• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀ : ପାରାଦ୍ୱୀପ ଶାଖାର ପ୍ରଥମ ବାର୍ଷିକ ମହୋତ୍ସବ

Proprietor Abhimanyu Maharana by Proprietor Abhimanyu Maharana
October 18, 2023
in ଓଡ଼ିଶା, ଜଗତସିଂହପୁର, ହୋମ୍
0
ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀ : ପାରାଦ୍ୱୀପ ଶାଖାର ପ୍ରଥମ ବାର୍ଷିକ ମହୋତ୍ସବ
Share on FacebookShare on TwitterWhatsapp

‘ଧର୍ମନିୟନ୍ତ୍ରିତ-ପକ୍ଷପାତବିହୀନ ଶୋଷଣଵିନିର୍ମୁକ୍ତ ସର୍ବହିତପ୍ରଦ ସନାତନ ଶାସନତନ୍ତ୍ରର ସ୍ଥାପନା ।’

୧୭ ଅକ୍ଟୋବର  ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାରାଦ୍ୱୀପ :-> ଆଶ୍ୱିନ କୃଷ୍ଣ ପକ୍ଷ ଅମାବାସ୍ୟା ତିଥି, ପୁରୀ ଗୋବର୍ଦ୍ଧନ ମଠ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ଶ୍ରୀନିଶ୍ଚଳାନନ୍ଦ ସରସ୍ୱତୀଙ୍କ ମାର୍ଗ ଦର୍ଶନରେ ପରିଚାଳିତ ପୀଠ ପରିଷଦ ଅନ୍ତର୍ଗତ ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀ, ପାରାଦ୍ୱୀପ ଶାଖାର ପ୍ରଥମ ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଅଛି । ବରେଣ୍ୟ ଅତିଥି ତଥା ଆଦିତ୍ୟ ବାହିନୀର ରାଷ୍ଟ୍ରୀୟ ମାର୍ଗଦର୍ଶକ ପଣ୍ଡିତ ମାତୃପ୍ରସାଦ ମିଶ୍ର ମହୋଦୟ, ଓଡିଶା ପ୍ରାନ୍ତୀୟ ମହାସଚିବ ଡକ୍ଟର ଶୁଭେନ୍ଦୁ ସ୍ୱାଇଁ, କଟକ ଜିଲ୍ଲା କ୍ଷେତ୍ରୀୟ ସଂପାଦକ ଶ୍ରୀଯୁକ୍ତ ଲିଙ୍ଗରାଜ ପତି, ଜଗତସିଂହପୁର ଜିଲ୍ଲା କ୍ଷେତ୍ରୀୟ ସଂପାଦକ ଶ୍ରୀଯୁକ୍ତ ବାହୁବଳେନ୍ଦ୍ର ମଲ୍ଲିକ, ରାଜ୍ୟ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ସୁରେଶ ଚୌଧୁରୀ , ଗୋବର୍ଦ୍ଧନ ପୀଠର ବରିଷ୍ଠ ସଦସ୍ୟ ଶ୍ରଯୁକ୍ତ ଅଜୟ କୁମାର ନାୟକ, ଶ୍ରୀଯୁକ୍ତ ଶାରଦା ପ୍ରସନ୍ନ ବେଉରା ଏଵଂ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର ଧୃତିଧର ଦାସ ଆଦି ଗଣ୍ୟମାନ୍ୟ ମହାନୁଭବଙ୍କ ଉପସ୍ଥିତିରେ ବାର୍ଷିକ ମହୋତ୍ସବ ପାଳିତ ହୋଇଥିଲା ।

ଶ୍ରୀଜଗନ୍ନାଥଙ୍କ ମହାପ୍ରଭୁଙ୍କର ଆଳତୀ ଓ ଶ୍ରୀଗୁରୁ ବନ୍ଦନା ପରେ ହନୁମାନ ଚାଳିଶା ପାଠରୁ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ପ୍ରଦୀପ ପ୍ରଜ୍ବଳନ ପରେ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ଅତିଥିମାନଙ୍କୁ ମଞ୍ଚରେ ସମ୍ମାନୀତ କରାଯାଇଥିଲା ।ପାରଦ୍ଵୀପ ଶାଖାର ସଂଯୋଜକ ଓ ସଚିବ ଶ୍ରୀକୁମାର ରାଜଗୁରୁ ମହାପାତ୍ର ଦ୍ଵାରା ଅତିଥିମାନଙ୍କୁ ସ୍ବାଗତ କରିବା ସହ ପାରାଦ୍ଵୀପ ଶାଖାର ଏକ ବର୍ଷ ପୂର୍ତ୍ତି ଅବସରରେ ବାର୍ଷିକ ବିବରଣୀ ପାଠ କରିଥିଲେ। ଏବଂ ଆଗକୁ ଆହୁରି ସକ୍ରିୟ ଭାବେ ମିଳିମିଶି ସମାଜ ସେବା ତଥା ଦେଶ ଭକ୍ତି ପାଇଁ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ପଣ୍ଡିତ ମାତୃପ୍ରସାଦ ମିଶ୍ରଙ୍କ ଓଜସ୍ଵୀ ଭକ୍ତି ରସମୟ ବାଣୀ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲା ।

