• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରଣପୁର ଏନଏସି ରେ ଘୋଟଲା : ଅଣନିଶ୍ୱାସି ହେଲେଣି ନେତା ଓ କର୍ମଚାରୀ

Proprietor Abhimanyu Maharana by Proprietor Abhimanyu Maharana
September 21, 2023
in ଓଡ଼ିଶା, ନୟାଗଡ଼ ନିଉଜ୍, ରାଜନୀତି, ହୋମ୍
0
ରଣପୁର ଏନଏସି ରେ ଘୋଟଲା : ଅଣନିଶ୍ୱାସି ହେଲେଣି ନେତା ଓ କର୍ମଚାରୀ
Share on FacebookShare on TwitterWhatsapp

ରଣପୁର ଏନଏସିରେ ଘୋଟାଲା : ଅଣନିଶ୍ବାସୀ ହେଲେଣି ନେତା ଓ କର୍ମଚାରୀ ।
NAC ର ୧୫ଟି ରେ ଟେଣ୍ଡର ହୋଇ ପଡିଥିବା କାମ ନହେବା ଯୋଗୁଁ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ମୁକ୍ତା ଯୋଜନାରେ ମହିଳା ସ୍ଵୟଂସାହା ଗୋଷ୍ଠୀକୁ ଅଣଦେଖା କରୁଛନ୍ତି ନେତା ମାନେ ।

ଏନଏସି ଅଫିସ ରେ ସାଂସଦ ପ୍ରତିନିଧି ଙ୍କ ଡେରା ଜମିଛି । ରାଜ୍ୟ ସରକାର ତରଫରୁ ମୁକ୍ତା ଯୋଜନାରେ ମା ମାନଙ୍କୁ ଆତ୍ମନିର୍ଭରଶୀଳ ହେବାପାଇଁ ଆସୁଥିବା ଅର୍ଥ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କୁ କେବଳ ତଦାରଖ ର ଅର୍ଥ ଦେଇ ନେତା ଓ ଯନ୍ତ୍ରୀ କାର୍ଯ୍ୟର ପ୍ରକୁତ ଲାଭାସଂ ନେଉଛନ୍ତି , ସରକାର ଙ୍କ ପ୍ରକୁତ ଉଦ୍ଦେଶ୍ୟ ଏଠି ବିଫଳ ହୋଇଛି .

ରଣପୁର NAC ରେ ନେତା ମାନେ କରୁଛନ୍ତି ଠିକାଦାରି ଏଥିପାଇଁ ଜନ ଅସନ୍ତୋଷ ତୀବ୍ର ହୋଇଛି । ରଣପୁର ଏନଏସି ରେ ଦଳୀୟ ରାଜନୀତି ଚାଲିଥିବା ବେଳେ ବାଦ୍ ପଡ଼ିଛି ସର୍ବଦଳୀୟ ମତାମତ । ଦଳୀୟ ନେତା ମାନଙ୍କ ହୁକୁମତ୍ ରେ ଚାଲିଛି ସରକାରୀ NAC ଅଫିସ ।

୨୦ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରଣପୁର :-> ନୟାଗଡ ଜିଲ୍ଲା ରଣପୁର ଏନଏସି ଅଂଚଳ ର ଶତାଧିକ ହିତାଧିକାରୀ ରବିବାର ହଠାତ ମଣିନାଗ ପୀଠ ରେ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା । ସରକାରୀ ଯୋଜନା ରୁ ବଂଚିତ ହୋଇଥିବା ହିତାଧିକାରୀ ଆଗାମୀ ଦିନରେ ପ୍ରତିବାଦ ଓ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବା ଉଦେଶ୍ୟରେ ଏଭଳି ମେଳି କରିଥିବା ଜଣାପଡିଛି ।ପ୍ରକାଶ ଯେ , ସରକାର ଦାରିଦ୍ର‌୍ୟ ସୀମା ରେଖା ତଳେ ବସବୃାସ କରୁଥିବା ଗରୀବ ପରିବାର କୁ ସମାଜ ର ମୁଖ୍ୟ ସ୍ରୋତରେ ସାମିଲ କରିବାର ମହତ ଉଦେଶ୍ୟ ରଖି ବିଭିନ୍ନ ଲୋକାଭିମୁଖୀ ଯୋଜନା ପଚଳନ କରୁଥିଲେ ମଧ୍ୟ ତଳସ୍ତରରେ ଏହା ଲୋକଙ୍କ ନିକଟରେ ପହଁଚିପାରୁନି ା ବର୍ଷବର୍ଷ ଧରି ବିଧବା ଭତା , ବାର୍ଦ୍ଧକ୍ୟ ଭତା , ଭିନ୍ନକ୍ଷମ ଭତା , ସାମାଜିକ ସୁରକ୍ଷା ଭତା , ଖାଦ୍ୟ ସୁରକ୍ଷା ଯୋଜନା ରେ କାର୍ଡ , ଭୁମିହୀନ କୁ ସରକାରୀ ଜାଗା ପାଇବା ନିମନ୍ତେ ଆବେଦନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନି ।

