• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

୩୬ଘଣ୍ଟା ଧରି ବିଦ୍ୟୁତ୍ କାଟ୍ କୁ ନେଇ ରାସ୍ତା ରୋକ ରାସ୍ତା ରୋକ୍ ଓ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ଜଳିଲା ବିଦ୍ୟୁତ୍‌ ରଣପୁର

Proprietor Abhimanyu Maharana by Proprietor Abhimanyu Maharana
July 7, 2020
in Uncategorized, ଓଡ଼ିଶା, ଦେଶ, ନୟାଗଡ଼ ନିଉଜ୍, ହୋମ୍
0
୩୬ଘଣ୍ଟା ଧରି ବିଦ୍ୟୁତ୍ କାଟ୍ କୁ ନେଇ ରାସ୍ତା ରୋକ ରାସ୍ତା ରୋକ୍ ଓ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ଜଳିଲା ବିଦ୍ୟୁତ୍‌ ରଣପୁର
Share on FacebookShare on TwitterWhatsapp

ଓଡିଶା ତାଜା ନ୍ୟୁଜ୍ ,ରିପୋର୍ଟ /ଅଭିମନ୍ୟୁ ମହାରଣା (୬ ଜୁଲାଇ ୨୦୨୦ ସୋମବାର) ରଣପୁର :- ରଣପୁର ଓ ଏହାର ଆଖପାଖ ଅଂଚଳର ପ୍ରାୟ ଲକ୍ଷାଧିକ ଗ୍ରାହକ ଦୀର୍ଘ ୩୬ଘଣ୍ଟା ବିଦ୍ୟୁତ୍ କାଟ୍ ପରେ ବିଦ୍ୟୁତ୍ ସେବା ପାଇଲେ । ଗତ ରବିବାର ସକାଳ ୫ଘଟିକା ସମୟରୁ ସୋମବାର ସଂଧ୍ୟା ୫ଘଟିକା ସମୟ ପର୍ଯ୍ୟନ୍ତ ବିଦ୍ୟୁତ୍ ସେବାରୁ ବଂଚିତ ହୋଇଥିଲେ ରଣପୁରବାସୀ । ସ୍ଥାନୀୟ ଜନସାଧାରଣଙ୍କ ରାସ୍ତା ରୋକ୍ ଓ ଜିଲ୍ଲା ପ୍ରଶାସନ ର ହସ୍ତକ୍ଷେପ ପରେ ରଣପୁର ରେ ଜଳିଲା ବିଦ୍ୟୁତ୍ ।

ଖବର ଅନୁସାରେ ଗତ ୫ ତାରିଖ ସକାଳ ନୟାଗଡ ରାଜପାଟଣା ଠାରୁ ରଣପୁରକୁ ଆସିଥିବା ୩୩ କେଭି ବିଦ୍ୟୁତ ଲାଇନ୍ ରାଜପାଟଣା ନିକଟବର୍ତ୍ତୀ ଜଗତି ପାଟଣା ଗ୍ରାମ ମଧ୍ୟ ଦେଇ ଆସିଥିବା ୩୩କେଭି ବିଦ୍ୟୁତ୍ ତାର କୌଣସି କାରଣ ବସତଃ ସଟସର୍କିଟ୍ ଯୋଗୁଁ ଛିଡିଯିବା ଫଳରେ ସେହି ଗ୍ରାମର ୨ଜଣ ମହିଳା ନଳକୂପରୁ ପାଣି ନେଉଥିଲା ବେଳେ ବିଦ୍ୟୁତ ଆଘାତ ପାଇଥିଲେ ଏବଂ ସେହି ଗ୍ରାମର କିଛି ପରିବାର ଲୋକଙ୍କର ବ୍ୟବହାର କରୁଥିବା ଇଲେକ୍ଟ୍ରିକ୍ ସରଂଜାମ ସଟସର୍କିଟ୍ ଯୋଗୁଁ ପୋଡି ନଷ୍ଟ ହୋଇଯାଇଥିଲା ।

ଯାହା ଫଳରେ ସ୍ଥାନୀୟ ଗ୍ରାମବାସୀ ତାର ଯୋଡିବାକୁ ଯାଇଥିବା ବିଦ୍ୟୁତ୍ କର୍ମଚାରୀଙ୍କୁ କ୍ଷତି ପୁରଣ ଦାବି କରି କାମ କରିବାକୁ ଦେଇନଥିଲେ ଏବଂ ଦୀର୍ଘ ୨୪ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ବାରମ୍ବାର ବୁଝା ସୁଝା କରିବା ପରେ ମଧ୍ୟ ସେହି ଗ୍ରାମ ଦେଇ ବିଦ୍ୟୁତ୍ ସଂଯୋଗ ନ କରିବା ପାଇଁ ଦାବି କରିବା ସହ କ୍ଷତି ପୁରଣ ପାଇବା ପାଇଁ ଅଡିକରି ବସିଥିଲେ । ଏହାକୁ ନେଇ ରଣପୁର ଜନସାଧାରଣ ବିଦ୍ୟୁତ୍ ସେବାରୁ ବଂଚିତ ହୋଇଥିଲେ । ଯାହାକୁ ନେଇ ସୋମବାର ସକାଳ ୫ଘଟିକା ସମୟରେ ରଣପୁର ମୁଖ୍ୟ ରାସ୍ତାର ସମସ୍ତ ପ୍ରବେଶ ପଥକୁ ବନ୍ଦ କରିବା ସହ ରାସ୍ତା ରୋକ୍ କରିଥିଲେ ଏବଂ ସମସ୍ତ ଅଫିସ୍ ବନ୍ଦ କରି ଦେଇଥିଲେ ।

