୧୧ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ବାଲୁଗାଁ :-> ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ରେ GST ରେଡ଼ ଏକ ମାର୍ବଲ ଦୋକାନୀ ଙ୍କ ଘର ଓ ନିଜ ବାସଭବନ ସର୍ଚ୍ଚ ଅପରେସନ ଚାଲିଛି l ଅଳ୍ପ କେଇଟା ବର୍ଷ ଭିତରେ ରେ ଏତେ ଗୁଡ଼ାଏ ସମ୍ପତି କିପରି ହେଲl ତାହା ବର୍ତମାନ ଲୋକଙ୍କୁ ଅlର୍ଚଯ୍ୟ କରୁଛି l ଘନଶ୍ୟlମ ବାଲୁଗାଁ ଚିଲିକା ରୋଡ଼ ସ୍ଥିତ ଶ୍ରୀ ମାର୍ବଲ ସୋ ରୁମ ସହିତ ନିଜ ବାସଭବନ ସୂର୍ଯ୍ୟନଗର ରେ ରେଡ ଚାଲିଥିବା ବେଳେ, ଘନଶ୍ୟାମ ଙ୍କ ମାର୍ବଲ ଦୋକାନ ଓ ଜମିବାଡ଼ି ଦେଣ ନେଣ ବ୍ୟାପାର ରେ ଅନିୟମିତତା ଏବଂ GST ଫାଙ୍କିବା ସୂଚନା ଆଧାରରେ ଖୋର୍ଦ୍ଧା ଜଟଣୀ,

ଭୁବନେଶ୍ୱର ଓ କଟକ ରୁ ଛବିଶ ଜଣିଆ GST ଟିମ ସହିତ ପ୍ରୋଟେକ୍ସନ ପାଇଁ କିଛି ବନ୍ଧୁକ ଧାରୀ ଫୋର୍ସ ଆସିଥିବା ଦେଖିବାକୁ ମିଳିଥିଲା l GST ଅଫିସର ମାନେ ତନ୍ନ ତନ୍ନ କରି ସର୍ଚ୍ଚ ଅପରେସନ ଜାରି ରଖିଥବା ବେଳେ କଣ କଣ ଓ କେତେ ସବୁ ସମ୍ପତି ତାଙ୍କ ନାମରେ ରହିଛି ସେସବୁକୁ ତଦନ୍ତ ଶେଷରେ ଦେବେ ବୋଲି କହିଛନ୍ତି ଅଫିସର ମାନେ l

କିନ୍ତୁ ନିଜ ଗ୍ରାମ କୋଦପୁର ରେ ହୋଇଥିବା ବେଳେ ସେ ଅଳ୍ପ କେଇଟା ବର୍ଷ ଭିତରେ ସୂର୍ଯ୍ୟ ନଗରରେ ତିନି ମହଲା ବାସଭବନ ଘର ସହିତ ଭୁବନେଶ୍ୱର, ବାଲୁଗାଁ ସମେତ ଅନେକ ସ୍ଥାନରେ ବ୍ୟବସାୟୀକ ପ୍ରତିଷ୍ଠାନ ସହିତ ଘର ଜାଗା ରହିଛି ଯାହା ସୂଚନା ରହିଛି l ସବୁଠାରୁ ରୋଚକ ଖବର ଶୁଣିବାକୁ ମିଳୁଛି ଘନଶ୍ୟାମ ଙ୍କ ପାର୍ଟନର ବାଲୁଗାଁ ଅଂଚଳ ର ବ୍ୟବସାୟୀ ମାଲେଶ୍ୱର୍ ପାତ୍ର ନିଜର ଘର, ଦୋକାନ ଏବଂ ଲଜ ଚାବି ପକାଇ କେଉଁ ଆଡେ ଚାଲି ଯାଇଥିବା ଦେଖିବାକୁ ମିଳିଛି।
















