୦୮ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା :-> ଚିଲିକା ନିର୍ବାଚନ ମଣ୍ଡଳୀରେ ବାଣପୁର ସହିଦ୍ କୃତିବାସ ଭବନ ଠାରେ ୧୫ନମ୍ୱର୍ ଜୋନର ବିଜେଡି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି,,ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ବିଜେଡି ମୁଖପାତ୍ର ଶ୍ରୀମତୀ ସୋଫିଆ ଆଲାମ୍ ଏବଂ ଶ୍ରୀମତୀ ଲୋରା ମହାପାତ୍ର, ଚିଲିକା ନିର୍ବାଚନ ମଣ୍ଡଳୀର ଅବଜରର୍ବର୍ ଶ୍ରୀଯୁକ୍ତ ରାଜା ଚକ୍ର,

ଖୋର୍ଦ୍ଧା ଜିଲ୍ଲା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ,ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପ ସଭାପତି ଶ୍ରୀଯୁକ୍ତ ଗୋପୀନାଥ ମହାରଣା,ଖୋର୍ଦ୍ଧା ଜିଲ୍ଲା ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ମାନସ ରଞ୍ଜନ ପ୍ରଧାନ, ବାଣପୁର ଏ ନେ ସି ଅଧ୍ୟକ୍ଷ ଶ୍ରୀଯୁକ୍ତ ମିଟୁ ନାୟକ, ବାଣପୁର ବ୍ଲକ ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ଯଦୁ ପ୍ରଧାନ,

ବିଷ୍ଣୁ ଡିହ ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ଶେଷଦେବ ପ୍ରଧାନ, ବାଣପୁର ବ୍ଲକ ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ଭବାନୀ ଶଙ୍କର ବଳିଆରସିଂହ,ବାଣପୁର ବ୍ଲକ ବିଜୁ ଜନତା ଦଳର ଯୁବ ସଭାପତି କୈଳାସ ମହାପାତ୍ର, ଛାତ୍ର ସଭାପତି ନିଲେଶ ବରାଳ,

୧୫ନମ୍ୱର୍ ଜୋନର ବିଜେଡି ର ସମସ୍ତ ସରପଞ୍ଚ, ସମିତି ସଭ୍ୟ,୧୫ ନମ୍ୱର୍ ଜୋନ ରୁ ସମସ୍ତ ୱାର୍ଡ ର ଟ୍ରେନିଙ୍ଗ୍ ନେବାକୁ ଆସିଥିବା ଭାଇ ଭଉଣୀ ମାନେ ଯୋଗଦେଇ ଟ୍ରେନିଙ୍ଗ୍ କୁ ସାଫଲ୍ୟ ମଣ୍ଡିତ କରିଥିଲେ,














