No Result
View All Result
୧୯ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା :-> ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଉମା ମହେଶ୍ଵର ଅଟୋ ଆସୋସିଏସନ୍ ବାଲୁଗାଁ -ବାଣପୁର ଆନୁକୁଲ୍ୟରେ ପ୍ରତିବର୍ଷ ଭଳି ଏବର୍ଷ ବିଶ୍ଵକର୍ମା ପୂଜା ୧୭ ତାରିଖରୁ ଆରମ୍ଭ ହୋଇ ୩ ଦିନ ପର୍ଯ୍ୟନ୍ତ ଚାଲିଛି । ଏହି ପୂଜା ଅବସରରେ ୩ଦିନ ଧରି ବାଦି ପାଲା ଚାଲୁଅଛି,

ଏ ବର୍ଷ ଖୋର୍ଦ୍ଧା ରୁ ଗଗନ ବିହାରୀ ମହାପାତ୍ର ଗାୟକ ଏବଂ କଣାସରୁ ଲମ୍ବୋଦର ବେହେରା ଗାୟକ ଦୁଇଟି ପାଲା ଦଳ ତାଙ୍କର ପାଲା ୩ ଦିନ ଧରି ବାଦି ପାଲା ପରିବେଷଣ କରିଥିଲେ। ଏହି ପୂଜା ରେ ସଭାପତି ବିଜୟ ବିଶ୍ଵାଳ ଙ୍କ ସହିତ ଅଟୋ ଆସୋସିଏସନ୍ ବାଲୁଗାଁ -ବାଣପୁର ର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।


No Result
View All Result