୧୭ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚାନ୍ଦପୁର :-> ଗାଁ ଟିମ ସହ ଫୁଟୁବଲ ଖେଳ ଦେଖିବାକୁ ଆସିଥିଲେ ଟାଙ୍ଗୀ।ଟାଙ୍ଗୀରୁ ହାଟ ବରଡ଼ି ଫେରିଯିବା ବେଳେ କାଳୁପଡା ଘାଟ ଵି.ଏସ୍. ନାଲ୍ ଟାୱାର ନିକଟରେ ୨ ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ 5 ଗୁରୁତର ଅବସ୍ଥାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି। କରାଯାଇଛି ।
















