• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

“ଆତ୍ମହତ୍ୟା କରିଥିବା ଚାଷୀ ଗୋବିନ୍ଦ ସାହୁଙ୍କ ପରିବାର କୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ରଣପୁର ବ୍ଲକକୁ ତୁରନ୍ତ ମରୁଡି ଘୋଷଣା କର – ସିପିଆଇଏମ୍

Proprietor Abhimanyu Maharana by Proprietor Abhimanyu Maharana
November 8, 2023
in ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
0
“ଆତ୍ମହତ୍ୟା କରିଥିବା ଚାଷୀ ଗୋବିନ୍ଦ ସାହୁଙ୍କ ପରିବାର କୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ରଣପୁର ବ୍ଲକକୁ ତୁରନ୍ତ ମରୁଡି ଘୋଷଣା କର – ସିପିଆଇଏମ୍
Share on FacebookShare on TwitterWhatsapp

୭ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରଣପୁର ବ୍ଲକ :-> ଚଳିତ ବର୍ଷ ଘୋର ବର୍ଷା ଅଭାବ ଯୋଗୁଁ ରଣପୁର ବ୍ଲକ ରେ ମରୁଡି ଦେଖା ଦେଇଛି। ବର୍ଷା ପାଣିରେ ନିର୍ଭର ଧାନ ଚାଷ ଜମି ଗୁଡିକ ଫାଟି ଆଁ କଲା ବେଳେ ଧାନ ଗଛ ଗୁଡିକ ଜଳି ଠିଆ ହୋଇଛି।ସେହିଭଳି ରଣପୁର ଅଞ୍ଚଳରେ ଥିବା ଭେଟବର,ସାପୁଆଣି ଓ ବାଞ୍ଛା ବନ୍ଧ ଆଦିରେ ଜଳ ଅଭାବ ଯୋଗୁଁ ଜଳ ସେଚନ ନ ହେବାରୁ ଥୋଡ଼ ଧାନ ଗଛ ଗୁଡିକ ଆପେ ଆପେ ଶୁଖିବାକୁ ବସିଲାଣି । ଧାନ ଚାଷ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ।ରଣପୁରର ଚାଷୀକୂଳ ଆଜି ହାଁ କରି ମୁଣ୍ଡରେ ହାତ ଦେଇ ବସିଛି ।

ଏଥିପାଇଁ ସ୍ଥାନୀୟ ପ୍ରଶାସନର ବ୍ୟଗ୍ରତା ନାହିଁ।ଠିକ ଏହି ସମୟରେ ନିଜ ବିଲକୁ ମରୁଡି ଦାଉରୁ ରକ୍ଷା କରି ପାରି ନଥିବା ରଣପୁର ବ୍ଲକ ଅଧିନସ୍ତ ଜଙ୍କିଆ ଗ୍ରାମ ପଞ୍ଚାୟତ ଓସ୍ତପଡା ଗ୍ରାମର ଗରୀବ ଭାଗ ଚାଷୀ ଗୋବିନ୍ଦ ସାହୁ ,ବୟସ -୬୫ ପି.-ଲକ୍ଷ୍ମଣ ସାହୁ ରାଶି ଲଗାଇ ଗତ ତା-୫-୧୧-୨୦୨୩ ରିଖ ରବିବାର ଦିନ ଅପରାହ୍ନ ରେ ଆତ୍ମ ହତ୍ୟାକରିଛନ୍ତି। ଖବର ପାଇ ଆମ ପାର୍ଟିର ପ୍ରତିନିଧି ମଣ୍ଡଳୀ ସାଥୀ ନିତ୍ୟାନନ୍ଦ ପରିଡା ଓ ସୁଶୀଲ ମହାନ୍ତି ଗତ ୬ ନଭେମ୍ବର ରେ ମୃତକ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆତ୍ମହତ୍ୟା ସମ୍ପର୍କରେ ଜାଣିବାକୁ ଚାହିଁଥିଲେ।

