• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଅରୁଣ ଙ୍କ ଆଗରେ ହାର୍ ମାନିଲା କରୋନା

Proprietor Abhimanyu Maharana by Proprietor Abhimanyu Maharana
July 18, 2020
in Uncategorized, ଓଡ଼ିଶା, ଦେଶ, ରାଜନୀତି, ହୋମ୍
0
ଅରୁଣ ଙ୍କ ଆଗରେ ହାର୍ ମାନିଲା କରୋନା
Share on FacebookShare on TwitterWhatsapp

ଓଡିଶା ତାଜା ନ୍ୟୁଜ୍ /ରିପୋର୍ଟ ,ଅଭିମନ୍ୟୁ ମହାରଣା (୧୮ ଜୁଲାଇ ଶନିବାର ) ଭୁବନେଶ୍ୱର :- ଭୟଙ୍କର କରୋନା ମହାମାରୀ ଯେତେବେଳେ ସମଗ୍ର ଦେଶକୁ ଲକଡାଉନ୍ କରି ରଖିଥିଲା, ପ୍ରଥମ ପର୍ଯ୍ୟାୟ ମାର୍ଚ୍ଚ ଆଉ ଏପ୍ରିଲ ମାସରେ । କୃଷି କୃଷକ ସଶକ୍ତିକରଣ,ମତ୍ସ୍ୟ ଓ ପଶୁ ସଂପଦ ଉଚ୍ଚ ଶିକ୍ଷା ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଅରୁଣ ସାହୁ ନିଜ ନିର୍ବାଚନ ମଣ୍ଡଳୀର ୪୭ ଗୋଟି ଗ୍ରାମ ପଞ୍ଚାୟତ ତଥା ନୟାଗଡ଼ ମ୍ୟୁନିସ୍ପାଲିଟ୍ ର ପ୍ରତ୍ୟେକ ୱାର୍ଡ ଏବଂ ଓଡ଼ଗାଁ NAC ର ପ୍ରତ୍ୟେକ ୱାର୍ଡ ଗ୍ରସ୍ତ କରି ଲୋକ ମାନଙ୍କର ସୁଖରେଦୁଃଖରେ ଠିଆ ହେବା ସହିତ ସୁବିଧା ଅସୁବିଧା ବୁଝୁଥିଲେ । ଯେତେବେଳେ ଲକ ଡାଉନ ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେଇ ସଟ ଡାଉନ ପର୍ଯ୍ୟାୟ କୁ ଗତି କଲା ସେତେବେଳେ ମଧ୍ୟ ଲୋକ ମାନଙ୍କ ପାଖକୁ ଯାଇ ଲୋକ ମାନଙ୍କର ଭଲ ମନ୍ଦ ବୁଝୁଥିଲେ । ବର୍ତ୍ତମାନ ପରିସ୍ଥିତି ରେ କରୋନା ଯେତେବେଳେ ତା କରାଳ ରୂପ ଦେଖୋଉଛି । ସମସ୍ତଙ୍କୁ କୋଭିଡ-୧୯ ନିୟମ ଅନୁଯାୟୀ କୌଣସି ସଭା ସମିତି , ଦଳୀୟ କାର୍ଯ୍ୟ ବନ୍ଦ ହୋଈଛି । ସେତେବେଳେ ଅରୁଣ ଆରମ୍ଭ କଲେ ତାଙ୍କ ନୂଆ ତରିକା । ନିଜ ନିର୍ବାଚନ ମଣ୍ଡଳୀର ସମସ୍ତ ଗ୍ରାମ ପଞ୍ଚାୟତ, ନୟାଗଡ଼ ମ୍ୟୁନିସପାଲିଟି ର ସମସ୍ତ ୱାର୍ଡ ଏବଂ ଓଡ଼ଗାଁ NACର ସମସ୍ତ ୱାର୍ଡର ଶତାଧିକ କର୍ମୀ , ଶୁଭେଚ୍ଛୁ , ଛାମୁଆ ସଂଗଠକ , ସାଧାରଣ ଜନତା, ବରିଷ୍ଠ ନାଗରିକ , ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, ଯୁବକ ଏବଂ ଛାତ୍ର ମାନଙ୍କ ସହିତ ଟେକ୍ନୋଲୋଜି ବ୍ୟବହାର କରି Virtual Meeting ମାଧ୍ୟମରେ ପର୍ଯ୍ୟାୟ କ୍ରମେ ଆଲୋଚନା କରୁଛନ୍ତି ।

