• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଭାରତର ପ୍ରଥମ ଫାକ୍ଟ୍ରି କଷ୍ଟମ ମୋଟର ସାଇକେଲ୍‌,ଜାୱା ପୈରାକ୍ ଦେଶର ସଡକକୁ ଆସିବାକୁ ପ୍ରସ୍ତୁତ

Proprietor Abhimanyu Maharana by Proprietor Abhimanyu Maharana
July 15, 2020
in Uncategorized, ଓଡ଼ିଶା, ଦେଶ, ବାଣିଜ୍ୟ, ହୋମ୍
0
ଭାରତର ପ୍ରଥମ ଫାକ୍ଟ୍ରି କଷ୍ଟମ ମୋଟର  ସାଇକେଲ୍‌,ଜାୱା ପୈରାକ୍ ଦେଶର ସଡକକୁ ଆସିବାକୁ ପ୍ରସ୍ତୁତ
Share on FacebookShare on TwitterWhatsapp

୨୦ ଜୁଲାଇ ୨୦୨୦ରୁ ସମଗ୍ର ଭାରତର ସମସ୍ତ ଡିଲରସିପ୍‍ରେ ମୋଟରସାଇକେଲର ଯୋଗାଣ ଆରମ୍ଭ ,୩୩୪ସିସି କ୍ରସ ପୋର୍ଟ ଇଞ୍ଜିନ ଚାଳିତ ଏହି ମୋଟରସାଇକେଲ ୩୦.୬୪ ପିଏସ୍ ଶକ୍ତି ଏବଂ ଉଚ୍ଚତର ୩୨.୭୪ ଏନ୍‌ଏମ୍ ଟର୍କ ପ୍ରଦାନ କରୁଛି ,ଏକ ଚିନ୍ତାମୁକ୍ତ ଅନଭୂତି ପାଇଁ ସମସ୍ତ ଡିଲରସିପ୍‍ରେ କମ୍ପାନୀ ଆକର୍ଷଣୀୟ ଫାଇନାନ୍ସ ଯୋଜନା ଏବଂ ନିରାପତ୍ତା ସର୍ତ୍ତାବଳୀକୁ କାର୍ଯ୍ୟକାରୀ କରୁଛି ଫାକ୍‌ଟ୍ରି କଷ୍ଟମ

ଓଡିଶା ତାଜା ନ୍ୟୁଜ୍ (୧୫ଜୁଲାଇ୨୦୨୦,ବୁଧବାର ) ଭୁବନେଶ୍ୱର :- ପୁଣେ, ଜାୱା ପୈରାକ୍‍ ୨୦୨୦ର ଅନ୍ୟତମ ସବୁଠାରୁ ଆକାଂକ୍ଷିତ ମୋଟରସାଇକେଲ ହୋଇଛି ଏବଂ ଏବେ ପୈରାକ୍‍କୁ ସଡକରେ ଦେଖିବା ଏବଂ ରାତ୍ରିର ଏହି ବସ୍ତୁର ମାଲିକ ହେବା ପ୍ରତୀକ୍ଷାରେ ଅନ୍ତ ଘଟିଛି । କ୍ଲାସିକ୍‌ ଲେଜେଣ୍ଡ୍‍ସ ପ୍ରାଇଭେଟ ଲିମିଟେଡ ୨୦ ଜୁଲାଇରୁ ଦେଶବ୍ୟାପୀ ପୈରାକ୍‍ର ଯୋଗାଣ ଆରମ୍ଭ ସଂପର୍କରେ ଆଜି ଘୋଷଣା କରିଛି । ପୈରାକ୍‍ ଏକ ମୋଟରସାଇକେଲ ଯାହା ଅତୀତର ସ୍ମୃତିଚାରଣ କରୁଛି, ତଥାପି ନିଜ ସମୟରୁ ବହୁ ଆଗରେ ରହିଛି । ‘ଷ୍ଟେଲ୍‌ଥ, ଭିଜିଲାଂଟେ ଓ ଡାର୍କ’ ର ବିଚାରଧାରାକୁ ନେଇ ଏକ କାରଖାନା ଉତ୍ପାଦ ଭାବେ ଡିଜାଇନ ଓ ବିକଶିତ କରାଯାଇଥିବା ଏହି ମୋଟରସାଇକେଲରେ ବିଏସ୬ ମାନକ ଇଞ୍ଜିନ ଭାବନାତ୍ମକ ଦୃଷ୍ଟିରୁ ଏକ ବାସ୍ତବ ବୋବର୍ ହୋଇଛି ଏବଂ ଏଥିରେ ଛୋଟ ଫେଣ୍ଡର, ଛୋଟ କରାଯାଇଥିବା ଏକ୍‍ଜଷ୍ଟ ଏବଂ ଭାସମାନ ସିଟ୍‍ ରହିଛି । ଭାରତର ଏହି ପ୍ରଥମ ଫାକ୍ଟ୍ରି କଷ୍ଟମ ମୋଟରସାଇକେଲରେ ୩୩୪ସିସି ଲିକ୍ୱିଡ କୁଲ୍‍ଡ, ସିଙ୍ଗଲ ସିଲିଣ୍ଡର, ଫୋର ଷ୍ଟ୍ରୋକ, ଡିଓଏଚ୍‌ସି ଇଞ୍ଜିନ ଖଞ୍ଜାଯାଇଛି, ଯାହା ୩୦.୬୪ ପିଏସ୍ ଶକ୍ତି ଏବଂ ୩୨.୭୪ ଏନ୍‌ଏମ୍ ଟର୍କ ସୃଷ୍ଟି କରୁଛି,

