• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କୁ ନୟାଗଡ ଏ ଆର ସି ଏସ ଙ୍କ ବେଖାତିର

Proprietor Abhimanyu Maharana by Proprietor Abhimanyu Maharana
October 11, 2023
in ଓଡ଼ିଶା, ଖୋର୍ଦ୍ଧା, ନୟାଗଡ଼ ନିଉଜ୍, ମହାନଗର, ହୋମ୍
0
ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କୁ ନୟାଗଡ ଏ ଆର ସି ଏସ ଙ୍କ ବେଖାତିର
Share on FacebookShare on TwitterWhatsapp

ବିଭାଗୀୟ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ସତ୍ୟନାରାୟଣ ପ୍ରଧାନ ମଧ୍ୟ ଏ ଆର ଏସ ଏସ ଙ୍କୁ ଚିଠି କରିଥଲେ ।

୦୯ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୟାଗଡ :-> ରଣପୁର ବ୍ଲକ୍ ଅନ୍ତର୍ଗତ ଛଅଗୋଟି ଗ୍ରାମ ପଞ୍ଚାୟତର କୃଷକ ମାନଙ୍କ ଉନ୍ନତି ନିମନ୍ତେ ଉଦ୍ଧିଷ୍ଟ ତାରିଆ ସୋସାଇଟର ପୂର୍ବତନ ସେକ୍ରେଟାରୀ ଶ୍ରୀ ଦୀନବନ୍ଧୁ ପ୍ରଧାନଙ୍କ ଅବସର ପରେ ବର୍ତ୍ତମାନ ପର୍ଯ୍ୟନ୍ତ ସେକ୍ରେଟାରୀ ପଦବୀ ଖାଲି ପଡ଼ିଛି । ଆସିଷ୍ଟାଣ୍ଟ ସେକ୍ରେଟାରୀ ତ୍ରିନାଥ ଚରଣ ଦାସ ଦାୟିତ୍ଵ ନିର୍ବାହ କରୁଛନ୍ତି । କିନ୍ତୁ ସ୍ଥାନୀୟ କୃଷକ ମାନେ ଶ୍ରୀ ଦାସ ଙ୍କ କାର୍ଯ କଳାପରେ ସନ୍ତୁଷ୍ଟ ନଥିବାରୁ ସ୍ଥାନୀୟ ଜନ ସାଧାରଣଙ୍କ ସହିତ କୁଲାସର ଗ୍ରାମ ପଞ୍ଚାୟତ ର ବି ଜେ ଡି ସଭାପତି ତଥା ଆଡଭୋକେଟ୍ ରାମକୃଷ୍ଣ ପଟ୍ଟନାୟକ ନୂତନ ସମ୍ପାଦକ ନିଯୁକ୍ତି ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଆବେଦନ କରି ଥିଲେ । ବିଭାଗୀୟ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ସତ୍ୟନାରାୟଣ ପ୍ରଧାନ ମଧ୍ୟ ଏ ଆର ଏସ ଏସ ଙ୍କୁ ଚିଠି କରିଥଲେ ।

ଯାହା ଫଳରେ ଖୋର୍ଦ୍ଧା କୋଅପରେଟିଭ ବ୍ୟାଙ୍କର ଅଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ଚିଠି ନମ୍ବର ୪୫୯ ଯାହାକି , ତା୧୧/୦୫/୨୦୨୩ ରିଖ ରେ ରଣପୁର କୋଅପରେଟିଭ ବ୍ୟାଙ୍କର ତାପସ କୁମାର ନାୟକ ଙ୍କୁ ନୂତନ ସେକ୍ରେଟାରୀ ଭାବରେ ନିଯୁକ୍ତି ପାଇଁ ଦିଆଯାଇଥିଲେ ବି ଅଦ୍ୟାବଧି ତାପସ ନାୟକ ଦାୟିତ୍ଵ ଗ୍ରହଣ କରରିନାହାନ୍ତି । ଏହି ଚିଠିକୁ ଅବମାନନା ପୂର୍ବକ ତାରିଆ ଶୋସାଇଟିର ସଭାପତି ତାପସ ନାୟକ କୁ ସେକ୍ରେଟାରୀ ପଦରେ ନିଯୁକ୍ତି ନ କରାଇ ଆସିଷ୍ଟାଣ୍ଟ ସେକ୍ରେଟାରୀକୁ ପଦେlନ୍ନତି ଦେଇ ସେକ୍ରେଟାରୀ କରିବା ପାଇଁ ଏକ ରିଯୋଲେଶନ ପାସ କରି ଉପରିସ୍ଥ ଅଧିକାରୀ ମାନଙ୍କୁ ଜଣାଇବା ସହ ଓଡିଶା ଉଚ୍ଚ ନା୍ୟାଳୟ ରେ 05/06/2023 ରେ କୋ ଅପରେଟିଭ ରେଜିଷ୍ଟଅର ଦେଇଥିବା ନିର୍ଦେଶ କୁ 09/06/2023ତାରିଖ ରେ ତାରିଆ ସୋସାଇଟି ର ସଭାପତି ମକଦମା ଦାୟର କରିଥିଲେ ଏବଂ ଏହି ମକଦ୍ଦମା ଟିକୁ 25/07/2023 ତାରିଖ ରେ ପ୍ରତ୍ୟାହାର କରିବାକୁ ବାଟ ପାଇନଥିଲେ  l

