No Result
View All Result
୧୮ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚାନ୍ଦପୁର :-> ସୋମବାର ସକାଳେ ଉଜଳା ଗୋପୀନାଥ ପୁର ଗ୍ରାମରେ ଜଣେ ବ୍ୟକ୍ତିଙ୍କର ଛାତ ନିର୍ମାଣ ପାଇଁ କଙ୍କ୍ରିଣ୍ଟ ଢଳେଇ କାମ ଆରମ୍ଭ ହୋଇଥିଲା। ଏହି ସମୟରେ ଢଲେଇ କୁ ମଜବୁତ କରିବା ପାଇଁ କରେଣ୍ଟ ଭାଇବ୍ରେଟର ଚଳା ଯାଇଥିଲା ।

ତେବେ ଭାଇବ୍ରେଟରରେ ବିଦ୍ୟୁତ ଲିକ ହେବାରୁ ଭାଇବ୍ରେଟର ଚଲାଉଥିବା ଅନିଲ ବାରିକ ( ୨୮ ) ବିଦ୍ୟୁତ ସଂସ୍ପୃସରେ ଆସିଯାଇଥିଲେ।ଫଳରେ ସେ ଗୁରୁତର ହୋଇ ପଡ଼ିଥିଲେ। ତାଙ୍କର ସାଥି ମାନେ ଅନିଲକୁ ଆଣି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରାଯାଇଥିଲା ।ଅନିଲକୁ ଚିକିତ୍ସ ପରେ ଘରକୁ ଛାଡି ଦିଆଯାଇଛି।

No Result
View All Result