ଏହାର ସିଗ୍‍ନେଚର ଟ୍ୱିନ୍‍ ଜାୱା ଏକ୍‍ଜଷ୍ଟରେ ନିର୍ଗମନ କରାଉଛି ଯାହା ଖାଌକ୍ଷଗ୍ଧ;ି ବୋବର୍ ଠାଣି ପାଇଁ ଛୋଟ କରାଯାଇଛି । ଲକ୍‍ଡାଉନ ସମୟ ପୈରାକ୍‍ ଉତ୍ପାଦ ଟିମ୍‍ ଫଳପ୍ରଦ ଭାବେ ଅତିବାହିତ କରିଛନ୍ତି ଏବଂ ସେମାନେ ଟର୍କକୁ ପୂର୍ବର ୩୧ ଏନ୍‌ଏମ୍‌ରୁ ପ୍ରାୟ ୨ ଏନ୍‌ଏମ୍ ବୃଦ୍ଧି କରିବାରେ ସଫଳ ହୋଇଛନ୍ତି । ଏହି ଉଚ୍ଚତର ଟର୍କ ପ୍ରତ୍ୟକ୍ଷ ଭାବେ ସ୍ଥିର ଅବସ୍ଥା ଏବଂ ଗତିଶୀଳତା ସମୟରେ ଉନ୍ନତ ଟାଣିବା ପ୍ରଦର୍ଶନରେ ରୂପାନ୍ତରିତ ହେଉଛି । ଇଞ୍ଜିନକୁ ଅତ୍ୟନ୍ତ ନିଖୁଣ ଭାବରେ ଫାଇନ ଟ୍ୟୁନ କରାଯାଇ ଏବଂ ଶିହରଣକାରୀ ପ୍ରଦର୍ଶନକୁ ନିଶ୍ଚିତ କରାଉଥିବା ନୂତନ କ୍ରସ ପୋର୍ଟ ପ୍ରଯୁକ୍ତିକୌଶଳକୁ ସମନ୍ୱିତ କରି ଏହା ସମ୍ଭବ କରାଯାଇଛି, ସେହି ସମୟରେ ବିଏସ୬ ନିୟମାବଳୀର ଅନୁପାନଳ କରି ପରିଷ୍କାର ନିର୍ଗମନ ବ୍ୟବସ୍ଥା କରାଯାଇଛି । ଏକ ଉନ୍ନତ ଚାଳନା ଅଭିଜ୍ଞତା ଦେବାକୁ ଏହି ସମସ୍ତ ଶକ୍ତିକୁ ସର୍ବୋଚ୍ଚ ସ୍ତରର ରେସିଓ ସହ ୬-ସ୍ପିଡ ଟ୍ରାନ୍‍ସମିଶନ ଜରିଆରେ ସଡକକୁ ଅଣାଯାଉଛି । ସଂପୂର୍ଣ୍ଣ ଭାବରେ ପୁନଃକାର୍ଯ୍ୟ କରାଯାଇଥିବା ଚେସିସ୍ ଉପରେ ସଂପୂର୍ଣ୍ଣ ନୂଆ ସ୍ୱିଙ୍ଗଗାର୍ମ ସହିତ ଏହାକୁ ଖଞ୍ଜାଯାଇଛି, ଯାହା ସର୍ବାଧିକ ତୀର୍ଯ୍ୟକ, ଭୂଲମ୍ବ ଭାବରେ, ସର୍ବନିମ୍ନ ଶକ୍ତିରେ ଚକକୁ ଘୁରାଇବା ପାଇଁ ପ୍ରସ୍ତୁତ କରାଯାଇଛି ।

