୩ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକାର :-> ଚିଲିକାର ଉନ୍ନତିକରଣ ପାଇଁ ଏକମାତ୍ର ଯୋଗ୍ୟ ବ୍ୟକ୍ତି ମାନସ ମଙ୍ଗରାଜ, ଚିଲିକାର ଉନ୍ନତିକରଣ, ସୌନ୍ଦର୍ଯ୍ୟକରଣ ଓ ବିକାଶ ନେଇ ନେଇ ରାଜ୍ୟସଭା ସାଂସଦ ମାନସ ବାବୁ ବିଧାୟକ ପ୍ରତି ଆଶାୟୀ ଅଟନ୍ତି । ସେ ଚିଲିକା ପାଇଁ କର୍ମବୀର । ତାଙ୍କର ଯୋଗ୍ୟତା ଅନୁଯାୟୀ ଡାଲ୍ ହ୍ରଦ ପରି ଚିଲିକାକୁ ମଧ୍ୟ କରିପାରିବେ । ଚିଲିକାକୁ ରିଙ୍ଗ୍ ବନ୍ଧ ବାନ୍ଧି ହଜାର ହଜାର ବେକାରୀକୁ ନିଯୁକ୍ତି ଦେବା ସହ ଦେଶ ବିଦେଶର ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ପର୍ଯ୍ୟଟନସ୍ଥଳୀ ହୋଇ ରାଜସ୍ୱ ମଧ୍ୟ ଆକଳନ ବାହାରେ ବଢ଼ିବାରେ ସାହାଯ୍ୟ ହେବ ।















