• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପାଣ୍ଡିଆନ ମୁହଁତୋଡ ଜବାବ ଦେଇ – ଉପହାର ଦେଲେ ବିରୋଧି ଙ୍କୁ

Proprietor Abhimanyu Maharana by Proprietor Abhimanyu Maharana
October 24, 2023
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍
0
ପାଣ୍ଡିଆନ ମୁହଁତୋଡ ଜବାବ ଦେଇ – ଉପହାର ଦେଲେ ବିରୋଧି ଙ୍କୁ
Share on FacebookShare on TwitterWhatsapp

ବିରୋଧୀଙ୍କ ମୁହଁକୁ ସେ ତାଙ୍କ ଇସ୍ତଫା ପତ୍ର ଫିଙ୍ଗିଛନ୍ତି ବୋଲି ଚର୍ଚ୍ଚା ହେଉଛି ।

ଏବେ ପାଣ୍ଡିଆନ୍ ବିରୋଧୀଙ୍କ ଆହ୍ୱାନଙ୍କୁ ଗ୍ରହଣ କରି ଇସ୍ତଫା ଦେଇ ସିଧାସଳଖ ଓଡ଼ିଶାରେ ରାଜନୀତି କରିବେ ବୋଲି ସ୍ପଷ୍ଟ କରିଦେଇଛନ୍ତି ।

୨୪ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ଗତକାଲି ସ୍ୱେଚ୍ଛାକୃତ ଭାବେ ସରକାରୀ ଚାକିରିରୁ ଅବସର ନେଇଥିବା ଭି.କେ.ପାଣ୍ଡିଆନଙ୍କୁ ରାଜ୍ୟ ସରକାର ନୂଆ ନିଯୁକ୍ତି ଦେଇଛନ୍ତି । ସରକାରଙ୍କ ରୂପାନ୍ତରଣ କାର୍ଯ୍ୟକ୍ରମ ‘୫-ଟି’ ଏବଂ ଫ୍ଲାଗସିପ୍ କାର୍ଯ୍ୟକ୍ରମ ‘ନବୀନ ଓଡ଼ିଶା’ ର ଅଧ୍ୟକ୍ଷ ଭାବେ ତାଙ୍କୁ ନିଯୁକ୍ତି ମିଳିଛି । ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ଦିଆଯାଇଛି । ସେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟ କରିବେ । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ୍ ବିରୋଧୀଙ୍କୁ ଚକିତ କଲାଭଳି ତାଙ୍କ ଇସ୍ତଫା ଦେଇ ଦଶହରା ପୂଜା ଭେଟି ଦେଇଛନ୍ତି ।

ବିରୋଧୀଙ୍କ ମୁହଁକୁ ସେ ତାଙ୍କ ଇସ୍ତଫା ପତ୍ର ଫିଙ୍ଗିଛନ୍ତି ବୋଲି ଚର୍ଚ୍ଚା ହେଉଛି । ଗତ କିଛି ମାସ ହେଲା ପାଣ୍ଡିଆନ୍ ବିଭିନ୍ନ ଜିଲ୍ଲା ଗସ୍ତ କରି ଅଭିଯୋଗ ଶୁଣାଣୀ କରୁଥିବା ବେଳେ ତାକୁ ନେଇ ବିରୋଧୀ ବହୁ ଆପତି ଉଠାଉଥିଲେ । ଯାହାକୁ ନେଇ ରାଜ୍ୟ ରାଜନୀତିର ବାତାବରଣ ବେଶ୍ ଉଷ୍ମ ରହୁଥିଲା । ଶେଷରେ ଇସ୍ତଫା ଦେଇ ପାଣ୍ଡିଆନ୍ ବିରୋଧୀଙ୍କୁ ମୁହଁତୋଡ଼୍ ଯବାବ୍ ଦେଇଥିବା କଥା କୁହାଯାଉଛି । ଏବେ ପାଣ୍ଡିଆନ୍ ଖୋଲା ଖୋଲି ଭାବେ ଯେଉଁ ଅଞ୍ଚଳକୁ ଚାହିଁବେ ସେ ଅଞ୍ଚଳକୁ ଯାଇ ରାଜନେତାଙ୍କ ଭଳି ସିଧାସଳଖ ବିଜେଡିର ରାଜନୀତିକ କାର‌୍ୟ୍ୟକ୍ରମରେ ଭାଗ ନେଇ ପାରିବେ । ବିରୋଧୀ ଆଉ ପାଟି ଫିଟେଇ ପାରିବେ ନାହିଁ ।

