• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସ୍ଥାପତ୍ୟ ଜ୍ଞାନ ଓ ଆସନ୍ତାକାଲିର ନକ୍ସା ସହ ଆଇଆଇଏ ଲିଡରସିପ୍ କନ୍‌କ୍ଲେଭ୍‌ ଆଣ୍ଡ୍ ଡିଜାଇନ୍ କାର୍ନିଭାଲ୍ ୨୦୨୩ର ସମାପନ

Proprietor Abhimanyu Maharana by Proprietor Abhimanyu Maharana
September 10, 2023
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ସ୍ଥାପତ୍ୟ ଜ୍ଞାନ ଓ ଆସନ୍ତାକାଲିର ନକ୍ସା ସହ ଆଇଆଇଏ ଲିଡରସିପ୍ କନ୍‌କ୍ଲେଭ୍‌ ଆଣ୍ଡ୍ ଡିଜାଇନ୍ କାର୍ନିଭାଲ୍ ୨୦୨୩ର ସମାପନ
Share on FacebookShare on TwitterWhatsapp

୧୦ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଆର୍କିଟେକ୍ଟସ୍ (ଆଇଆଇଏ), ଓଡ଼ିଶା ଚାପ୍ଟର ପକ୍ଷରୁ ଆୟୋଜିତ ଆଇଆଇଏ ଲିଡରସିପ୍ କନ୍‌କ୍ଲେଭ୍ ଆଣ୍ଡ୍ ଡିଜାଇନ୍ କାର୍ନିଭାଲ୍ ୨୦୨୩ ପ୍ରବଳ ଉତ୍ସାହ ସହ ଦ୍ୱିତୀୟ ଦିନରେ ପ୍ରବେଶ କରିଛି । ଦ୍ୱିତୀୟ ଦିନରେ ବୁଦ୍ଧିଜୀବୀଙ୍କ ଅଧିବେଶନ, ସମ୍ମାନଜନକ ବକ୍ତା, ପୁସ୍ତକ ଉନ୍ମୋଚନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଇଆଇଏ ଓଡ଼ିଶା ଚାପ୍ଟରର ଅଧ୍ୟକ୍ଷ ଏଆର୍‌. ସ୍ୱପ୍ନଦତ ମହାନ୍ତିଙ୍କ ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଆଇଆଇଏର ସଭାପତି ଏଆର୍‌. ବିଳାସ ଅଭଚତ୍‌ ଯୋଗ ଦେଇ ନିଜର ମତ ବ୍ୟକ୍ତ କରିଥିଲେ । ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଆର୍କିଟେକ୍ସର ଯୁଗ୍ମ ସଂପାଦକ ଏଆର୍‌. ଅକ୍ଷୟ ବେଉରିଆ ହାର୍ଦ୍ଦିକ ଧନ୍ୟବାଦ ଅର୍ପଣ କରିବା ସହ ସସମସ୍ତ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଆଇଆଇଏ ଲିଡରସିପ୍ କନ୍‌କ୍ଲେଭ୍ ଆଣ୍ଡ୍ ଡିଜାଇନ୍ କାର୍ନିଭାଲ୍ ୨୦୨୩ର ଦ୍ୱିତୀୟ ଦିବସରେ ଅଂଶଗ୍ରହଣକାରୀମାନେ ବିଭିନ୍ନ ଅଧିବେଶନ ଓ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।

“ଆଇଆଇଏ ସମ୍ବିଧାନ ଓ ବାଇଲ’କୁ ବୁଝିବା’ ଉପରେ ପ୍ରଥମ ଅଧିବେଶନ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଏଆର୍‌. ଦିବ୍ୟ କୁଷ, ଏଆର୍‌. ଜିତ୍ ଗୁପ୍ତା ଏବଂ ଏଆର୍‌. ପ୍ରକାଶ ଦେଶମୁଖ ଅନୁଷ୍ଟାନର ପରିଚାଳନା ନୀତି ଉପରେ ଆଲୋକପାତ କରିଥିଲେ । ଏହା ପରେ ଦ୍ୱିତୀୟ ଅଧିବେଶନରେ ଏଆର୍‌. ସି ଆର୍ ରାଜୁ, ଓ ଆଇଆଇଏର ଚାର୍ଟାର୍ଡ ଆକାଉଟାଂଟ୍ ଚାପ୍ଟର, କେନ୍ଦ୍ର, ଉପ କେନ୍ଦ୍ରଗୁଡ଼ିକର କର୍ମକର୍ତାଙ୍କ ଭୂମିକା ଓ ଦାୟିତ୍ୱ ବିଷୟରେ ଆଲୋଚନା କରିଥିଲେ ଯାହା ଅନୁଷ୍ଠାନ ପରିଚାଳନାର ଏକ ବ୍ୟାପକ ଦୃଷ୍ଟିକୋଣ ପ୍ରଦାନ କରିଥିଲା । ଏହି ଦିବସରେ ଅପୂର୍ବା ବୋଷ ଦତା ଓ ଏଆର୍ ଜିତ ଗୁପ୍ତାଙ୍କ ଦୁଇଟି ପୁସ୍ତକ ଉନ୍ମୋଚନ କରାଯାଇଥିଲା ଯାହା ସ୍ଥାପତ୍ୟ ସମୁଦାୟରେ ସ୍ଥାପତ୍ୟ ଜ୍ଞାନର ଗଭୀରତାକୁ ଜଣାଉଛି । ତୃତୀୟ ଅଧିବେଶନରେ “ଆଇଆଇଏର ନୂଆ ଅଭିଯାନ’ ସମ୍ପର୍କରେ ଆଲୋଚନା ହୋଇଥିଲା ଯାହା ଅନୁଷ୍ଠାନର ଭବିଷ୍ୟତ କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଥିଲା ।