ଏହାପରେ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ଓ ଇଟାମାଟି ଥାନା ଅଧିକାରୀ ଘଟଣା ସ୍ଥଳରେ ପହଁଚି ସ୍ଥାନୀୟ ଜନସାଧାରଣଙ୍କୁ ବୁଝା ସୁଝା କରିବା ପରେ ଓ କ୍ଷତି ପୁରଣ ବାବଦରେ ୨୦ ହଜାର ଟଙ୍କା ପ୍ରଦାନ କରି ଏବଂ ଅଳ୍ପ ଦିନ ମଧ୍ୟରେ ସେହି ଗ୍ରାମ ମଧ୍ୟ ଦେଇ ଆସିଥିବା ୩୩ କେଭି ଲାଇନ୍ ତାରକୁ ଅନ୍ୟତ୍ର ନିଆଯିବାର ପ୍ରତିଶୃତି ଦେବାପରେ ଛିଡିଯାଇଥିବା ତାରକୁ ସଂଯୋଗ କରିବା ସହ ଦୀର୍ଘ ୩୬ଘଣ୍ଟା ପରେ ରଣପୁର ଅଂଚଳରେ ବିଦ୍ୟୁତ୍ ଜଳିଥିଲା । ଆମ୍ଭେ ମାନେ ଏକ ଦୁର୍ଘଟଣା ଯୋଗୁଁ ୩୬ ଘଣ୍ଟା ବିଜୁଳି ବିନା ହଇରାଣ ହେଲେ । ମାନନୀୟ ମନ୍ତ୍ରୀ ଡ଼ଃ ଅରୁଣ ସାହୁ , ବିଧାୟକ ସତ୍ୟ ନାରାୟଣ ପ୍ରଧାନ (MLA), ସବ୍ କଲେକ୍ଟର , ସେସୁ ଅଧିକାରୀ ସମେତ ରଣପୁର ପିଲା ଙ୍କ ପ୍ରୟାସ ପାଇଁ ଅଶେଷ ଧନ୍ୟବାଦ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ତ୍ରିଦିବସୀୟ ‘ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ ଉଦଘାଟିତ

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ତ୍ରିଦିବସୀୟ ‘ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ ଉଦଘାଟିତ

May 9, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨୦୨୬ ଫାଇନାଲରେ ଶରଣକୁଳ ଏଫ.ସି ୨-୦ ଗୋଲରେ ଖଣ୍ଡପଡା ହରାଇ ଚମ୍ପିଆନ

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨୦୨୬ ଫାଇନାଲରେ ଶରଣକୁଳ ଏଫ.ସି ୨-୦ ଗୋଲରେ ଖଣ୍ଡପଡା ହରାଇ ଚମ୍ପିଆନ

May 9, 2026
ଟ୍ରେଡ଼ ଇଣ୍ଡିଆ ଟ୍ରଷ୍ଟ ପକ୍ଷ୍ୟରୁ ସମର କ୍ରୀଡା, ଯୋଗ ଦେଲେ ଦୁଇ ରାଜ୍ୟର ଶତାଧିକ ଛାତ୍ରଛାତ୍ରୀ

ଟ୍ରେଡ଼ ଇଣ୍ଡିଆ ଟ୍ରଷ୍ଟ ପକ୍ଷ୍ୟରୁ ସମର କ୍ରୀଡା, ଯୋଗ ଦେଲେ ଦୁଇ ରାଜ୍ୟର ଶତାଧିକ ଛାତ୍ରଛାତ୍ରୀ

May 9, 2026
ରଥଯାତ୍ରାର ପ୍ରଥମ ସମନ୍ବୟ ବୈଠକ ଅନୁଷ୍ଠିତ

ରଥଯାତ୍ରାର ପ୍ରଥମ ସମନ୍ବୟ ବୈଠକ ଅନୁଷ୍ଠିତ

May 9, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ତ୍ରିଦିବସୀୟ ‘ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ ଉଦଘାଟିତ

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ତ୍ରିଦିବସୀୟ ‘ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ ଉଦଘାଟିତ

May 9, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨୦୨୬ ଫାଇନାଲରେ ଶରଣକୁଳ ଏଫ.ସି ୨-୦ ଗୋଲରେ ଖଣ୍ଡପଡା ହରାଇ ଚମ୍ପିଆନ

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨୦୨୬ ଫାଇନାଲରେ ଶରଣକୁଳ ଏଫ.ସି ୨-୦ ଗୋଲରେ ଖଣ୍ଡପଡା ହରାଇ ଚମ୍ପିଆନ

May 9, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version