ମୁଖ୍ୟନ୍ତ୍ରୀଙ୍କ ବଳଦଳରେ ତାଙ୍କ ନିର୍ଦ୍ଦେଶକୁ ଆଧାରେ କରି ପାଣ୍ଡିଆନ୍ ଗୋଟିଏ ପରେ ଗୋଟିଏ ଜିଲ୍ଲା ଗସ୍ତ କରି ସରକାରୀ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ ବିଭିନ୍ନ ଘୋଷଣାମାନ କରିଥିଲେ । ଲୋକଙ୍କଠୁ ଆପତି ଅଭିଯୋଗ ଶୁଣୁଥିଲେ ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ମଧ୍ୟ ଦେଇଥିଲେ । ଏହାକୁ ନେଇ ବିରୋଧୀ ତୁମ୍ଭିତୋଫାନ କରୁଥୁଲେ । କେନ୍ଦ୍ରକୁ ମଧ୍ୟ ବିଜେପି ଚିଠି ଲେଖି ଆପତି ଦେଇଥିଲା । ଉଭୟ କଂଗ୍ରେସ ଓ ବିଜେପି ଏବଂ ଅନ୍ୟ ରାଜନୈତିକ ଦଳର ନେତାମାନେ ପାଣ୍ଡିଆନ୍‌ଙ୍କୁ ତାଙ୍କର ଏହି କାର୍ଯ୍ୟକ୍ରମର ପାଇଁ କଟୁ ସମାଲୋଚନା କରୁଥିଲେ । ଯଦି ତାଙ୍କର ରାଜନୀତି କରିବାର ଅଛି ତେବେ ସେ ସରକାରୀ ଚାକିରୀରୁ ଇସ୍ତଫା ଦେଇ ସିଧାସଳଖ ରାଜନୀତିକୁ ଆସନ୍ତୁ ।

ପାଣ୍ଡିଆନ୍ ଗୋଟିକ ପରେ ଗୋଟିଏ ୩୦ଟି ଯାଙ୍କ ଜିଲ୍ଲା ବୁଲି ଅନୁଧ୍ୟାନ କଲେ । ବିରୋଧୀଙ୍କ କଥାକୁ ଖାତିର କଲେ ନାହିଁ । ଏପରିକି ଅନେକ ସ୍ଥାନରେ ବିରୋଧୀ ହତାସ ହୋଇ ତାଙ୍କ ଗସ୍ତକୁ ବିରୋଧ କରିବା ଆରମ୍ଭ କରିଦେଲେ । କଳାପତାକା ଦେଖାଇବା, ଅଣ୍ଡା ଓ ଟମାଟୋ ମାଡ଼ କରିବା ସହ କାଳିମାଡ଼ ମଧ୍ୟ କରାଯାଇଥିଲା । ତାଙ୍କ ମୁହଁରେ କାଳି ବୋଳାଯାଇଥିଲେ ବି ସେ କୌଣସି କଥାକୁ ଖାତିର ନକରି ତାଙ୍କ ଲକ୍ଷରେ ଅଟଳ ରହିଥିଲେ । ଏପରିକି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଓଡ଼ିଶା ଗସ୍ତରେ ଆସିଥିବା ବେଳେ ପାଣ୍ଡିଆନ୍‌ଙ୍କୁ ବ୍ୟକ୍ତିଗତ ସାକ୍ଷାତ କରିଥିଲେ । ବିଜେପି ନେତାଙ୍କ କୌଣସି କଥାକୁ ଶାହା ଗୁରୁତ୍ୱ ଦେଉନଥିଲେ । ବିରୋଧୀ ସବୁବେଳେ ପାଣ୍ଡିଆନ୍‌ଙ୍କୁ ଇସ୍ତଫା ଦେଇ ରାଜନୀତିକୁ ଆସିବାକୁ ଆହ୍ୱାନ ଦେଉଥିଲେ।

