୨୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ଓଡିଶା ଜୀବୀକା ମିଶନର ମୁଖ୍ୟ ଊବ୍ଦେଶ୍ୟ ସପଂଳ କରିବା ନିମନ୍ତେ ତୃଣମୂଳ ସ୍ତରରେ କାର୍ଯ୍ୟରତର କର୍ମୀ ଅଟୁ । ଯେତେବେଳେ ଓ ଏଲ୍ ଏମ ଆରମ୍ଭ ହେଲା ସେତେବେଳେ ଆମେ ଏସ ଏଚ ଜି ଗଠନ କରି କେବେଳ ପଂଚସୂତ୍ରୀ ଅର୍ଥାତ୍ (୧) ନିୟମିତ ବୈଠକ (୨) ନିୟମିତ ସଂଚୟ (୩) ନିୟମିତ ତ୍ତଋଣ ପ୍ରଦାନ (୪) ନିୟମିତ ପରିଶୋଧ ଓ (୫) ନିୟମିତ ଖାତାପତ୍ର ଲିଖନ ପାଂଚଟି ବିଷୟରେ କାର୍ଯ୍ୟ କରୁୁଥିଲୁ ଏବଂ ଏହାର ପ୍ରାପ୍ୟ ବାବଦରେ ମାସିକ ସହଦାୟତା ରାଶି ମାତ୍ର ଟକାଂ ୨,୫୦୦ କିମ୍ୱା ଟକାଂ ୩,୦୦୦ (ଦୁଇହଜାର ପାଂଚଶତ ଟକାଂ କିମ୍ୱା ତିନି ହଜାର ଟକାଂ ) ମାତ୍ର ବର୍ତମାନ ସୁଧା ପାଇ ଆସୁଅଛୁ । କିନ୍ତୁ ଇତି ମଧ୍ୟରେ ଦଶସୁତ୍ରୀ କାର୍ଯ୍ୟପାଇଁ ଦିଆଗଲା ଏବଂ ଆମର କାର୍ଯ୍ୟକୁ ଏପରି ବ୍ୟାପକ କରାଯାଇଛି ଯେ, ଗର୍ଭସ୍ଥ ଶିଶୁଠାରୁ ଆରମ୍ଭ କରି ମଣିଷ ବାର୍ଦ୍ଧକ୍ୟ ହେଇ ମୃତ୍ୟୁବରଣ କରିବା ପର୍ଯ୍ୟନ୍ତ ସେମାନକଂର ଶେବା ଯତ୍ନ ଓ ସର୍ବାଂଗିନ ବିକାଶ କାର୍ଯ୍ୟକୁ ତ୍ୱରାନି୍ୱତ କରିବାରେ ମୂଖ୍ୟ ସହାୟତା ଆଊ ପଂଚସୂତୀ ଯୋଗ କରାଗଲା । ଯଥା (୬) ସ୍ୱାସ୍ଥ୍ୟ (୭) ଶିକ୍ଷା (୮) ପଂଚାୟତ ସହ ଯୋ୍ଗାଯୋଗ (୯) ସରକାରୁ ସୁବିଧା ଯୋଗାଇ ଦେବା (୧୦) ଦୀର୍ଘସ୍ଥାୟୀ ଜୀବିକା ବିକାଶ । ଏôଦି ପରି ଦଶସୂତ୍ରୀ କାର୍ଯ୍ୟରେ ଆମକୁ ନିୟୋଜିତ କରାଯାଇଛି ।

