୭ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ଏମ ଫର୍ ମ୍ୟୁଜିକ ବ୍ୟାନର ରେ ଆସନ୍ତା କାଲି ରିଲିଜ୍ ହେବାକୁ ଯାଉଛି ସୁପରହିଟ ଗୀତ ମୋର ହେଇଯା ତୁ…ର ଷ୍ଟୁଡିଓ ଭର୍ସନ ଗୀତ ଯାହାର କଣ୍ଠଦାନ କରିଛନ୍ତି ଶୀତଲ କବି ଓ ଏସ,ଜିତୁ ଏବଂ ଲେଖିଛନ୍ତି ମ୍ୟୁଜିକ ଦେଇଛନ୍ତି
ପ୍ରତିଭାବାନ ଯୁବ ସଙ୍ଗୀତ ନିର୍ଦ୍ଦେଶକ ସନ୍ତୋଷ କୁମାର । ଏହି ଗୀତର ରେକଡ଼ିଂ କାମ ଭୁବନେଶ୍ୱର ସ୍ଥିତ ଦୀପ ମ୍ୟୂଜିକ୍ ଷ୍ଟୁଡିଓ ରେ ସରିଥିବା ବେଳେ ଏହାର ପ୍ରଯୋଜକ ଭାବେ ମାମା ସାହୁ ରହିଛନ୍ତି ।