ଏବେ ପାଣ୍ଡିଆନ୍ ବିରୋଧୀଙ୍କ ଆହ୍ୱାନଙ୍କୁ ଗ୍ରହଣ କରି ଇସ୍ତଫା ଦେଇ ସିଧାସଳଖ ଓଡ଼ିଶାରେ ରାଜନୀତି କରିବେ ବୋଲି ସ୍ପଷ୍ଟ କରିଦେଇଛନ୍ତି । କେବେଳ ବିଜେଡିରେ ଯୋଗ ଦେଲେ ବୋଲି ଘୋଷଣା କରିବା ବାକି ରହିଛି । ଏବେ ସେ ସିଧାସଳଖ ବିଜେଡି କାର୍ଯ୍ୟକ୍ରମରେ ଯୋଗ ଦେବେ ଓ ରାଜନିତିକ କାର୍ଯ୍ୟକ୍ରମର କରିବେ ବୋଲି କୁହାଯାଉଛି । ପାଣ୍ଡିଆନ୍ ସ୍ୱେଚ୍ଛାକୃତ ଭାବେ ସରକାରୀ ଚାକିରୀରୁ ଅବସର ନେଇଛନ୍ତି । ତାଙ୍କର ଚାକିରୀ କାର୍ଯ୍ୟକାଳ ଆହୁରି ପ୍ରାୟ୧୧ ବର୍ଷରୁ ଉର୍ଦ୍ଧ୍ୱ ସମୟ ଥିଲା । ଏହାକୁ ସେ ଖାତିର ନକରି ଇସ୍ତଫା ଦେଇଥିବାରୁ ସେ ସିଧାସଳଖ ଓଡ଼ିଶା ରାଜ୍ୟରେ ରାଜନୀତି କରିବେ ବୋଲି ଏକ ପ୍ରକାର ସୂଚାଇ ଦେଇଛନ୍ତି ।

ଓଡ଼ିଶାର ପ୍ରତ୍ୟେକ କୋଣକୁ ଯାଇ ବୁଲିବା ପରେ ଓଡ଼ିଶା ଲୋକଙ୍କ ମନୋଭାବ ପରଖି ଥିଲେ । କେତେକ ରାଜନୈତିକ ବିରୋଧୀଙ୍କ ବିରୋଧକୁ ଛାଡ଼ି ଦେଲେ ସାଧାରଣ ଲୋକଙ୍କ ବିରୋଧଭାବ କେବେ ଦେଖା ଯାଇ ନଥିଲା । ସବୁ କଥାକୁ ଅନୁଧ୍ୟାନ କରିବା ପରେ ସେ ଇସ୍ତଫା ଦେଇଛନ୍ତି । ରାଜନୀତି କରିବା ସ୍ପଷ୍ଟ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ କିଏ ଉତ୍ତରାଧିକାରୀ ହେବ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ତାହା ଏବେ କିଏ ସେହି ବ୍ୟକ୍ତି ଜଳ ଜଳ ହୋଇ ଦେଖାଦେଉଥିବା ଆଲୋଚନା ହେଉଛି । କୁହାଯାଉଥିଲା ପାଣ୍ଡିଆନ୍‌ଙ୍କ ପତ୍ନୀ ସୁଜାତା କାର୍ତ୍ତିକାନ୍ ରାଜନୀତି କରିବେ ।