ମୃତକଙ୍କ ସ୍ତ୍ରୀ ଗେଲ୍ଲୀ ଦେଇ କହିଥିଲେ ଚଳିତ ବର୍ଷ ଧାନ ଫସଲରେ କରଜ କରି ମୋର ସ୍ୱାମୀ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲା ବେଳେ ନିଜ ଆଖି ଆଗରେ ମରୁଡି ଯୋଗୁଁ ଜଳି ଯାଉଥିବା ଫସଲକୁ ବଞ୍ଚେଇ ନ ପାରି ବହୁ ଚିନ୍ତାରେ ଥିଲେ।ଏକାର୍ଣ୍ଣ ବର୍ତ୍ତି ପରିବାରର ମୃତକଙ୍କ ପୁଅ ବିକ୍ରମ ସାହୁ ମଧ୍ୟ ଚଳିତ ବର୍ଷ ଫସଲର ଏଭଳି ଅବସ୍ଥାରେ ଋଣ ଭାର ପାଇଁ ବାପା ଚିନ୍ତିତ ଥିଲେ, ନିଜ ଆଖି ଆଗରେ ଜଳି ଯାଉଥିବା ଫସଲକୁ ଦେଖି ସହି ନ ପାରି ସେ ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ସ୍ତ୍ରୀ ଓ ପୁଅ କହିଥିଲେ।ଘରର ଅଭିବାବକ ଙ୍କ ମୃତ୍ୟୁରେ ପରିବାରର ସଦସ୍ୟ ମାନେ ଭାଙ୍ଗି ପଡିଛନ୍ତି।

ରଣପୁର ବ୍ଲକରେ ବର୍ଷା ଅଭାବ ଓ ନଦୀ ବନ୍ଧରେ ଜଳ ଅଭାବ ଯୋଗୁଁ ଦେଖାଦେଇଥିବା ଆସନ୍ନ ମରୁଡି ପରିସ୍ଥିତି ରେ ସ୍ଥାନୀୟ ପ୍ରଶାସନ ଓ ସରକାର ଜରୁରୀ ଚିନ୍ତା କରି ଚାଷୀ ଓ ଭାଗ ଚାଷୀ ମାନଙ୍କୁ ଆଶ୍ୱାସନା ଦେବା ସହ ତୁରନ୍ତ ମରୁଡି ଘୋଷଣା କରି ସରକାରୀ ସହାୟତା ମାନ ଯୋଗାଇ ଦେବାକୁ ଆଜିର ସାମ୍ବାଦିକ ସମ୍ମିଳନୀ ଜରିୟାରେ ନିମ୍ନ ଲିଖିତ ଦାବୀ ମାନ କରୁ ଅଛୁ।ନଚେତ ଗୋବିନ୍ଦ ସାହୁଙ୍କ ଭଳି ଅନେକ ଚାଷୀ ଆତ୍ମହତ୍ୟା କରିବାକୁ ପଛେଇବେ ନାହିଁ।ତେଣୁ ସରକାର ତୁରନ୍ତ ନିମ୍ନ ଲିଖିତ ନିଷ୍ପତି ଗୁଡିକୁ କାର୍ଯ୍ୟକାରୀ କରିବାକୁ ସଂଗଠନ ତରଫରୁ ଦାବୀ କରାଯାଇଛି।ସରକାର ଦାବୀ ଗୁଡିକୁ କାର୍ଯ୍ୟକାରୀ କରିବାରେ ବିଳମ୍ବ କଲେ ଚାଷୀଙ୍କ ଆନ୍ଦୋଳନ ତିବ୍ରତ୍ତର ହେବ ,ଏଥିପାଇଁ ସରକାର ଦାୟୀ ରହିବେ ବୋଲି ସଂଗଠନ ତରଫରୁ ଚେତାବନୀ ଦେଇଛନ୍ତି

ଦାବୀ ସମୂହ :-

୧–ଆତ୍ମହତ୍ୟା କରିଥିବା ଗୋବିନ୍ଦ ସାହୁଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଅ ଓ ସମସ୍ତ କୃଷି ଋଣ ଛାଡ କର।