ଏହାର ଫ୍ରେମ ଏବଂ ସ୍ୱିଙ୍ଗଆର୍ମର କଠିନତାକୁ ରୈଖିକ ଅନୁଭବ ପାଇଁ ଟ୍ୟୁନ କରାଯାଇଛି, ଯାହା ସିଧା ରହିବା ସମୟରେ ଏବଂ ଅଙ୍କାବଙ୍କା ରାସ୍ତାରେ ଚାଳନା ସମୟରେ ସ୍ଥିରତା ଆଣିବାରେ ସହାୟକ ହେଉଛି । ଏହା ଗାଡିକୁ ସମ୍ଭାଳିବାରେ ଉନ୍ନତି ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଛି । ଜାୱା ପୈରାକ୍‍କୁ ଉନ୍ମୋଚନ କରି କ୍ଲାସିକ୍ ଲେଜେଣ୍ଡ୍‍ସର ସହ ପ୍ରତିଷ୍ଠାତା ଅନୁପମ ଥରେଜା କହିଛନ୍ତି, “ପୈରାକ୍‍କୁ ନିର୍ମାଣ କରିବାକୁ ଆମେ ଯେତେବେଳେ ଅଗ୍ରସର ହେଲୁ, ସେତେବେଳେ ଲକ୍ଷ୍ୟ ସରଳ ଥିଲା- ତାହା ହେଉଛି ସ୍ୱାତନ୍ତ୍ର‌୍ୟ, ବ୍ୟକ୍ତିଗତତା ଏବଂ ପ୍ରଦର୍ଶନ ମଧ୍ୟରେ ସଠିକ ମିଶ୍ରଣ ଘଟାଇବା ଏବଂ ତାହାସହିତ ଏହାକୁ ଏକ କୁଟୀଳ ରୂପ ଏବଂ ଡାର୍କ ରଙ୍ଗ ଦେବା । ଭାରତର ପ୍ରଥମ କାରଖାନା ଉତ୍ପାଦ ଚିନ୍ତାଧାରାକୁ ନେଇ ନିର୍ମିତ ପୈରାକ୍‍ ହେଉଛି ସେହି ଉତ୍ପାଦ ଏବଂ ସଂପ୍ରତି ଏହା ନିଜ ଶିକାରରେ ବାହାରିସାରିଛି । ଆମ ସୃଷ୍ଟିକୁ ନେଇ ଆମେ ଗର୍ବିତ ଏବଂ ଆଜି ଆମେ ଆମ ଗ୍ରାହକଙ୍କୁ ଏହାକୁ ଉପଭୋଗ କରିବାର ସୁଯୋଗ ଦେଉଛୁ ।