ପାଣ୍ଡିଆନ୍ ପ୍ରଚ୍ଛଦ ପଟରେ ରହି ସହାୟତା କରିବେ । କିନ୍ତୁ ସେ ଓଡ଼ିଶାର ଜ୍ୱାଇଁ ହେଉଥିବାରୁ ସିଧାସଳଖ ପତ୍ନୀ ନୁହେଁ ନିଜେ ରାଜନୀତି କରିବେ ବୋଲି ଚାକିରୀରୁ ଇସ୍ତଫା ଦେଇ ଜଣାଇ ଦେଇଛନ୍ତି । ସ୍ୱେଚ୍ଛାକୃତ ଇସ୍ତଫା ପତ୍ର ଗତ ୨୦ ତାରିଖରେ କେନ୍ଦ୍ର ସରକାରଙ୍କ ନିକଟକୁ ରାଜ୍ୟ ସରକାର ପଠାଇଥିଲେ । ୨୩ ତାରିଖରେ କେନ୍ଦ୍ର ସରକାର ଗ୍ରହଣ କରି ନେଇ ରାଜ୍ୟ ସରକାରଙ୍କୁ ଜଣାଇଲେ । ଏଥିରୁ ଜଣାପଡ଼ୁଛି ଉଭୟ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ଭିତିରି ଆଲୋଚନା ହୋଇ ସାରିଥିଲା । ନ ହେଲେ ଏତେ ଜଲଦି କୌଣସି ଅଫିସରଙ୍କ ସ୍ୱେଚ୍ଛାକୃତ ଇସ୍ତଫା ଗ୍ରହଣ ହେବା ଦେଖାଯାଇ ନଥିଲା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଗଜପତି:ମହେନ୍ଦ୍ରଗିରିରେ ଅକ୍ଟୋବର ୧ରୁ ୪ ଯାଏଁ ୨୩ତମ ଜାତୀୟ ସ୍ତରୀୟ ମାଉଣ୍ଟେନ୍ ବାଇକ୍ ସାଇକ୍ଲିଂ ଚାମ୍ପିଅନ୍‌ସିପ୍ ଅନୁଷ୍ଠିତ ହେବ

ଗଜପତି:ମହେନ୍ଦ୍ରଗିରିରେ ଅକ୍ଟୋବର ୧ରୁ ୪ ଯାଏଁ ୨୩ତମ ଜାତୀୟ ସ୍ତରୀୟ ମାଉଣ୍ଟେନ୍ ବାଇକ୍ ସାଇକ୍ଲିଂ ଚାମ୍ପିଅନ୍‌ସିପ୍ ଅନୁଷ୍ଠିତ ହେବ

September 28, 2026
HATSUN AGRO PRODUCT LTD. PARTNERS WITH GOVERNMENT OF ODISHA AND STATE BANK OF INDIA TO LAUNCH ‘GO-DHAN’ TO EMPOWER DAIRY FARMERS

‘ଗୋ-ଧନ’ ଜରିଆରେ ଓଡ଼ିଶାର ଦୁଗ୍ଧଚାଷୀଙ୍କୁ ସଶକ୍ତ କରିବ ହଟ୍‌ସନ୍ ଏଗ୍ରୋ

New Delhi hosts 3rd World Peace Conclave

ନୂଆଦିଲ୍ଲୀରେ ତୃତୀୟ ବିଶ୍ୱ ଶାନ୍ତି ସମ୍ମିଳନୀ ଆୟୋଜିତ

September 28, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଗଜପତି:ମହେନ୍ଦ୍ରଗିରିରେ ଅକ୍ଟୋବର ୧ରୁ ୪ ଯାଏଁ ୨୩ତମ ଜାତୀୟ ସ୍ତରୀୟ ମାଉଣ୍ଟେନ୍ ବାଇକ୍ ସାଇକ୍ଲିଂ ଚାମ୍ପିଅନ୍‌ସିପ୍ ଅନୁଷ୍ଠିତ ହେବ

ଗଜପତି:ମହେନ୍ଦ୍ରଗିରିରେ ଅକ୍ଟୋବର ୧ରୁ ୪ ଯାଏଁ ୨୩ତମ ଜାତୀୟ ସ୍ତରୀୟ ମାଉଣ୍ଟେନ୍ ବାଇକ୍ ସାଇକ୍ଲିଂ ଚାମ୍ପିଅନ୍‌ସିପ୍ ଅନୁଷ୍ଠିତ ହେବ

September 28, 2026
HATSUN AGRO PRODUCT LTD. PARTNERS WITH GOVERNMENT OF ODISHA AND STATE BANK OF INDIA TO LAUNCH ‘GO-DHAN’ TO EMPOWER DAIRY FARMERS

‘ଗୋ-ଧନ’ ଜରିଆରେ ଓଡ଼ିଶାର ଦୁଗ୍ଧଚାଷୀଙ୍କୁ ସଶକ୍ତ କରିବ ହଟ୍‌ସନ୍ ଏଗ୍ରୋ

September 28, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version