• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମହାଦେବ ଗୃହ ନିର୍ମାଣ ଉପସ୍ଥାପନ କରୁଛି ମହାଦେବ ଗ୍ରୀନ୍‌ସ : କଟକର ତ୍ରିଶୁଳିଆରେ ଆଧୁନିକ ଜୀବନର ପ୍ରତୀକ

Proprietor Abhimanyu Maharana by Proprietor Abhimanyu Maharana
September 20, 2023
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍
0
ମହାଦେବ ଗୃହ ନିର୍ମାଣ ଉପସ୍ଥାପନ କରୁଛି ମହାଦେବ ଗ୍ରୀନ୍‌ସ : କଟକର ତ୍ରିଶୁଳିଆରେ ଆଧୁନିକ ଜୀବନର ପ୍ରତୀକ
Share on FacebookShare on TwitterWhatsapp

୧୯ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ଅସାଧାରଣ ବାସସ୍ଥାନ ନିର୍ମାଣର ପ୍ରତିବଦ୍ଧତା ପାଇଁ ପରିଚିତ ମହାଦେବ ଗୃହ ନିର୍ମାଣ ପ୍ରାଇଭେଟ୍ ଲିମିଟେଡ୍ ନିଜର ପ୍ରମୁଖ ପ୍ରକଳ୍ପ ମହାଦେବ ଗ୍ରିନ୍‌ସର ଶୁଭାରମ୍ଭ କରି ଆନନ୍ଦିତ । ଭୁବନେଶ୍ୱର-କଟକ ମଝିରେ ତ୍ରୁଶୁଳିଆର ଆବାସିକ କେନ୍ଦ୍ରରେ ଅବସ୍ଥିତ ଏବଂ ୨.୮ ଏକର ବିଶାଳ ଜମିରେ ନିର୍ମିତ ଏହି ଯୋଜନାବଦ୍ଧ ବିକାଶ ଅତୁଳନୀୟ ବିଳାସ ଓ ସୁବିଧାଜନକ ଜୀବନଶୈଳୀର ପ୍ରତିଶ୍ରୁତି ଦେଉଛି । ମହାଦେବ ଗ୍ରିନ୍‌ସ ଏହି ଅଂଚଳରେ ଆଧୁନିକ ଜୀବନଶୈଳୀକୁ ବଦଳାଇବାକୁ ଯାଉଛି ଯାହା ସମସାମୟିକ ଡିଜାଇନ ଓ ପ୍ରାକୃତିକ ଶାନ୍ତିର ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ମିଶ୍ରଣ ପ୍ରଦାନ କରୁଛି । ଚଳିତ ମାସରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି ଏବଂ ଜୁନ୍ ୨୦୨୭ରେ ଡେଲିଭରି ପ୍ରଦାନ କରିବାର ଆଶା ରଖାଯାଇଛି ।

ମହାଦେବ ଗ୍ରିନ୍‌ସରେ ୨୫୭ଟି ସୁଚିନ୍ତିତ ଡିଜାଇନ୍ ଆପାର୍ଟମେଂଟ୍ ରହିବ ଯାହା ଭବିଷ୍ୟତର ବାସିନ୍ଦାଙ୍କ ବିବିଧ ଆବଶ୍ୟକତା ପୂରଣ କରିବ । ୨୦୨୩ ସେପ୍ଟେମ୍ବର ୧୯ରୁ ମହାଦେବ ଗ୍ରିନ୍‌ସ ପାଇଁ ବୁକିଂ ଆରମ୍ଭ ହେଉଥିବାରୁ ସମ୍ଭାବ୍ୟ ଗ୍ରାହକମାନେ ସେମାନଙ୍କ କ୍ୟାଲେଣ୍ଡରରେ ଚିହ୍ନ ଦେଇ ରଖିପାରିବେ । ଏହି ପ୍ରକଳ୍ପରେ ଚାରିଟି ଭିନ୍ନ ବିକଳ୍ପ ରହିଛି-୨ ବିଏଚ୍‌କେ, ୩ ବିଏଚ୍‌କେ, ୩.୫ ବିଏଚ୍‌କେ ଏବଂ ୪.୫ ବିଏଚ୍‌କେ ଫ୍ଲାଟ୍ ଯାହାର ମୂଲ୍ୟ ୬୦.୭୫ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି, ଏଥିରେ ପ୍ରତ୍ୟେକ ଗ୍ରାହକଙ୍କ ପାଇଁ ଏକ ଉପଯୁକ୍ତ ଘର ରହିଛି । ମହାଦେବ ଗୃହ ନିର୍ମାଣର ନିର୍ଦ୍ଦେଶକ ସୁନୀଲ କୁମାର ସରଳିଆ କହିଛନ୍ତି, ତ୍ରିଶୁଳିଆ ଟ୍ୱିନ୍ ସିଟିର ପରବର୍ତୀ ଆବାସିକ କେନ୍ଦ୍ର ଭାବେ ଉଭା ହେଉଛି । ଆମେ ଏହି ପରିବର୍ତନର ଅଂଶ ହେବାକୁ ଏବଂ ମହାଦେବ ଗ୍ରୀନ୍‌ସକୁ ଏହି ଉଦୀୟମାନ ସ୍ଥାନକୁ ଆଣିବା ପାଇଁ ଉତ୍ସାହିତ ।

