• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଯୁବ ବିଜେଡି ତରଫରୁ କୋଭିଡ୍‌-୧୯ ବିପତ୍ତିକୁ ନେଇ ରାଜ୍ୟ ଯୁବ କର୍ମକର୍ତ୍ତା ମାନଙ୍କ ସହ ଭିଡିଓ କନଫ୍ରେନ୍ସିଂ ମାଧ୍ୟମରେ ସମୀକ୍ଷା ବୈଠକ – ଅମରେଶ ପତ୍ରୀ

Proprietor Abhimanyu Maharana by Proprietor Abhimanyu Maharana
July 8, 2020
in Uncategorized, ଓଡ଼ିଶା, ଦେଶ, ହୋମ୍
0
ଯୁବ ବିଜେଡି ତରଫରୁ କୋଭିଡ୍‌-୧୯ ବିପତ୍ତିକୁ ନେଇ ରାଜ୍ୟ ଯୁବ କର୍ମକର୍ତ୍ତା ମାନଙ୍କ ସହ ଭିଡିଓ କନଫ୍ରେନ୍ସିଂ ମାଧ୍ୟମରେ ସମୀକ୍ଷା ବୈଠକ – ଅମରେଶ ପତ୍ରୀ
Share on FacebookShare on TwitterWhatsapp


ଓଡିଶା ତାଜା ନ୍ୟୁଜ୍,ରିପୋର୍ଟ/ଅଭିମନ୍ୟୁ ମହାରଣା (୦୭ ଜୁଲାଇ ମଙ୍ଗଳବାର) ଭୁବନେଶ୍ୱର :- ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଅମରେଶ ପତ୍ରୀଙ୍କ ନେତୃତ୍ୱରେ ଅପରାହ୍ନ ୪ଟା ସମୟରେ ଭିଡିଓ କନଫ୍ରେନ୍ସିଂ ମାଧ୍ୟମରେ ଯୁବ ବିଜେଡିର ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଯୁବ ବିଜେଡିର ସମସ୍ତ ରାଜ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଜ୍ୟ ସଭା ସାଂସଦ ତଥା ବିଜେଡି ଆଇ.ଟି ୱିଙ୍ଗ୍ ମୁଖ୍ୟ ଡଃ. ଅମର ପଟ୍ଟନାୟକ, ଏବଂ ଅତିଥିଭାବେ ଯୋଗଦେଇଥିଲେ ଯୁବ ବିଜେଡି ଦୁଇ ବରିଷ୍ଠ ଉପଦେଷ୍ଟା ମାନ୍ୟବର ବିଧାୟକ ଧର୍ମଶାଳା ଶ୍ରୀଯୁକ୍ତ ପ୍ରଣବ ବଳବନ୍ତରାୟ ଓ ମାନ୍ୟବର ବିଧାୟକ ଚାନ୍ଦବାଲି ଶ୍ରୀଯୁକ୍ତ ବ୍ୟୋମକେଶ ରାୟ । ଏହି ବୈଠକର ପ୍ରଥମାର୍ଦ୍ଧରେ ଦିବଙ୍ଗତ ବରିଷ୍ଠ ବିଜେଡି ନେତା ତଥା ତ୍ରିତୋଲ ବିଧାୟକ ସ୍ୱର୍ଗତ ବିଷ୍ଣୁ ଦାସ ଏବଂ ଯୁବ ବିଜେଡି ରାଜ୍ୟ ସଂପାଦକ ସ୍ୱର୍ଗତ ପ୍ରମୋଦ ମହାପାତ୍ର ଓ ଝାରସୁଗୁଡା ଜିଲ୍ଲା ଯୁବ ବିଜେଡି କର୍ମକର୍ତ୍ତା ସ୍ୱର୍ଗତ ମାନସ ସାହୁଙ୍କ ଉଦ୍ଦେଶ୍ୟରେ ସଭାପତିଙ୍କ ଦ୍ୱାରା ଆଗତ ପ୍ରସ୍ତାବ ଭିତ୍ତିରେ ୩୦ସେକେଣ୍ଡ ପାଇଁ ନିରବ ପ୍ରାଥନା କରାଯାଇଥିଲା ।

