• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ରଭାଇ ପଟେଲ୍‌ଙ୍କ ଦ୍ୱାରା ଅହମ୍ମଦାବାଦରେ ଆକ୍ସିସ୍ ବ୍ୟାଙ୍କର ୫୦୦୦ତମ ଶାଖା ଉଦ୍‌ଘାଟିତ

Proprietor Abhimanyu Maharana by Proprietor Abhimanyu Maharana
September 30, 2023
in ଓଡ଼ିଶା, ବାଣିଜ୍ୟ, ମହାନଗର, ହୋମ୍
0
ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ରଭାଇ ପଟେଲ୍‌ଙ୍କ ଦ୍ୱାରା ଅହମ୍ମଦାବାଦରେ ଆକ୍ସିସ୍ ବ୍ୟାଙ୍କର ୫୦୦୦ତମ ଶାଖା ଉଦ୍‌ଘାଟିତ
Share on FacebookShare on TwitterWhatsapp

 ସାରା ଦେଶରେ ଆଉ ୧୦୦ରୁ ଅଧିକ ଶାଖା ଉଦ୍‌ଘାଟିତ

୩୦ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ଭାରତର ଅନ୍ୟତମ ସର୍ବବୃହତ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଗୁଜରାଟର ଅହମ୍ମଦାବାଦଠାରେ ଏହାର ୫୦୦୦ତମ ଶାଖା ଖୋଲାଯିବା ସହ ବ୍ୟାଙ୍କ ଏକ ଐତିହାସିକ ମାଇଲଖୁଂଟ ହାସଲ କରିଛନ୍ତି । ଏହି ଶାଖାକୁ ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ରଭାଇ ପଟେଲ୍ ଉଦ୍‌ଘାଟନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଆକ୍ସିସ୍ ବ୍ୟାଙ୍କର ଏମ୍‌ଡି ଓ ସିଇଓ ଶ୍ରୀ ଅମିତାଭ ଚୌଧୁରୀ ଓ ଗ୍ରୁପ୍ ଏକ୍‌ଜିକ୍ୟୁଟିଭ୍ ତଥା ବ୍ରାଂଚ ବ୍ୟାଙ୍କିଂ, ରିଟେଲ୍‌ ଲାଇବିିିଲିଟି ଓ ପ୍ରଡକ୍ଟସ୍ ମୁଖ୍ୟ ଶ୍ରୀ ରବି ନାରାୟଣନ ଉପସ୍ଥିତ ଥିଲେ । ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଆଜି ଦେଶର ଅନ୍ୟାନ୍ୟ ପ୍ରାନ୍ତରେ ଆଉ ୧୦୦ରୁ ଅଧିକ ଶାଖା ଖୋଲାଯାଇଛି । ଅହମ୍ମଦାବାଦରେ ଆକ୍ସିସ୍ ବ୍ୟାଙ୍କର ୫୦୦୦ତମ ଶାଖା ଖୋଲାଯିବାର ଆହୁରି ଅନେକ ଗୁରୁତ୍ୱ ରହିଛି । କାରଣ ୨୯ ବର୍ଷ ପୂର୍ବେ ବ୍ୟାଙ୍କର ପ୍ରଥମ ଶାଖାକୁ ୟୁଟିଆଇ ବ୍ୟାଙ୍କ ଭାବେ ୧୯୯୪ରେ ସମାନ ସହରରେ ଖୋଲାଯାଇଥିଲା ।

ସେହି ଶାଖାକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ଉଦଘାଟନ କରିଥିଲେ । ଏହି ଅବସରରେ ଆକ୍ସିସ୍ ବ୍ୟାଙ୍କର ଏମ୍‌ଡି ଓ ସିଇଓ ଶ୍ରୀ ଅମିତାଭ ଚୌଧୁରୀ କହିଛନ୍ତି ଯେ, “ଏହି ମାଇଲଖୁଂଟ ଆକ୍ସିସ୍ ବ୍ୟାଙ୍କ ପାଇଁ ସ୍ୱତନ୍ତ୍ର ଗୁରୁତ୍ୱ ବହନ କରୁଛି । ପ୍ରଥମ ଶାଖାରୁ ୫୦୦୦ତମ ଶାଖା ପର୍ଯ୍ୟନ୍ତ ଆମେ ଅଭିବୃଦ୍ଧି ଓ ପ୍ରଗତିର ଏକ ଚକ୍ର ପୂର୍ଣ୍ଣ କରିଛୁ । ଏହି ବର୍ଷଗୁଡ଼ିକରେ ଆମେ ସାରା ଦେଶରେ କେବଳ ମେଟ୍ରୋ ଓ ସହରାଚଂଳ କ୍ଷେତ୍ର ନୁହେଁ, ଗ୍ରାମୀଣ ଅଂଚଳ, ପାହାଡ଼ିଆ ଅଂଚଳ, ସୀମାବର୍ତୀ ଅଂଚଳ ଏବଂ କେତେକ ଅସମ୍ଭବ ସ୍ଥାନରେ ଶାଖା ଖୋଲିଛୁ ଯାହା ଫଳରେ ଆମେ ସେବା ପ୍ରଦାନ କରିବାକୁ ଚାହୁଥିବା ଭାରତରେ ପହଂଚିପାରିଛୁ । ପ୍ରତିଟି ନୂଆ ଶାଖା ଆମକୁ ଅର୍ଥନୈତିକ ଅଭିବୃଦ୍ଧି, ଆର୍ଥିକ ଅନ୍ତର୍ଭୁକ୍ତୀକରଣ, ଗୋଷ୍ଠୀ ସଶକ୍ତୀକରଣ ଏବଂ ଅସଂଖ୍ୟ ଭାରତୀୟଙ୍କ ଜୀବନକୁ ସ୍ପର୍ଶ ଓ ରୂପାନ୍ତରୀତ କରିବାର ଲକ୍ଷ୍ୟ ଆଡ଼କୁ ନିକଟତର କରାଇଛି ।