ପ୍ରଥମେ ନୟାଗଡ଼ ନିର୍ବାଚନ ମଣ୍ଡଳୀ ର ଦଳୀୟ ପଞ୍ଚାୟତ ସଭାପତି, ମ୍ୟୁନିସପାଲିଟ୍ ସଭାପତି ,NAC ସଭାପତି , ନିର୍ବାଚିତ ପ୍ରତିନିଧି , ଛାମୁଆ ସଙ୍ଗଠନ ର ସଭାପତି ଙ୍କୁ ନେଇ ତିନି ତିନୋଟି ଭର୍ଚୁଆଲ ମିଟିଙ୍ଗ ସାରିବା ପରେ ଆରମ୍ଭ କଲେ ପଞ୍ଚାୟତ ଅଭିଯାନ । ପ୍ରଥମେ ବାଲୁଗାଁ ଗ୍ରାମ ପଞ୍ଚାୟତ ର ଶତାଧିକ ଲୋକ ମାନଙ୍କୁ ନେଇ ଆରମ୍ଭ କରିଥିଲେ ଭର୍ଚୁଆଲ ମିଟିଙ୍ଗ ଯେଉଁଥିରେ ପଞ୍ଚାୟତ ର ଉନ୍ନତି ମୂଳକ କାର୍ଯ୍ୟ ର ସମୀକ୍ଷା ଲୋକ ମାନଙ୍କ ର ଅଭିଯୋଗ ଶୁଣାଣି ଦଳୀୟ ସଙ୍ଗଠନ ଉପରେ ଆଲୋଚନା ଓ ପର୍ଯ୍ୟାଲୋଚନା କରିଥିଲେ । ଦ୍ୱିତୀୟ ରେ ଗତ କାଲି ଓଡ଼ଗାଁ ବ୍ଲକ ର ନନ୍ଦୀଘୋର ଗ୍ରାମପଞ୍ଚାୟତର ଶତାଧିକ ଲୋକ ମାନଙ୍କୁ ନେଇ ଆରମ୍ଭ କରିଥିଲେ ଦ୍ଵିତୀୟ ପଞ୍ଚାୟତ ଅଭିଯାନ , ଲୋକ ମାନଙ୍କ ଅଭିଯୋଗ ଶୁଣାଣି କରିଥିଲେ । ନିର୍ବାଚିତ ପ୍ରତିନିଧି ମାନଙ୍କୁ ଆହ୍ୱାନ ଦେଇଥିଲେ , ଆମକୁ ୨୪ ଘଣ୍ଟା ସଜାଗ ରହି ଲୋକମାନଙ୍କ ସେବା କରିବାକୁ ହେବ ,ମୋ ଫୋନ ସମସ୍ତ ଙ୍କ ପାଈଁ ଖୋଲା । ଯେହେତୁ କରୋନା ମହାମାରୀ ସମୟରେ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ପଡ଼ିବ, ସେଥିପାଇଁ ଆପଣ ମାନେ ମୋ ପାଖକୁ ଆସିବା ଆବଶ୍ୟକ ନାହିଁ । ଯାହାର ଯାହା କାମ ଅଛି ମତେ ଟେଲିଫୋନ ମାଧ୍ୟମ ରେ କିମ୍ବା ମେଲ ମାଧ୍ୟମ ରେ ନିଜ ଅଭିଯୋଗ ଜଣେଇ ଦିଅନ୍ତୁ । ଆପଣ ଙ୍କ ସମସ୍ତ କାର୍ଯ୍ୟ ଅଗ୍ରଗତି ସୂଚନା ମୁଁ ଆପଣ ମାନଙ୍କୁ ଟେଲିଫୋନ ମାଧ୍ୟମ ରେ ଜଣାଇ ଦେବି । ଏଥିସହିତ ଆଗାମୀ ଦିନରେ ଅନ୍ୟ ସମସ୍ତ ପଞ୍ଚାୟତ , ମ୍ୟୁନିସପାଲିଟି ଏବଂ ଏନେସି ର ସମସ୍ତ ୱାର୍ଡ ସହିତ ସଂଯୋଗ ହେବେ । ଏମିତି କି ମନ୍ତ୍ରୀ ଆଗାମୀ ୩୧ ତାରିଖ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟସୂଚୀ ଧାର୍ଯ୍ୟ କରି ଦେଇଛନ୍ତି ।

