୩୧ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାଟଣାଗଡ଼ :-> ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଏନଏସି ଅନ୍ତର୍ଗତ ୧୧ ନମ୍ବର ୱାର୍ଡ ଟିକପାଳି ରେ ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଜିତେନ୍ଦ୍ର ବନଗୁଳା କୁ ହତ୍ୟା କରାଯାଇଛି । ଘଟଣା ସ୍ଥଳ ରେ ପାଟଣାଗଡ ପୋଲିସ୍ ପହଞ୍ଚିଛି ଜିତେନ୍ଦ୍ର କୁ ଡାକ୍ତରଖାନା କୁ ପଠାଇ ଥିଲେ ।
ଡାକ୍ତର ଜିତେନ୍ଦ୍ର କୁ ମୃତ ଘୋଷଣା କରିଥିଲେ । ଘଟଣା ସ୍ଥଳ ରୁ ଅଭିଯୁକ୍ତ ଉଆଁସୁ ପୋଢ଼ ଫେରାର ଥିବା ବେଳେ ପୋଲିସ ଅଧିକ୍ ତଦନ୍ତ ଜାରି ରଖିଛି ।