” ୨୦୨୩ ଜୁନ୍ ୩୦ ସୁଦ୍ଧା ସାରା ଭାରତରେ ଆକ୍ସିସ୍ ବ୍ୟାଙ୍କର ୪,୯୪୫ ଶାଖା, ୯,୪୩୪ ଏଟିଏମ୍ ଏବଂ ୬,୩୧୭ ରିସାଇକ୍ଲର ରହିଛି । ବ୍ୟାଙ୍କର ୨୯% ଶାଖା ମେଟ୍ରୋ, ୨୩% ସହରାଚଂଳ, ୩୧% ଅର୍ଧ ସହରାଚଂଳ ଓ ୧୭% ଶାଖା ଗ୍ରାମାଚଂଳରେ ରହିଛି । ଲୋକମାନଙ୍କ ନିକଟରେ ବ୍ୟାଙ୍କ ସେବା ପହଂଚାଇବା ଲାଗି ଏହା ୨୨୫୦ ଭାରତ ବ୍ୟାଙ୍କିଙ୍ଗ ଶାଖା ଓ ୬୧,୮୦୦ ଜନ ସେବା କେନ୍ଦ୍ର-ଭିଏଲ୍‌ଇ ମୂତୟନ କରିଛି । ଆକ୍ସିସ୍ ବ୍ୟାଙ୍କର ଗ୍ରୁପ୍ ଏକ୍‌ଜିକ୍ୟୁଟିଭ୍ ତଥା ବ୍ରାଂଚ ବ୍ୟାଙ୍କିଂ, ରିଟେଲ୍ ଲାଇବିିିଲିଟି ଓ ପ୍ରଡକ୍ଟସ୍ ମୁଖ୍ୟ ଶ୍ରୀ ରବି ନାରାୟଣନ କହିଛନ୍ତି ଯେ, ‘ଆକ୍ସିସ୍ ବ୍ୟାଙ୍କ ତଥା ଆମ ସମସ୍ତଙ୍କ ପାଇଁ ଏହା ହେଉଛି ଏକ ଗର୍ବର ମୁହୂର୍ତ । ଏହି ୫୦୦୦ତମ ଶାଖା ଖେଲିବା ହେଉଛି ଆମର ବିଶ୍ୱାସ, ପ୍ରତିବଦ୍ଧତା, ସମର୍ପଣ ଓ ଉତ୍କର୍ଷ ଯାତ୍ରା ପ୍ରତି ବାସ୍ତବ ଶ୍ରଦ୍ଧାଞ୍ଜଳି । ଗ୍ରାହକମାନଙ୍କ ନିକଟରେ ବ୍ୟାଙ୍କ ସେବା ପହଂଚାଇବା ଲାଗି ଆଜି ଆମେ ଆଉ ୧୦୦ରୁ ଅଧିକ ନୂଆ ଶାଖା ସାରା ଦେଶରେ ଖୋଲିଥିବା ବିଷୟରେ ଖୁସିର ସହ ଘୋଷଣା କରୁଛୁ । ଆମେ ଆଗକୁ ବଢ଼ୁଥିବା ବେଳେ ଆମ ଲୋକ ବଳ ଓ ଡିଜିଟାଇଜେସନ ସହିତ ଗ୍ରାହକଙ୍କ ବ୍ୟାଙ୍କିଙ୍ଗ ଆବଶ୍ୟକତା ପୂରଣ କରିବା ସହ ସେମାନଙ୍କ ଆଶାକୁ ପୂରଣ କରିବାକୁ ଚାହିରହିଛୁ ।”

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

May 6, 2026
ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

May 6, 2026

Recent News

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

May 6, 2026
ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

May 6, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version