ଅପର ପକ୍ଷରେ କର୍ମଯୋଗୀ ଡକ୍ଟର ଶୁଭେନ୍ଦୁ ସ୍ୱାଇଁଙ୍କ ଗୋବର୍ଦ୍ଧନ ପୀଠର ବିଶେଷତା ଓ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦ୍ଵାରା ଗଠିତ ପୀଠ ପରିଷଦ ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀ ମାଧ୍ୟମରେ ଭାରତର ଅଖଣ୍ଡତା ଓ ପୂର୍ବ ଗୌରବ ଫେରି ଆସିବା ପାଇଁ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ।ସମସ୍ତ ହିନ୍ଦୁଙ୍କୁ ଏକତ୍ରିତ ହୋଇ ଜଗଦଗୁରୁଙ୍କ ମାର୍ଗ ଦର୍ଶନରେ ଏକ ସୁସଂସ୍କୃତ, ସୁଶିକ୍ଷିତ, ସୁରକ୍ଷିତ, ସମ୍ପନ୍ନ, ସେବାପରାୟଣ, ସ୍ଵସ୍ଥ ଓ ସର୍ବହିତପ୍ରଦ ବ୍ୟକ୍ତି ତଥା ସମାଜର ସଂରଚନା ଏବଂ ‘ଧର୍ମନିୟନ୍ତ୍ରିତ-ପକ୍ଷପାତବିହୀନ ଶୋଷଣଵିନିର୍ମୁକ୍ତ ସର୍ବହିତପ୍ରଦ ସନାତନ ଶାସନତନ୍ତ୍ରର ସ୍ଥାପନା ।’ ପାଇଁ ଆହ୍ବାନ କରିଥିଲେ।

ଏହି ପରିପ୍ରେକ୍ଷୀରେ ପଣ୍ଡିତ ମିଶ୍ର ଜନ ମାନସରେ ପରିଚିତ ଡକ୍ଟର ଧୃତିଧର ଦାସଙ୍କ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ନେଉଥିବା ପଦକ୍ଷେପର ଭୂୟସୀ ପ୍ରଶଂସା କରିଥିଲେ।
ଏହି ଭବ୍ୟ ମହୋତ୍ସବର ପରିଚାଳନାରେ ପାରଦ୍ଵୀପ ଶାଖାର ସଂଯୋଜକ ଓ ସଚିବ ଶ୍ରୀକୁମାର ରାଜଗୁରୁ ମହାପାତ୍ର ମୁଖ୍ୟ ଦାୟିତ୍ଵ ନେଇଥିଲେ। ତାଙ୍କୁ ସହଯୋଗ କରିଥିଲେ ପାରାଦ୍ୱୀପ ପୀଠ ପରିଷଦର ସଭାପତି ଶ୍ରୀ ଅମରେନ୍ଦ୍ରନାଥ ତ୍ରିପାଠୀ, ଆଦିତ୍ୟ ବାହିନୀର ଉପସଭାପତି ଶ୍ରୀ ଭବାନୀ ଶଙ୍କର ପଣ୍ଡା, ସତ୍ୟସାଇ ସଙ୍ଗଠନର କ୍ୟାପଟେନ ସଞ୍ଜମ ଦାଶ, କ୍ୟାପଟେନ ଶୈଳେନ୍ଦୁ ବିକାଶ ପାଣିଗ୍ରାହୀ ଓ ଓଡିଶା ଷ୍ଟିଭଡୋରସ ଲିମିଟେଡ଼ର ବରିଷ୍ଠ ଅଧିକାରୀ ଶ୍ରୀ ହରିହର ଦାଶ। ଶେଷରେ କଟକର କ୍ଷେତ୍ରୀୟ ସଂପାଦକ ଶ୍ରୀ ଲିଙ୍ଗରାଜ ପତି ମହୋଦୟ ଶାନ୍ତି ପାଠ କରି ମହୋତ୍ସବର ସମାପନ କରିଥିଲେ । ସମସ୍ତେ ପ୍ରସାଦ ସେବନ କରିଥିଲେ ଏଵଂ ଅଖଣ୍ଡ ଭାରତର ପ୍ରତିଷ୍ଠା ପାଇଁ ବଦ୍ଧପରିକର ହୋଇଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Navi Mumbai’s Kharghar Temple Hosts Bahuda Yatra

ନଭିମୁମ୍ବାଇର ଖାରଘରଠାରେ ବାହୁଡା଼ ଯାତ୍ରାର ଆୟୋଜନ

July 25, 2026
Navi Mumbai’s Kharghar Temple Hosts Bahuda Yatra

Navi Mumbai’s Kharghar Temple Hosts Bahuda Yatra

July 25, 2026
ରାୟପୁର ଜଗନ୍ନାଥ ମନ୍ଦିରରେ ବାହୁଡ଼ା ଯାତ୍ରା ସମ୍ପନ୍ନ

Raipur’s Jagannath Temple Hosts Bahuda Yatra

July 25, 2026
ରାୟପୁର ଜଗନ୍ନାଥ ମନ୍ଦିରରେ ବାହୁଡ଼ା ଯାତ୍ରା ସମ୍ପନ୍ନ

ରାୟପୁର ଜଗନ୍ନାଥ ମନ୍ଦିରରେ ବାହୁଡ଼ା ଯାତ୍ରା ସମ୍ପନ୍ନ

July 25, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Navi Mumbai’s Kharghar Temple Hosts Bahuda Yatra

ନଭିମୁମ୍ବାଇର ଖାରଘରଠାରେ ବାହୁଡା଼ ଯାତ୍ରାର ଆୟୋଜନ

July 25, 2026
Navi Mumbai’s Kharghar Temple Hosts Bahuda Yatra

Navi Mumbai’s Kharghar Temple Hosts Bahuda Yatra

July 25, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version