ଇତି ମଧ୍ୟରେ ୬/୭ ମାସ ବିତି ଯାଇଥିଲେ ବି ନୟାଗଡ ଏ ଆର ସି ଏସ ସଠିକ୍ ପଦକ୍ଷେପ ନେଉ ନଥିବାରୁ ବିଭାଗୀୟ ରେଜିଷ୍ଟର ଓ ପୁରୀ ଡି ଆର ସି ଏସ ସଂଖ୍ୟାଧିକ ଥର ରୀମାଇଣ୍ଡର ପଠାଇ ଥିଲେ ବି ନୟାଗଡ ଏ ଆର ସି ଏସ ଅଡର କୁ ଖାତିର ନକରି ଖାମଖିଆଲି ଭାବରେ କୌଣସି ଉତ୍ତର ନଦେବା ସାଧାରଣ ରେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛି l

ଏହା ଉପରେ ମୂଖ୍ୟ ମନ୍ତ୍ରୀ ଙ୍କ ଦପ୍ତର ଓ କୋ ଅପରେଟିଭ ସୋସାଇଟି ବିଭାଗର ମୁଖ୍ୟ ସେକ୍ରେଟାରୀ, ତଥା ଓଡିଶା ରେଜିଷ୍ଟ୍ରର କୋ ଅପରେଟିଭ ତୁରନ୍ତ ନୟାଗଡ ଏ ଆର ସି ଏସ ଙ୍କ ପାଖକୁ ପଦକ୍ଷେପ ନେବା ପାଇଁ ନିର୍ଦେଶ ଦେଇ ଥିଲେବି ଅଦ୍ୟାବଧି ତାପସ କୁମାର ନାୟକ ତାରିଆ ଶୋସାଇଟିରେ ସେକ୍ରେଟାରୀ ଭାବରେ ନିଯୁକ୍ତି ହୋଇନାହାନ୍ତି ।

କେବେ ସରକାରଙ୍କ ନିର୍ଦେଶ କୁ ନୟାଗଡ ଏ ଆର ସି ଏସ କାର୍ଯକାରୀ କରୁଛନ୍ତି ଦେଖିବାକୁ ତରିଆ ସୋସାଇଟିର ଚାଷୀ ମାନେ ଅପେକ୍ଷା କରିଛନ୍ତି ନୟାଗଡ ଏଆରସିଏସ ସଠିକ ଭାବରେ ଏନକ୍ୱାରୀ କରି ଡି ଆର ସି ଏସ ଙ୍କୁ ସଠିକ ରିପୋର୍ଟ ନଦେଲେ ଆଗାମୀ ଦିନରେ କୃଷକ ମାନେ ଏ ଆର ସି ଏସ ଅଫିସ ଘେରାଉ କରିବାକୁ ମଧ୍ୟ ପଛେଇବେ ନାହିଁ .

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୬ ଅନୁଷ୍ଠିତ ହୋଇଛି

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୬ ଅନୁଷ୍ଠିତ ହୋଇଛି

October 14, 2026
ଜନ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପରିଦର୍ଶନ କଲେ ସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟ

ଜନ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପରିଦର୍ଶନ କଲେ ସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟ

October 14, 2026
ସୁରଭି ମଞ୍ଚରେ ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା : ୪ଟି ବର୍ଗରେ ୩୬ ପ୍ରତିଯୋଗିତା ଆୟୋଜିତ

ସୁରଭି ମଞ୍ଚରେ ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା : ୪ଟି ବର୍ଗରେ ୩୬ ପ୍ରତିଯୋଗିତା ଆୟୋଜିତ

October 13, 2026
ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି !

ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି !

October 13, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୬ ଅନୁଷ୍ଠିତ ହୋଇଛି

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୬ ଅନୁଷ୍ଠିତ ହୋଇଛି

October 14, 2026
ଜନ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପରିଦର୍ଶନ କଲେ ସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟ

ଜନ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପରିଦର୍ଶନ କଲେ ସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟ

October 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version