୪ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> ଶିକ୍ଷା ଏବଂ ଗୁରୁଙ୍କୁ ସମ୍ମାନ ଜଣାଇ ଆମ ସାଥିରେ ପରିବାର ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ପ୍ରତିଷ୍ଠାତ୍ରୀ ଦେବଶ୍ରୀ ଛାଟୋଇ , ପ୍ରଦୀପ୍ତ ନାୟକ , ଦୀପ୍ତି ରଞ୍ଜନ ପରିଡ଼ା, ଗୁରୁ ପ୍ରସାଦ ସାହୂ, ପ୍ରିତିଷ ଦେବତା ଙ୍କ ପ୍ରଚେଷ୍ଟା ରେ ଆଡମ୍ବର ସହକାରେ ଗୁରୁ ଦିବସ ପାଳନ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ସାମ୍ବାଦିକ,କବି, ଲେଖକ, ସାମାଜିକ ସଙ୍ଗଠନ ମାନଙ୍କୁ ଗୁରୁ ସମ୍ମାନ ରେ ସମ୍ମାନୀତ କରା ଯାଇଛି ।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବିଶ୍ୱଜିତ୍ ସୂର୍ଯ୍ୟବଂଶୀ, ଡ଼ଃ ଅଭୟ ପଟ୍ଟନାୟକ , ଯୁବ କର୍ପୋରେଟର ଗଗନ ଓଝା , ଯୁବ ସମାଜ ସେବକ ସୁକାନ୍ତ ସାହାଣୀ, ଶ୍ରୀମତି ସସ୍ମିତା ପଟ୍ଟନାୟକ ,ଏସ କେ କଲିମୁଲା, ସମାଜସେବକ ଗିରିଶ ଭୂୟାଁ, ଆଶୁତୋଷ ଦାସ, ପ୍ରମୁଖ ଯୋଗ ଦେଇଥିଲେ ।

ପ୍ରେମାନନ୍ଦ ପରିଡ଼ା, ଜଗନ୍ନାଥ ସ୍ବାଇଁ, ରାହୁଲ ମହାନ୍ତି, ଦେବଶ୍ରିତ୍ ମହାପାତ୍ର , ହେମନ୍ତ ନାୟକ, ଦୁର୍ଯ୍ୟୋଧନ ପ୍ରଧାନ, ଦେବଂଶି ଛାଟୋଇ , ସାଇ ସ୍ନେହସିସ ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟିକୁ ସୂଚାରୁ ରୂପେ ପରିଚାଳନା କରିଥିଲେ ।