୨–ରଣପୁର ବ୍ଲକକୁ ତୁରନ୍ତ ମରୁଡି ଘୋଷଣା କର।

୩–ରଣପୁର ବ୍ଳକରେ ଚାଷୀର ସମସ୍ତ ଋଣ ଛାଡ କର।

୪–ଚାଷୀମାନଙ୍କୁ ଜଳକର ସମ୍ପୂର୍ଣ୍ଣ ଛାଡ଼କର।

୫–ବିଭିନ୍ନ ଯୋଜନାରେ ଲୋକଙ୍କୁ ବ୍ୟାପକ କାମ ଦିଅ।

୬–ରଣପୁର ବ୍ଳକରେ ଥିବା ଭେଟବର ବନ୍ଧ,ସାପୁଆଣି ବନ୍ଧ,ବାଞ୍ଛା ବନ୍ଧ,ରଣ୍ଡା ଗିରିଣ୍ଡା ସମେତ ସମସ୍ତ ବନ୍ଧ ଗୁଡିକୁ ବ୍ୟାପକ ଅର୍ଥଦେଇ ଖନନ କର ଓ କେନାଲ ଗୁଡିକୁ ମରାମତି କର।

୭– ଟାଟା କମ୍ପାନୀର ସ୍ମାଟ ମିଟର ବସାଇ ଉପଭୋକ୍ତା ଓ ଚାଷୀଙ୍କୁ ଶୋଷଣ କରିବା ବନ୍ଦ କର।

୮–ଅଚଳ ଲିଫ୍ଟ ପମ୍ପ ଗୁଡିକୁ ତୁରନ୍ତ ମରାମତି କର।

୯–ଚାଷୀଙ୍କ ପାଇଁ ନୂତନ ଗଭୀର ବୋର ଓଏଲ ଖନନ କର।

୧୦–ମରୁଡ଼ିର ସ୍ଥାୟୀ ପ୍ରତିକାର ପାଇଁ ବୃତ୍ତଙ୍ଗ ଯୋଜନାକୁ ତୁରନ୍ତ କାର୍ଯ୍ୟକାରୀ କର।

ଏହି ସାମ୍ବାଦିକ ସମ୍ମିଳନୀରେ ସିପିଆଇ ଏମ୍ ର ରଣପୁର ଆଞ୍ଚଳିକ କମିଟିର ସମ୍ପାଦକ ନିତ୍ୟା ନନ୍ଦ ପରିଡା ଓ ସୁରେଶ ଚନ୍ଦ୍ର ସ୍ବାଇଁ ,କ୍ଷେତ ମଯଦୁର ୟୁନିୟନ ର ନେତା ସାଥୀ ଦୁଃଶାସନ ଜେନା ଏବଂ ଚାଷୀ ନେତା ସୁଶୀଲ ମହାନ୍ତି ପ୍ରମ୍ମୁଖ ଉପସ୍ଥିତ ଥିଲେ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବାଲିଗୁଡା ରେ ରଥଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବାଲିଗୁଡା ରେ ରଥଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

June 26, 2026
ଅର୍ଥ ଆତ୍ମସାତ ମାମଲା ରେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଗିରଫ

ଅର୍ଥ ଆତ୍ମସାତ ମାମଲା ରେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଗିରଫ

June 26, 2026
କୋରାପୁଟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ  ସ୍ୱରାଜ୍ୟ ସୀସାଙ୍କ ବିୟୋଗ

କୋରାପୁଟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ୱରାଜ୍ୟ ସୀସାଙ୍କ ବିୟୋଗ

June 26, 2026
ଚମତ୍କାର ଔଷଧି – ପୁଦିନାର ମହତ୍ୱକୁ ସାମିଲ କରିଛି ଡାବର ଇଣ୍ଡିଆ ଲିମିଟେଡ

Dabur India Limited inducts the importance of Wonder Herb – Pudina

June 26, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବାଲିଗୁଡା ରେ ରଥଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବାଲିଗୁଡା ରେ ରଥଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

June 26, 2026
ଅର୍ଥ ଆତ୍ମସାତ ମାମଲା ରେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଗିରଫ

ଅର୍ଥ ଆତ୍ମସାତ ମାମଲା ରେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଗିରଫ

June 26, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version