତାକୁ ସୂଚିତ କରୁଛି । ଆମର ବ୍ରାଣ୍ଡ ଲକ୍‌ଜରୀ ଗ୍ରୁମିଂ ମାର୍କେଟ୍‌ରେ ଏକ ଉନ୍ନତ ଅନୁଭୂତି ପ୍ରଦାନ କରୁଛି ।’

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

May 6, 2026
ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

May 5, 2026
ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

May 5, 2026
ମୁଁ ହାରି ନାହିଁ : ତେଣୁ ରାଜ ଭବନ ଯିବି ନାହିଁ – ମୁଁ ଇସ୍ତଫା ଦେବି ନାହିଁ – ଦିଦି

ମୁଁ ହାରି ନାହିଁ : ତେଣୁ ରାଜ ଭବନ ଯିବି ନାହିଁ – ମୁଁ ଇସ୍ତଫା ଦେବି ନାହିଁ – ଦିଦି

May 5, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

May 6, 2026
ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

May 5, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version