ସରକାରକଂ ଅନେକ ବିଭାଗ ସହ ଜଡିତ ହେଇ ଲୋକକଂର ସର୍ବାଂଗିନ ଊନ୍ନତି କରିବା ସହିତ ସ୍ଥାୟୀ ଜୀବନ ଜିବିକା ଯୋଗାଇ ମୂଖ୍ୟ କାର୍ଯ୍ୟ ଆମ୍ଭେ ସି ଆର ପି ସି ଏମ୍ମାନେ ସମାଜର ସବୁ ବର୍ଗର ଲୋକକଂ ସହଦିତ କାମ କରିଛୁ । ଯଥା -ଗର୍ଭବତୀ ମହିଳା , ନବଜାତ ଶିଶୁ ପ୍ରାକ୍ ଶିଶୁ ପ୍ରାଥମିକ ଶିକ୍ଷା ଊଚ୍ଚଶିକ୍ଷା ଯୋଗାଇ ବାର ସହାୟକ, ଡ୍ରପ୍ ଆଊଟ୍ମାନକୁଂ କିମ୍ୱା ଶିକ୍ଷିତ ବେକାରୀମାନକୁଂ ଯୋଗାଇ ସ୍ୱାବଲମ୍ୱି କରିବା ଏସ ଏଚ୍ ଜି ମହିଳା ଶାରୀରିକ ଭିନ୍ନ କ୍ଷମ ଏବଂ କୃଷି ଊନ୍ନତି , ବ୍ୟବସାୟ ଏବଂ କୁଟିର ଶିଳ୍ପର ବିକାଶ ଇତ୍ୟାଦି ବିଷୟରେ ଅନେକ କାର୍ଯ୍ୟ କରୁଚ୍ଥୁ । କିନ୍ତୁ ଆମ୍ଭେ ସରକାରକଂଦ୍ୱାରା ଅବହେଳିତ ଅଟୁ । ମାତ୍ର ଟକାଂ ୨,୫୦୦ କିମ୍ୱା ଟକାଂ ୩,୦୦୦ ମାତ୍ର ଆମକୁ ବେତନ ତ୍ମଳୁଚ୍ଥି । ତାହାମଧ୍ୟ ନିୟମିତ ଭାବେ ନୁହେ । ତନ୍ମଧ୍ୟରୁ ଆମର ଗସ୍ତଖର୍ଚ ଅନ୍ ଲାଇନ୍ ରିର୍ପୋଟ ଜେରକ୍ସ ଓ ଅନ୍ୟାନ୍ୟ ଖର୍ଚବହୁତ ହେଚ୍ଥି । ଆମେ ସ୍ୱଳ୍ପ ବେତଂନେ ଅଧିକ ଖଚାର୍ନ୍ତ ହେଇ ସମାଜକୁ ଶେବା ଯୋଗାଇ ଆସୁଅଛୁ । ସେଥିପାଇଁ ଆମର ଊଚ୍ଚିତ ପ୍ରାପ୍ୟ ପ୍ରାତ୍ପ ହେବା ପାଇଁ ବୋଲି ସଂଗଠନ ତିଆରୀ କଲୁ ଏବଂ ବ୍ଳକ୍ ସ୍ତରୀୟ ଜିଲ୍ଳା ସ୍ତରୀୟ ସଂଗଠନ ମିଶି ରାଜ୍ୟ ସ୍ତରୀୟ ମହାସଂଘ ଗଠନ କରି ସରକାରକଂ ନିକଟରେ କିଛି ଦାବୀ ଊପସ୍ଥାପନା କରିଛୁ ।

ସର୍ବ ସମ୍ମତି କ୍ରମେ ଦାବୀସମୂହ – ୧) ଓଡିଶା ମିଶନ ଶକ୍ତି ବିଭାଗର ଓଡିଶା ଲାଇପଂ୍ଲିଭଦୁଡ୍ ମିଶନ ଅଧିନରେ କାର୍ଯ୍ୟ କରୁଥିବା ସମସ୍ତ ସି ଆର ପି ସି ଏମ୍ କର୍ମୀ ମାନକକୁଂ ସ୍ଥାୟୀ ନିଯୁକ୍ତି ଦିଆଯାଊ । ରାଜ୍ୟରେ କାର୍ଯ୍ୟକରୁଥିବା ସମସ୍ତ ସି ଆର ପି ସି ମାନକୁଂ ସରକାରକଂ ନିର୍ବ୍ଦାରିତ ମଜୁରୀକୁ ଦୃଷ୍ଟିରେ ରଖି ଅନ୍ୟୁନ ଟକଂ ୧୫,୦୦୦ ମାସକୁ ଦରମା ବା ଭତା