ଆମେ ସେମାନଙ୍କୁ ‘ଡାର୍କ’ ସାଇଡକୁ ସ୍ୱାଗତ କରୁଛୁ ଏବଂ ଆଶା କରୁଛୁ ଯେ ପୈରାକ୍ ଚଳକଙ୍କ ପାଇଁ ରାତିଗୁଡିକ ଆଉ କଦାପି ସମାନ ହୋଇ ରହିବନାହିଁ ।” ଏହି ଉଦ୍ଦୀପନା ଗ୍ରାହକଙ୍କୁ ଅଧିକ ସହଜ ଭାବରେ ଯୋଗାଇଦେବାରେ ସହାୟତା କରିବାକୁ ଜାୱା ପୈରାକ୍ ମଧ୍ୟ ବିବିଧ ରେଞ୍ଜ୍‍ର ସହଜ ଫାଇନାନ୍ସ ବିକଳ୍ପରେ ଉପଲବ୍ଧ ହେଉଛି । ଜାୱା ଡିଲରସିପ୍‍ଗୁଡିକରେ ଉପଲବ୍ଧ ହେଉଥିବା ପ୍ରତ୍ୟେକ ଫାଇନାନ୍ସ ବିକଳ୍ପରେ କିଛି ସ୍ୱତନ୍ତ୍ରତା ରହିଛି । କିଛି ପ୍ରଧାନ ଅଂଶ ଏଠାରେ ଉଲ୍ଲେଖ କରାଯାଇଛି : ପ୍ରଥମ ୩ ଇଏମ୍‍ଆଇ ଉପରେ ୫୦% ରିହାତି ମାସିକ ୬,୬୬୬ ଟଙ୍କା ସ୍ୱତନ୍ତ୍ର ଇଏମ୍‌ଆଇ ଯୋଜନା ୨ ବର୍ଷ ପାଇଁ ମାସିକ ୮,୦୦୦ ଟଙ୍କା ଏବଂ ୩ ବର୍ଷ ପାଇଁ ମାସିକ ୬,୦୦୦ ଟଙ୍କାର ଇଏମ୍‍ଆଇ ଯୋଜନା ୧୦୦% ପାଣ୍ଠି ସହାୟତା । ଶୂନ ଡାଉନ୍‌ପେମେଌକ୍ଷଗ୍ଧ ; । କୌଣସି ଆୟ ପ୍ରମାଣପତ୍ର ଲୋଡାନାହିଁ (ସର୍ତ୍ତାବଳୀ ପ୍ରଯୁଜ୍ୟ) ଜାୱା ପୈରାକ୍ ୨୦୧୯ ନଭେମ୍ବର ୧୫ରେ ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଥିଲା ଏବଂ ଏହି ଫାକ୍ଟ୍ରି କଷ୍ଟମ ବୋବର୍ ମୋଟରସାଇକେଲ ପାଇଁ ବୁକିଂ ଜାନୁଆରୀ ୧ରେ ଆରମ୍ଭ ହୋଇଥିଲା ।