ଏନେଇ ଏନଏସି ରେ ବାରମ୍ବାର ଅବଗତ କରି ଆସୁଥିଲେ ମଧ୍ୟ ରଣପୁର ଏନଏସି ର ୧୫ ଟି ଓାର୍ଡ ର ଶହଶହ ଯୋଗ୍ୟ ହିତାଧିକାରୀ ନିରାଶ ହୋଇଛନ୍ତି । ଦୀର୍ଘଦିନ ର ପୁଞ୍ଜିଭୁତ ଅସନ୍ତୋଷ ଆଜି ପ୍ରତିଫଳନ ହୋଇଛି ବୋଲି ଉପସ୍ଥିତ ହିତାଧିକାରୀ ପ୍ରକାଶ କରିଛନ୍ତି । ପ୍ରତି ସାହି ରେ ଡ୍ରେନ ନିର୍ମାଣ କେଉଁଠି ଆଦୌ ହୋଇନି ତ କେଉଁଠି ଅଧାପନ୍ତରିଆ ହୋଇ ପଡିଛି । ପ୍ରତି ସାହି କୁ ସଂଯାଗୀ କରଣ ରାସ୍ତା ନାହିଁ । ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ଉଦେଶ୍ୟ ରେ ସରକାର ମୁକ୍ତା ଯୋଜନା ପ୍ରଚଳନ କରିଥିଲେ ମଧ୍ୟ ଉକ୍ତ ଯୋଜନା ରେ ଆସୁଥିବା କାର୍ଯ୍ୟ କୁ ଠିକାଦାର ଙ୍କୁ ପ୍ରଦାନ କରାଯାଇ ମହିଳା ଙ୍କୁ ଉପେକ୍ଷା କରାଯାଉଛି । ଏପରିକି ଲକ୍ଷାଧିକ ଟଙ୍କା ହରିଲୁୃଟ କରାଯାଉଛି ବୋଲି ଉପସ୍ଥିତ ଜନସାଧାରଣ ଉଦବେଗ ପ୍ରକାଶ କରିଥିଲେ ।

ଏଥିସହ ରଣପୁର ଡାକ୍ତରଖାନା ରେ ଜଣେ ଶିଶୁ ରୋଗ ବିଶେଷଜ୍ଞ ଓ ଭେଷଜ ବିଶେଷଜ୍ଞ ଙ୍କୁ ନିଯୁକ୍ତି , ଜଗନ୍ନାଥ ସଡକ କୁ ଜାତୀୟ ରାଜ୍ୟପଥ ର ମାନ୍ୟତା , ଦୁଇଟି ଜାତୀୟ ରାଜପଥ କୁ ସଂଯୋଗ କରୁଥିବା ରାଜସୁନାଖଳା- ଚାନ୍ଦପୁର ରାସ୍ତା ରେ ସଂନ୍ଧ୍ୟା ପରେ ବସ ଚଳାଚଳ ସୁବିଧା ନଥିବାରୁ ଏଦିଗରେ ରାଜ୍ୟ ସରକାର ଙ୍କ ପରିବହନ ବିଭାଗ ଦୃଷ୍ଟି ଦେବା ଦିଗରେ ଆଲୋଚନା ହୋଇଥିଲା ।ଉକ୍ତ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିବା ପୁର୍ବତନ ଏନଏସି ଉପାଧ୍ୟକ୍ଷ ଙ୍କ ନେତୃତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ୭୦୦ ରୁ ଉର୍ଦ୍ଧ ଜନସାଧାରଣ ଯୋଗ ଦେଇ ନିଜର କ୍ଷୋଭ ପ୍ରକାଶ କରିଥିଲେ । ସ୍ଥାନୀୟ ଅଂଚଳ ର ସମସ୍ୟା ଓ ସରକାରୀ ଯୋଜନା ରୁ ବଂଚିତ ଜନସାଧାରଣ ଙ୍କ ଏହି ବୈଠକ ରେ ଆଲୋଚିତ ସମସ୍ତ ପ୍ରସଂଗ କୁ ନେଇ ଏକ ଦସ୍ତଖତ ସମ୍ବଳିତ ଦାବୀପତ୍ର ଜିଲ୍ଲା ପ୍ରଶାସନ