ସମ୍ବିଧାନ ବାଇଲ’ ଉପରେ ଏଆର୍‌. ଦିବ୍ୟ କୁଷ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ । ଏହି ଅଧିବେଶ ଅଂଶଗ୍ରହଣକାରୀଙ୍କୁ ସମୃଦ୍ଧ କରିବା ଓ ଜ୍ଞାନର ଆଦାନପ୍ରଦାନରେ ସହାୟକ ହୋଇଥିଲା । ବିଶିଷ୍ଟ ବ୍ୟକ୍ତିଙ୍କୁ ନେଇ ଅନୁଷ୍ଠିତ ପ୍ୟାନେଲ ଆଲୋଚନା କାର୍ଯ୍ୟକ୍ରମରେ ଗଭୀରତା ଯୋଡ଼ିବା ସହ ଚିନ୍ତାଧାରା ଓ ଦୃଷ୍ଟିକୋଣର ଅର୍ଥପୂର୍ଣ୍ଣ ଆଦାନପ୍ରଦାନ କରିବାରେ ସହାୟକ ହୋଇଥିଲା । ରାତିରେ ଆଇଆଇଏ ଲିଡରସିପ୍ କନ୍‌କ୍ଲେଭ୍ ଆଣ୍ଡ୍ ଡିଜାଇନ୍ କାର୍ନିଭାଲ୍ ୨୦୨୩ ପକ୍ଷରୁ ଉଲ୍ଲେଖନୀୟ ସ୍ଥପତିଙ୍କୁ ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଥିଲା । ୧୯୭୨ ପରଠାରୁ କାର୍ଯ୍ୟ କରୁଥିବା ଓଡ଼ିଶାର ପ୍ରଥମ ମହିଳା ପ୍ରାକ୍ଟିସିଂ ସ୍ଥପତି ଏଆର୍‌. ଗୀତା ପଟ୍ଟନାୟକଙ୍କୁ ଦି ଓଟୋ କୋଏନସବର୍ଗର ଲାଇଫ୍‌ଟାଇମ୍ ଆଚିଭମେଂଟ୍ ପୁରସ୍କାର ପ୍ରଦାନ କରାଯାଇଥିଲା । ୧୯୭୬ରୁ ଶିକ୍ଷାବିତ ଓ ପ୍ରାକ୍ଟିସନର ଭାବେ କାର୍ଯ୍ୟ କରୁଥିବା ଏଆର୍‌. ସତ୍ୟ ନାରାୟଣ ଆଚାର୍ଯ୍ୟଙ୍କୁ ସ୍ଥାପତ୍ୟ କ୍ଷେତ୍ର ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ କେ ବି ମହାପାତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା ।

 