ପ୍ରଦାନ କରାଯାଊା ୨) ସମସ୍ତ ସି ଆର ପି ସି ଏମ୍ କର୍ମୀମାନକୁଂ ମୋବାଇଲ୍ ଭତା ଟକାଂ ୨୫୦ ପରିବର୍ତେ ଟକାଂ ୫,୦୦ କରାଯାଊ । ସି ଆର ପି ସି ଏମ୍ କର୍ମୀମାନେ ପାଊଥିବା ଟି ଏ ଡିଏ ଟକାଂ ୩୫୦ କୁ ବୃଦ୍ଧିକରି ମାସିକ ଟକାଂ ୧୫୦୦ ଦିଆଯାଊ । ୩) ସମସ୍ତ ସି ଆର ପି ସି ଏମ୍ କର୍ମୀମାନକୁଂ ତ୍ତମିଶନ୍ ଶକ୍ତି ବିଭାଗ ତରପଂରୁ ପରିଚୟ ପତ୍ର ତୁରନ୍ତ ଯୋଗାଇ ଦିଆଯାଊ । ୪) ସମସ୍ତ ସି ଆର ପି ସି ଏମ୍ କର୍ମୀମାନକୁଂ ଦିଆଯାଊଥିବା ପାରିଶ୍ରମିକ ରାଶିକୁ ବ୍ୟାକଂ ଏକାଊଣ୍ଟ ମାଧ୍ୟମରେ ପ୍ରଦାନ କରାଯାଊ ।

୫) ସି ଏଲ୍ ଏପଂମାନକଂ କାର୍ଯ୍ୟର ସୁବିଧା ପାଇଁ ପ୍ରତ୍ୟେକ ଆଂଚଳିକ ମଂଚରେ ଗୋଟିଏ ଗୋଟିଏ ବୈଠକ ଗୃହ ନିର୍ମାଣ କରି ଯୋଗାଇ ଦିଆଯାଊ । ସ୍ଥାୟୀ ଗୃହ ମିଳିବା ପର୍ଯ୍ୟନ୍ତ ଭଡା ଗୃହପାଇଁ ଟ ୨,୦୦୦ ଲେଖାଏ ଘରଭଡା ଦିଆଯାଊ । ୬) ପ୍ରତ୍ୟେକ ସି ଏଲ ଏପଂରେ ଏସ୍ ଜି ମାଆମାନକୁଂ ଜରୁରୀ କାଳିନ ତ୍ତଋଣ ପ୍ରଦାନ ନିମନ୍ତେ ଭି ଆର୍ ଏପଂ ପଂହଣ ରାସି ଟ ୧୦,୦୦,୦୦୦ କା କୂୁ ବୃଦ୍ଧି କରାଯାଊ ୭) ଯୋଗ୍ୟତା ସଂପ୍ନ୍ନ ସି ଆର ପି ସି ଏମ୍ କର୍ମୀମାନକୁଂ ଏମ୍ ବି କେ ଓ ବ୍ୟାକଂ ମିତ୍ର ପଦବୀରେ ନିଯୁକ୍ତି ଦିଆଯାଊ । . ୮) ଯେଊଁ ସି ଆର ପି ସି ଏମ୍ କର୍ମୀମାନେ ସେମାନକଂ କାର୍ଯ୍ୟ ସହିତ ପ୍ରାଣି ମିତ୍ର ଓ କୃଷିମିତ୍ର କାର୍ଯ୍ୟ ତୁଲାଊଛନ୍ତି ସେମାନକୁଂ ଅତିରିକ୍ତ ପାରିଶ୍ରମିକ ଦିଆଯାଊ । ୯) ସମସ୍ତ ସି ଆର୍ ପି ସି ଏମ୍ କର୍ମୀମାନକୁଂ ସାମାଜିକ ସୁରକ୍ଷା ପ୍ରଦାନ କରାଯିବା ସହିତ ପଦବୀର ସ୍ଥିରତା ଓ ନିରାପତା ପ୍ରଦାନ କରାଯାଊ ।