ସଂପ୍ରତି ତାଲାବନ୍ଦ ପ୍ରାରମ୍ଭରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତିଙ୍କ ନିର୍ଦ୍ଦେଶକ୍ରମେ ନିଜ ଅଞ୍ଚଳର ଦାୟିତ୍ୱ ନିଜେ ନେବାପାଇଁ ଯେଉଁ ଆହ୍ୱାନ ଦିଆଯାଇଥିଲା ଏହି ପ୍ରରିପ୍ରେକ୍ଷୀରେ ଦୀର୍ଘ ୩ମାସ ଧରି ଯୁବ ଜନତାର ସମସ୍ତ କର୍ମକର୍ତ୍ତା ନିରବଚ୍ଛିନ୍ନ ଭାବେ ନିଜର ସାମାଜିକ ଦାୟିତ୍ୱ ନିର୍ବାହ କରି ଗରିବ, ଅସହାୟ, ନିରାଶ୍ରୟ, ବୃଦ୍ଧବୃଦ୍ଧା ମାନଙ୍କୁ ଶୁଖିଲା ରନ୍ଧା ଖାଦ୍ୟ ବଣ୍ଟନ, ସଚ୍ଚେତନତା କାର୍ଯ୍ୟକ୍ରମ, ମାସ୍କ ଓ ସାନିଟାଇଜର ବଣ୍ଟନ ଏବଂ ରକ୍ତର ଅଭାବ ଦୂର କରିବାପାଇଁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ରକ୍ତଦାନ ଶିବିର ଆୟୋଜନ କରି ପାଖାପାଖି ୪ହଜାରରୁ ଉର୍ଦ୍ଧ ୟୁନିଟ୍ ରକ୍ତ ସଂଗ୍ରହ କରି ନିଜର ଯେଉଁ ଯୋଗଦାନ ରଖିଥିଲେ, ସେହି ପ୍ରରିପ୍ରେକ୍ଷୀରେ ରାଜ୍ୟ ସ୍ତରୀୟ ସମୀକ୍ଷା ବୈଠକରେ ବିସ୍ତୃତଭାବେ ଆଲୋଚନା କରାଯାଇଥିଲା ଏବଂ ସମସ୍ତ କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଦିଆଯାଇଥିଲା ।

ଆମ ରାଜ୍ୟରେ ମାହାମାରୀ କରୋନା ତାର ଯେଉଁଭଳିଭାବେ କାୟା ବିସ୍ତାର କରିଚାଲିଛି ତାର ସଂକ୍ରମଣକୁ କିଭଳି ପ୍ରତିହତ କରିହେବ ଗରିବ, ପ୍ରବାସୀ ଓ ଅସହାୟ ଲୋକମାନେ ଯେଉଁଭଳି କୌଣସି ଅସୁବିଧାରେ ସମ୍ମୁଖିନ ନହୁଅନ୍ତି ସେଥିପାଇଁ ବିଶେଷ କରି କାର୍ଯ୍ୟକର୍ତ୍ତାମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ଦେଇଥିବା ସମସ୍ତ ପରାମର୍ଶକୁ ବର୍ତ୍ତମାନ ପରିସ୍ଥିତିରେ ନୂତନ ଜ୍ଞାନକୌଶଳକୁ ବିନିଯୋଗ କରି ଆଗାମୀ ଦିନରେ ସମସ୍ତ କାର୍ଯ୍ୟକ୍ରମକୁ ଜାରି ରଖିବା ପାଇଁ ସବିଶେଷ ଆଲୋଚନା କରାଯାଇଥିଲା ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ନିର୍ଦ୍ଦେଶକ୍ରମେ ଯୁବ ସମାଜ ମୁଖ୍ୟତଃ ୩ଟି ମନ୍ତ୍ର ତ୍ୟାଗ, ସଞ୍ଜମ ଓ ଶୃଙ୍ଖଳା ମାର୍ଗକୁ ଗ୍ରହଣ କଲେହିଁ କୋଭିଡ୍ ଯୁଦ୍ଧକୁ ଆମେ ଜୟ କରିପାରିବା ।