ମୁଖ୍ୟ ଶାସନ ସଚିବ , ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଙ୍କୁ ପ୍ରଦାନ ପରେ ଯଦି କୌଣସି ସମସ୍ୟା ର ସମାଧାନ ନହୁଏ ତେବେ ଏହାକୁ ନେଇ ବ୍ୟାପକ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି କାର୍ଯ୍ୟକ୍ରମ ର ନେତୃତ୍ୱ ନେଉଥିବା ଶ୍ରୀ ପ୍ରହରାଜ ସମାଜ କୁ ସୁଚନା ଦେଇଛନ୍ତି । ଅପରପକ୍ଷରେ ଏନେଇ ଏନଏସି ଅଧିକାରୀ ଅପର୍ଣ୍ଣା ଡାଙ୍ଗୁଆ ଙ୍କ ସହ ଯୋଗାଯୋଗ ପରେ ସେ ତାଙ୍କ ପ୍ରତିକ୍ରିୟା ରେ ଜଣାଇଛନ୍ତି ଯେ , ଯେତିକି ହିତାଧିକାରୀ ଙ୍କ ତାଲିକାରେ ନାମ ଅଛି ସମସ୍ତ ଙ୍କୁ ଭତା ଯୋଗାଇ ଦିଆଯାଇଛି ଯଦି କିଛି ବ୍ୟକ୍ତି ରହିଥିବେ ମଞ୍ଜୁର ହୋଇ ଆସିଲେ ପାଇପାରିବେ । ବାକି ଯେଉଁ ମୁକ୍ତା ଯୋଜନା ପ୍ରସଂଗ ଉଠୁଛି ସେଥିରେ କିଛି ବ୍ୟତିକ୍ରମ ହୋଇନି ଏବଂ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟ ପର୍ଯ୍ୟାୟକ୍ରମେ ହେବ ବୋଲି ଜଣାଇଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜଟଣୀ ଗଣେଶ ପୂଜାରେ ସନ୍ଧ୍ୟା ଆଳତି କଲା”ମୋ ପରିବାର”

ଜଟଣୀ ଗଣେଶ ପୂଜାରେ ସନ୍ଧ୍ୟା ଆଳତି କଲା”ମୋ ପରିବାର”

September 24, 2026
‘ଦମନ’ ଅଭିଯାନରେ ଅପରାଧୀ ଓ ଅସାମାଜିକଙ୍କ ବିରୋଧରେ କଡ଼ା ପଦକ୍ଷେପ

‘ଦମନ’ ଅଭିଯାନରେ ଅପରାଧୀ ଓ ଅସାମାଜିକଙ୍କ ବିରୋଧରେ କଡ଼ା ପଦକ୍ଷେପ

September 24, 2026
ଭୂମି ଅଧିକାର ଓ ବସ୍ତି ଉଛେଦ ବନ୍ଦ କରିବା ଦାବିରେ ମିଳିତ ମଞ୍ଚ ପକ୍ଷରୁ ବିଶାଳ ବିକ୍ଷୋଭ

ଭୂମି ଅଧିକାର ଓ ବସ୍ତି ଉଛେଦ ବନ୍ଦ କରିବା ଦାବିରେ ମିଳିତ ମଞ୍ଚ ପକ୍ଷରୁ ବିଶାଳ ବିକ୍ଷୋଭ

September 24, 2026
ଲୋକଙ୍କ ଜୀବନର ସୁରକ୍ଷା ପାଇଁ ସର୍ବୋଚ୍ଚ ସ୍ତରର ପ୍ରସ୍ତୁତି ପାଇଁ ମୁଖ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ,୩୩ ଓଡ୍ରାଫ୍ ଟିମ୍ ମୃତୟନ

ଲୋକଙ୍କ ଜୀବନର ସୁରକ୍ଷା ପାଇଁ ସର୍ବୋଚ୍ଚ ସ୍ତରର ପ୍ରସ୍ତୁତି ପାଇଁ ମୁଖ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ,୩୩ ଓଡ୍ରାଫ୍ ଟିମ୍ ମୃତୟନ

September 24, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜଟଣୀ ଗଣେଶ ପୂଜାରେ ସନ୍ଧ୍ୟା ଆଳତି କଲା”ମୋ ପରିବାର”

ଜଟଣୀ ଗଣେଶ ପୂଜାରେ ସନ୍ଧ୍ୟା ଆଳତି କଲା”ମୋ ପରିବାର”

September 24, 2026
‘ଦମନ’ ଅଭିଯାନରେ ଅପରାଧୀ ଓ ଅସାମାଜିକଙ୍କ ବିରୋଧରେ କଡ଼ା ପଦକ୍ଷେପ

‘ଦମନ’ ଅଭିଯାନରେ ଅପରାଧୀ ଓ ଅସାମାଜିକଙ୍କ ବିରୋଧରେ କଡ଼ା ପଦକ୍ଷେପ

September 24, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version