ଭୁବନେଶ୍ୱର ଓ ଭୁବନେଶ୍ୱର ମଧ୍ୟରେ ଏହାର ଗୁରୁତ୍ୱପୂର୍ଣ୍ଣ ଲୋକେସନ୍ ସହିତ ତ୍ରିଶୁଳିଆ ମଧ୍ୟ ଦ୍ରୁତ ଅଭିବୃଦ୍ଧି ପାଇଁ ପ୍ରସ୍ତୁତ ଏବଂ ଆମେ ଆମ ପ୍ରକଳ୍ପ ମହାଦେବ ଗ୍ରୀନ୍‌ସକୁ ଏହି ପରିବର୍ତନର ଏକ ମୁଳଦୁଆ ଭାବରେ ପରିକଳ୍ପନା କରୁଛୁ ଯାହା ବାସିନ୍ଦାଙ୍କୁ କେବଳ ଏକ ଘର ନୁହେଁ ବରଂ ଏକ ଜୀବନଶୈଳୀ ପ୍ରଦାନ କରୁଛି । ଏହି ପ୍ରକଳ୍ପକୁ ଏହାର ବାସିନ୍ଦାଙ୍କ ଜୀବନର ଗୁଣବତା ବୃଦ୍ଧି କରିବା ପାଇଁ ଡିଜାଇନ୍ କରାଯାଇଥିବା ବେଳେ ଅନକେ ଅସାଧାରଣ ବୈଶିଷ୍ଟ ଏହାକୁ ଭିନ୍ନ କରିପାରିଛି । ପ୍ରତ୍ୟେକ ଆପାର୍ଟମେଂଟ୍ ପ୍ରାକୃତିକ ଆଲୋକ ଏବଂ ବାୟୁ ପ୍ରବାହକୁ ସର୍ବାଧିକ କରିବା, ଏକ ସତେଜ ପରିବେଶ ସୁନିଶ୍ଚିତ କରିବା ପାଇଁ ଚିନ୍ତା କରି ଡିଜାଇନ୍‌ କରାଯାଇଛି । ଅଧିକାଂଶ ଫ୍ଲାଟ୍ ତିନି ପଟୁ ଖୋଲା ରହିବ, ପାନୋରାମିକ୍ ଦୃଶ୍ୟ ଏବଂ ପ୍ରାକୃତିକ ଆଲୋକ ବ୍ୟବସ୍ଥା ରହିଛି ।

ପାରମ୍ପରିକ ନୀତି ଅନୁଯାୟୀ ପ୍ରତ୍ୟେକ ଫ୍ଲାଟ୍ ବାସ୍ତକୁ ନିୟମ କୁ ଅନୁସରଣ କରିବା ସହ ଡିଜାଇନ୍ ସମନ୍ୱୟକୁ ପ୍ରୋତ୍ସାହିତ କରୁଛି । ଅନ୍ୟାନ୍ୟ ଅର୍ଥଯୁକ୍ତ ସୁବିଧା ମଧ୍ୟରେ ସମସ୍ତ ଫ୍ଲାଟରେ ଉତ୍ସର୍ଗୀକୃତ ପୂଜା ସ୍ଥାନ, ଅତିରିକ୍ତ ସୁବିଧା ପାଇଁ ଶୌଚାଳୟ ସହିତ ଡ୍ରାଇଭର ବିଶ୍ରାମ ଗୃହ ଏବଂ ଚଉଡା କରିଡର ଅନ୍ତର୍ଭୁକ୍ତ ଯାହା ଖୋଲାପଣର ଭାବନାକୁ ବଢ଼ାଇଥାଏ । ପର୍ଯ୍ୟାପ୍ତ ଲିଫ୍ଟ ଥିବାରୁ ବାସିନ୍ଦାମାନଙ୍କ ଅପେକ୍ଷା ସମୟ କମ୍ ରହିବ । ଅନେକ ଫ୍ଲାଟ୍‌ରୁ ନଦୀ ଓ ସବୁଜ ପରିବେଶର ପ୍ରକୃତିକ ଦୃଶ୍ୟ ଦେଖାଯିବ ଯାହା ମନ ମଧ୍ୟରେ ଶାନ୍ତି ପ୍ରଦାନ କରିବ । ମହାଦେବ ଗ୍ରିନ୍‌ସ ମଧ୍ୟ ପ୍ରକୃତିକୁ ଗ୍ରହଣ କରିଛି । ଏଥିରେ ୬୮ ପ୍ରତିଶତ ଖୋଲା ସ୍ଥାନ ଓ ଲ୍ୟାଣ୍ଡ୍‌ସ୍କେପ୍ ବଗିଚା ରହିଛି । ଏହି ପ୍ରକଳ୍ପରେ ଅଗ୍ନିନିର୍ବାପକ ବ୍ୟବସ୍ଥା, ୨୪ ଘଂଟିଆ ସିସିଟିଭି ନିରୀକ୍ଷଣ, ଇଂଟରକମ୍ ସୁବିଧା, ପର୍ଯ୍ୟଟକ ଓ ଆମ୍ବୁଲାନ୍ସ ପାର୍କିଂ, ବର୍ଷା ଜଳ ସଂରକ୍ଷଣ ଏବଂ କମନ୍ ଏରିଆ ପାଇଁ ଶତ ପ୍ରତିଶତ ପାୱାର ବ୍ୟାକ୍‌ଅପ୍ ଭଳି ସୁବିଧାର ସୁଯୋଗ ଓ ସ୍ଥାୟିତ୍ୱ ଉପରେ ଗୁରୁତ୍ୱାରୋପ କରାଯାଇଛି ।

