No Result
View All Result
୦୪ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> କଟକ ନୂଆପଡ଼ା ବାଲିସାହି ଯିବା ରାସ୍ତାରେ ଦୁଇ ଟ୍ରାକ୍ଟର ମଧ୍ୟରେ ଚାପିହୋଇ ବାଇକ୍ ଆରୋହୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ମୃତ ବାଇକ ଚାଳକଙ୍କ ନାମ ସ୍ମୃତି ରଞ୍ଜନ ଓଝା ।

ତାଙ୍କ ଘର ନୂଆପଡା ଅଞ୍ଚଳରେ ବୋଲି ଜଣାପଡିଛି । ଏହାକୁ ନେଇ ସ୍ଥାନୀୟ ଲୋକେ ରାସ୍ତା ରୋକ କରିଥିବା ଦେଖିବାକୁ ମିଳିଥିଲା । ପ୍ରତିଦିନ ନିକଟସ୍ଥ ବାଲିଘାଟରୁ ଶହଶହ ଟ୍ରାକ୍ଟର ଏବଂ ହାଇୱ।ରେ ବିନା କାଗଜପତ୍ରରେ ବାଲି ଘାଟରୁ ବାଲି ଉଠାଯାଇ କଟକ ସହର ଏବଂ ଭୁବନେଶ୍ୱରକୁ ।

ତାଙ୍କ ପରିଚୟ ହେଉଛି ସ୍ମୃତି ରଞ୍ଜନ ଓଝା । ଘର କଟକ ନୂଆପଡ଼ା ଅଞ୍ଚଳରେ ବୋଲି ଜଣାପଡିଛି । ଖବର ପାଇ ମଧୁପାଟଣା ପୋଲିସ ପହଞ୍ଚି, ଧାରଣାରତ ଲୋକମାନଙ୍କୁ ବୁଝାସୁଝା କରିବା ପରେ ଧାରଣା ପ୍ରତ୍ୟାହାର ହୋଇଥିଲା ।


No Result
View All Result