ମୋଟରସାଇକେଲ ମୂଲ୍ୟ ୧,୯୪,୫୦୦ ଟଙ୍କା, ଏକ୍ସ ସୋ ରୁମ୍‍, ଦିଲ୍ଲୀ ରଖାଯାଇଛି । ମୋଟରସାଇକେଲ ପ୍ରଦର୍ଶନ, ଟେଷ୍ଟ ରାଇଡ ଏବଂ ବୁକିଂ ନିମନ୍ତେ ଭାରତର ସମସ୍ତ ଜାୱା ଡିଲରସିପ୍‍ରେ ଉପଲବ୍ଧ ହେଉଛି । କ୍ଲାସିକ୍ ଲେଜେଣ୍ଡ୍‍ସ ତାହାର ସମସ୍ତ ବିକ୍ରୟ କେନ୍ଦ୍ରରେ ବ୍ୟାପକ ପରିଚାଳନା ମାନଗତ ପଦ୍ଧତିକୁ ଲାଗୁ କରିଛି ଏବଂ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ଦ୍ୱାରା ଗ୍ରାହକ, କର୍ମଚାରୀ ଏବଂ ପରିଦର୍ଶକଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ନିର୍ଦ୍ଦେଶିତ ସମସ୍ତ ନୀତି ଓ ପଦକ୍ଷେପକୁ ଡିଲରସିପ୍‍ଗୁଡିକ ଅନୁପାଳନ କରୁଛନ୍ତି । ସାମାଜିକ ଦୂରତା ବଜାୟ ରଖିବା, ସ୍ୱାସ୍ଥ୍ୟଗତ ସୁରକ୍ଷା ଏବଂ ପରିମଳ ନିୟମାବଳୀ ପାଳଣ କରିବା ପାଇଁ ତାଲିମପ୍ରାପ୍ତ ଟିମ୍‍ ସହ ସୋରୁମ୍‍ଗୁଡିକ କାର୍ଯ୍ୟକରୁଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସିଟୁ ଓ ମହିଳା ସମିତି ତରଫରୁ କଣ୍ଟିଲୋଠାରେ ବିଶ୍ଵ ମହିଳା ଦିବସ ପାଳିତ

ସିଟୁ ଓ ମହିଳା ସମିତି ତରଫରୁ କଣ୍ଟିଲୋଠାରେ ବିଶ୍ଵ ମହିଳା ଦିବସ ପାଳିତ

March 9, 2026
ଶିବା ସମ୍ପୁର୍ଣା ଫାଉଣ୍ଡେସନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଓ ଅନ୍ନପୂର୍ଣ୍ଣା ସମ୍ମାନ ୨୦୨୬ ଅନୁଷ୍ଠିତ

ଶିବା ସମ୍ପୁର୍ଣା ଫାଉଣ୍ଡେସନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଓ ଅନ୍ନପୂର୍ଣ୍ଣା ସମ୍ମାନ ୨୦୨୬ ଅନୁଷ୍ଠିତ

March 9, 2026
ବଲାଙ୍ଗିର ରେ ଓମ୍ ଏଣ୍ଟରପ୍ରାଇଜେସ୍ ର ନୂତନ ବ୍ରାଞ୍ଚ ଉଦଘାଟିତ

ବଲାଙ୍ଗିର ରେ ଓମ୍ ଏଣ୍ଟରପ୍ରାଇଜେସ୍ ର ନୂତନ ବ୍ରାଞ୍ଚ ଉଦଘାଟିତ

March 9, 2026
AIG Hospitals Launches South India’s First ZAP-X®️ Gyroscopic Neuro-Radiosurgery Platform, Transforming Brain Tumor Treatment into a Non-Invasive Day-Care Procedure

AIG Hospitals Launches South India’s First ZAP-X®️ Gyroscopic Neuro-Radiosurgery Platform, Transforming Brain Tumor Treatment into a Non-Invasive Day-Care Procedure

March 9, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସିଟୁ ଓ ମହିଳା ସମିତି ତରଫରୁ କଣ୍ଟିଲୋଠାରେ ବିଶ୍ଵ ମହିଳା ଦିବସ ପାଳିତ

ସିଟୁ ଓ ମହିଳା ସମିତି ତରଫରୁ କଣ୍ଟିଲୋଠାରେ ବିଶ୍ଵ ମହିଳା ଦିବସ ପାଳିତ

March 9, 2026
ଶିବା ସମ୍ପୁର୍ଣା ଫାଉଣ୍ଡେସନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଓ ଅନ୍ନପୂର୍ଣ୍ଣା ସମ୍ମାନ ୨୦୨୬ ଅନୁଷ୍ଠିତ

ଶିବା ସମ୍ପୁର୍ଣା ଫାଉଣ୍ଡେସନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଓ ଅନ୍ନପୂର୍ଣ୍ଣା ସମ୍ମାନ ୨୦୨୬ ଅନୁଷ୍ଠିତ

March 9, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version