ଏହା ବ୍ୟତୀତ ଇଭି ଚାର୍ଜିଂ ଆଉଟ୍‌ଲେଟ୍‌, ଜଳ ବିଶୋଧନ ପ୍ଲାଂଟ୍‌, ପ୍ରଦୂଷଣ ମୁକ୍ତ ପରିବେଶ ଏକ ଆଧୁନିକ ଓ ପରିବେଶ ସଚେତନ ଜୀବନଶୈଳୀ ପ୍ରଦାନ କରୁଛି । ମହାଦେବ ଗ୍ରିନ୍‌ସର ବ୍ଲକ୍ ଡି ୩୩୦୦ ମିଲିମିଟରର ଏକ ଉଲ୍ଲେଖନୀୟ ଉଚ୍ଚତା ଏବଂ ଦକ୍ଷ ମେକାନିକାଲ୍ ଷ୍ଟାକ୍‌ ପାର୍କିଂ ସୁବିଧା ପ୍ରଦାନ କରୁଛି ଯାହା ଭବ୍ୟତା ଓ ଖୋଲା ସ୍ଥାନରେ ଉନ୍ନତି ଆଣୁଛି । ଏଥିରେ ବିଶ୍ରାମ ଓ ମନୋରଂଜନ ପାଇଁ କ୍ଲବ୍ ହାଉସ୍‌ରେ ଇନ୍‌ଡୋର ସ୍ୱିମିଂ ପୁଲ୍‌, ବାଷ୍ପ କିମ୍ବା ସଉନା ରୁମ୍‌, ମଲ୍‌ଟି ପର୍‌ପସ୍‌, ଇନ୍‌ଡୋର୍ ଗେମ୍ ରୁମ୍‌, କାର୍ଡ ରୁମ୍‌, ଲାଇବ୍ରେରୀ, ଅତ୍ୟାଧୁନିକ ଜିମ୍ନାସିୟମ ଏବଂ ସମ୍ପୂର୍ଣ୍ଣ ସୁସଜ୍ଜିତ ଗେଷ୍ଟ ରୁମ୍ ଭଳି ଅନେକ ବିଶ୍ୱସ୍ତରୀୟ ସୁବିଧା ଉପଲବ୍ଧ ହେବ । ମହାଦେବ ଗ୍ରିନ୍‌ସ କେବଳ ଏକ ଆବାସିକ ପ୍ରକଳ୍ପ ନୁହେଁ ଏହା ହେଉଛି ଜୀବନଶୈଳୀର ଏକ ପ୍ରତୀକ ଯେଉଁଠାରେ ବିଳାସ, ସୁବିଧା ଏବଂ ପ୍ରାକୃତି ସୌହାର୍ଦ୍ୟପୂର୍ଣ୍ଣ ଭାବେ ସହାବସ୍ଥାନ କରୁଛନ୍ତି । ଅଧିକ ବିବରଣୀ ପାଇଁ ପରିଦର୍ଶନ କରନ୍ତୁ :   www.mahadevgreens.com

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

May 6, 2026
ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

May 6, 2026

Recent News

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

May 6, 2026
ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

May 6, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version