ଏଆର୍‌. ଶ୍ରୀକାନ୍ତ ପାଇକରାୟଙ୍କୁ ଆର୍କିଟେକ୍ଟ ଅଫ୍ ଦି ଇୟର ପୁରସ୍କାର ଏବଂ ଏଆର୍‌. ସୌରାଷ୍ଟ୍ର ଦାସଙ୍କୁ ୟଙ୍ଗ ଆର୍କିଟେକ୍ଟ ଅଫ୍ ଦି ଇୟର ପୁରସ୍କାର ପ୍ରଦାନ କରାଯାଇଥିଲା । ଜାତୀୟ ସ୍ତରର ବିଚାରକ ମଣ୍ଡଳୀ ପୁରସ୍କାର ପାଇଁ ବିଜେତା ଚୟନ କରିଥିଲେ । ଡିଜାଇନ କାର୍ନିଭାଲ ୨୦୨୩ର ଉଦଯାପନୀ ସମାରୋହ ଏକ ଦୁଇଦିନିଆ କାର୍ଯ୍ୟକ୍ରମର ସଫଳ ଆୟୋଜନ ଭାବେ ଅନୁଷ୍ଠିତ ହୋଇଥିଲା ଯାହା ସ୍ଥାପତ୍ୟ, ନବସୃଜନ ଓ ସହଯୋଗିତାକୁ ପାଳନ କରୁଛି । ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଦିବସ ଶେଷ ହୋଇଥିଲା ଯେଉଁଠାରେ ଅଂଶଗ୍ରହଣକାରୀମାନେ ଉତ୍ସବର ପରିବେଶ ଉପଭୋଗ କରିବା ସହ ନେଟ୍‌ୱର୍କିଂ ସୁଯୋଗ ପାଇଥିଲେ । ଆଇଆଇଏ ଲିଡରସିପ୍ କନ୍‌କ୍ଲେଭ୍ ଆଣ୍ଡ୍ ଡିଜାଇନ୍ କାର୍ନିଭାଲ୍ ୨୦୨୩ ହେଉଛି ଅଭିନବ ଚିନ୍ତାଧାରା, ସ୍ଥାପତ୍ୟର ଭବିଷ୍ୟତ ଏବଂ ଚିନ୍ତାଶୀଳ ଆଲୋଚନା କରିବା ପାଇଁ ସ୍ଥପତି, ଅର୍ବାନ ପ୍ଲାନର, ଡିଜାଇନର ଓ ଦୂରଦ୍ରଷ୍ଟାଙ୍କ ପାଇଁ ଏକ ମଂଚ ଭାବେ କାର୍ଯ୍ୟ କରୁଛି । ଜ୍ଞାନର ଆଦାନପ୍ରଦାନ, ମାନ୍ୟତା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଏହି କାର୍ଯ୍ୟକ୍ରମ ବାସ୍ତବରେ ସ୍ଥପତିମାନଙ୍କୁ ସଶକ୍ତ କରିଛି ଏବଂ ଏକ ଉଜ୍ଜ୍ୱଳ ଭବିଷ୍ୟତର ପଥ ପ୍ରଶସ୍ଥ କରିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବର୍ଷାରେ ଓଦା ହୋଇ ଚାଲିଲେ : ମହାପ୍ରଭୁଙ୍କ ନାମରେ କମ୍ପିଲା ବଡଦାଣ୍ଡ

ବର୍ଷାରେ ଓଦା ହୋଇ ଚାଲିଲେ : ମହାପ୍ରଭୁଙ୍କ ନାମରେ କମ୍ପିଲା ବଡଦାଣ୍ଡ

June 20, 2026
ଗୌଡ଼ବାଡ଼ ସାହିରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ

ଗୌଡ଼ବାଡ଼ ସାହିରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ

June 20, 2026
ପୁରୀ ରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ସାମିଲ ହେଲେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ

ପୁରୀ ରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ସାମିଲ ହେଲେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ

June 20, 2026
ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା  

ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା  

June 20, 2026

Recent News

ବର୍ଷାରେ ଓଦା ହୋଇ ଚାଲିଲେ : ମହାପ୍ରଭୁଙ୍କ ନାମରେ କମ୍ପିଲା ବଡଦାଣ୍ଡ

ବର୍ଷାରେ ଓଦା ହୋଇ ଚାଲିଲେ : ମହାପ୍ରଭୁଙ୍କ ନାମରେ କମ୍ପିଲା ବଡଦାଣ୍ଡ

June 20, 2026
ଗୌଡ଼ବାଡ଼ ସାହିରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ

ଗୌଡ଼ବାଡ଼ ସାହିରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ

June 20, 2026
ପୁରୀ ରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ସାମିଲ ହେଲେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ

ପୁରୀ ରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ସାମିଲ ହେଲେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ

June 20, 2026
ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା  

ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା  

June 20, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବର୍ଷାରେ ଓଦା ହୋଇ ଚାଲିଲେ : ମହାପ୍ରଭୁଙ୍କ ନାମରେ କମ୍ପିଲା ବଡଦାଣ୍ଡ

ବର୍ଷାରେ ଓଦା ହୋଇ ଚାଲିଲେ : ମହାପ୍ରଭୁଙ୍କ ନାମରେ କମ୍ପିଲା ବଡଦାଣ୍ଡ

June 20, 2026
ଗୌଡ଼ବାଡ଼ ସାହିରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ

ଗୌଡ଼ବାଡ଼ ସାହିରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ

June 20, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version