ଏହି ସମୀକ୍ଷା ବୈଠକରେ ଆଗାମୀ ଦିନର କାର୍ଯ୍ୟପନ୍ଥା ବିଷୟରେ ମୁଖ୍ୟ ଅତିଥି ଡଃ. ଅମର ପଟ୍ଟନାୟକ ରାଜ୍ୟ ଯୁବ କର୍ମକର୍ତ୍ତାମାନଙ୍କ ଦ୍ୱାରା ଆଗତ ବିଭିନ୍ନ ପ୍ରସ୍ତାବଗୁଡିକ କେଉଁଭଳି ଭାବେ କାର୍ଯ୍ୟକାରୀ କରିହେବ ତାର ଦାୟିତ୍ୱ ନେବାସହ ଯଥାଶିଘ୍ର ସମାଧାନ ନିମନ୍ତେ ପ୍ରତିଶୃତି ଦେଇଥିଲେ । ଏହି ସମୀକ୍ଷା ବୈଠକରେ ଯୁବ ଜନତାର ଉପଦେଷ୍ଟା କୁନ ବିହାରି ଦାସ, କାର୍ଯ୍ୟକାରୀ ସଭାପତି ସଞ୍ଜିତ୍ ମହାନ୍ତି ଓ ମହାସଚ୍ଚିବ ଶିଶିର ପରିଜାଙ୍କ ସହ ସମସ୍ତ ରାଜ୍ୟ କର୍ମକର୍ତ୍ତା ନିଜର ମତାମତ ରଖିଥିଲେ ଏବଂ ସର୍ବସମ୍ମତି କ୍ରମେ ଆଗାମୀ କାର୍ଯ୍ୟପନ୍ଥା ଧାର୍ଯ୍ୟ କରାଯାଇଥିଲା । ଏଥିସହ ଆଗାମୀ ଦିନରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକର କାର୍ଯ୍ୟପନ୍ଥା ମଧ୍ୟ ଧାର୍ଯ୍ୟହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଯୁବ ଜନତା ତରଫରୁ ସଂଯୋଜନା କରୁଥିଲେ ଯୁବ ବିଜେଡି ସଂପାଦକ ତଥା ଆଇ.ଟି.ୱିଙ୍ଗର ରାଜ୍ୟ ସଂଯୋଜକ ତାରୀଣୀ ପ୍ରସାଦ ନାୟକ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପୁଲିସକୁ ଚକମା ଦେଉଛନ୍ତି ଚୋର, ଲୁଟେରା

ପୁଲିସକୁ ଚକମା ଦେଉଛନ୍ତି ଚୋର, ଲୁଟେରା

May 10, 2026
ଅଙ୍କୁରା ହସପିଟାଲ, ଭୁବନେଶ୍ୱର ବିଶ୍ୱ ଲୁପସ୍‌ ଦିବସ ୨୦୨୬ରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କଲା

Ankura Hospital, Bhubaneswar Organised Awareness Program on World Lupus Day 2026

May 10, 2026
ଓଡ଼ିଆ ଚଳଚ୍ଚିତ୍ର “ନଅ ବାୟା” ର ଶୁଭ ମହୁରତ

ଓଡ଼ିଆ ଚଳଚ୍ଚିତ୍ର “ନଅ ବାୟା” ର ଶୁଭ ମହୁରତ

May 10, 2026
ଶ୍ରୀଜଗନ୍ନାଥ ରସାମୃତ’ ପୁସ୍ତକ ଉନ୍ମୋଚିତ

ଶ୍ରୀଜଗନ୍ନାଥ ରସାମୃତ’ ପୁସ୍ତକ ଉନ୍ମୋଚିତ

May 10, 2026

Recent News

ପୁଲିସକୁ ଚକମା ଦେଉଛନ୍ତି ଚୋର, ଲୁଟେରା

ପୁଲିସକୁ ଚକମା ଦେଉଛନ୍ତି ଚୋର, ଲୁଟେରା

May 10, 2026
ଅଙ୍କୁରା ହସପିଟାଲ, ଭୁବନେଶ୍ୱର ବିଶ୍ୱ ଲୁପସ୍‌ ଦିବସ ୨୦୨୬ରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କଲା

Ankura Hospital, Bhubaneswar Organised Awareness Program on World Lupus Day 2026

May 10, 2026
ଓଡ଼ିଆ ଚଳଚ୍ଚିତ୍ର “ନଅ ବାୟା” ର ଶୁଭ ମହୁରତ

ଓଡ଼ିଆ ଚଳଚ୍ଚିତ୍ର “ନଅ ବାୟା” ର ଶୁଭ ମହୁରତ

May 10, 2026
ଶ୍ରୀଜଗନ୍ନାଥ ରସାମୃତ’ ପୁସ୍ତକ ଉନ୍ମୋଚିତ

ଶ୍ରୀଜଗନ୍ନାଥ ରସାମୃତ’ ପୁସ୍ତକ ଉନ୍ମୋଚିତ

May 10, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପୁଲିସକୁ ଚକମା ଦେଉଛନ୍ତି ଚୋର, ଲୁଟେରା

ପୁଲିସକୁ ଚକମା ଦେଉଛନ୍ତି ଚୋର, ଲୁଟେରା

May 10, 2026
ଅଙ୍କୁରା ହସପିଟାଲ, ଭୁବନେଶ୍ୱର ବିଶ୍ୱ ଲୁପସ୍‌ ଦିବସ ୨୦୨୬ରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କଲା

Ankura Hospital, Bhubaneswar Organised Awareness Program on World Lupus Day 2026

May 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version