କେବଳ ଦଳୀୟ ସଙ୍ଗଠନ କି ନିଜ ନିର୍ବାଚନ ମଣ୍ଡଳୀ ନୁହଁ , ମନ୍ତ୍ରୀ ବର୍ତ୍ତମାନ ରାଜ୍ୟ ର ତିନି ତିନୋଟି ବିଭାଗ ର କାର୍ଯ୍ୟ କୁ ସମୀକ୍ଷା କରୁଛନ୍ତି , କୃଷି କ୍ଷେତ୍ର କୁ ଅଗ୍ରାଧିକାର ଦେବା ସହିତ ଓଡିଶା ର ପ୍ରତି ପଞ୍ଚାୟତ ରେ ହ୍ୱାଟସ୍ଆପ୍ ଗ୍ରୁପ୍ ଗଠନ କରି ଚାଷୀ ମାନଙ୍କୁ ନିତିଦିନ କିଛି ନା କିଛି କୃଷି ସମ୍ଵନ୍ଧିୟ ସୂଚନା ଏବଂ ବାର୍ତ୍ତା ପ୍ରେରଣ କରୁଛନ୍ତି । ତତ୍ ସଙ୍ଗେ ସଙ୍ଗେ ଅନ୍ୟ ଦୁଇ ବିଭାଗ ମତ୍ସ୍ୟ ,ପଶୁ ପାଳନ ଏବଂ ଉଚ୍ଚ ଶିକ୍ଷା ବିଭାଗ କୁ ମଧ୍ୟ ସମସ୍ତ କାର୍ଯ୍ୟ ତଦାରଖ କରିବା ସହିତ ସମସ୍ତ ବିଭାଗୀୟ ଅଧିକାରୀ ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ସହିତ ଭିଡିଓ କନ୍ଫ୍ରେସିଂ ଜରିଆରେ ସମସ୍ତ ବିଭାଗ ର କାର୍ଯ୍ୟ କୁ ତଦାରଖ କରୁଛନ୍ତି । ମନ୍ତ୍ରୀ ଙ୍କ କହିବା ଅନୁଯାୟୀ ଏ ମହାମାରୀ ଆମକୁ ଗୋଟେ ସୁଯୋଗ ଦେଇଛି ନିଜକୁ ପ୍ରତିପାଦିତ କରିବା ପାଈଁ । ଏହି ସମୟରେ ଆମେ ଯଦି ଲୋକଙ୍କ ପାଖରେ ରହି ଲୋକ ଙ୍କୁ ସାହାଯ୍ୟ କରିବା । ଇଏ ଗୋଟେ ସୁଯୋଗ ତାଙ୍କ ୠଣ ପରିଶୋଧ କରିବାର , ଯେଉଁ ମାନେ ଆମକୁ ଆର୍ଶିବାଦ ଦେଇ ଏ ଆସନ ରେ ବସାଇଛନ୍ତି । ଆମେ ସମାଜସେବା କରିବାକୁ ରାଜନୀତି ରେ ପାଦ ଦେଇଛେ , ଆମର ମୁଳ ଲକ୍ଷ୍ୟ ସମାଜ ର ପ୍ରତିଟି ବର୍ଗ ଙ୍କୁ କିପରି ସେବା ଯୋଗାଇ ଦେବା । ଏଥିସହିତ ସମସ୍ତ ନିର୍ବାଚିତ ପ୍ରତିନିଧି , ଛାମୁଆ ସଙ୍ଗଠନ ର ଅଗ୍ରଣୀ ନେତା ମାନଙ୍କୁ ତାଗିଦ କହିଛନ୍ତି ସବୁବେଳେ ଲୋକ ମାନଙ୍କ ସାଙ୍ଗରେ ରହି ଲୋକ ମାନଙ୍କ ସୁବିଧା ଅସୁବିଧା ରେ ଠିଆ ହେବା ପାଈଁ ଅସମୟ ର ବନ୍ଧୁ ହିଁ ପ୍ରକୃତ ବନ୍ଧୁ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଆଠଗଡ଼ରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ଦେଶୀମଦ ଜବତ

ଆଠଗଡ଼ରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ଦେଶୀମଦ ଜବତ

September 10, 2026
ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍‌ର ସମାପନୀ ସମାରୋହ

ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍‌ର ସମାପନୀ ସମାରୋହ

September 10, 2026
ସ୍ଥାଣୁ ପାଲଟିଛି ପ୍ରଶାସନ, ଖଣ୍ଡପଡ଼ା ଅଞ୍ଚଳରେ ଅବାଧରେ ଚାଲିଛି ପଲିଥିନ କାରବାର

ସ୍ଥାଣୁ ପାଲଟିଛି ପ୍ରଶାସନ, ଖଣ୍ଡପଡ଼ା ଅଞ୍ଚଳରେ ଅବାଧରେ ଚାଲିଛି ପଲିଥିନ କାରବାର

September 10, 2026
ହବିଷ୍ୟାଳି ବ୍ରତ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ହବିଷ୍ୟାଳି ବ୍ରତ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

September 10, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଆଠଗଡ଼ରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ଦେଶୀମଦ ଜବତ

ଆଠଗଡ଼ରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ଦେଶୀମଦ ଜବତ

September 10, 2026
ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍‌ର ସମାପନୀ ସମାରୋହ

ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍‌ର ସମାପନୀ ସମାରୋହ

September 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version