• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

ମାଷ୍ଟର ମାଇଣ୍ଡ ଖେଳାଳି କାହ୍ନୁ ର ସରିନି ଠକେଇ ଖେଳ : ଲୁଚକାଳି ଖେଳ ଧରାପଡ଼ିଛି STF ଙ୍କ ହାତରେ

Proprietor Abhimanyu Maharana by Proprietor Abhimanyu Maharana
August 21, 2023
in ଅପରାଧ, ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
0
ମାଷ୍ଟର ମାଇଣ୍ଡ ଖେଳାଳି କାହ୍ନୁ ର ସରିନି ଠକେଇ ଖେଳ : ଲୁଚକାଳି ଖେଳ ଧରାପଡ଼ିଛି STF ଙ୍କ ହାତରେ
Share on FacebookShare on TwitterWhatsapp

ପ୍ରଥମେ ରଶ୍ମି ରଞ୍ଜନ ଦାସ ଚାନ୍ଦପୁର ଥାନା ଆଇଆଇସି ସମୟରେ ଧରାପଡିଥିଲା,ଦୁର୍ଦ୍ଦାନ୍ତ ମାଫିଆ ଓ ଠକ ଏବଂ ନକଲି ଅଫିସର୍ – କାହ୍ନୁ

ଚାନ୍ଦପୁର ଆଇଆଇସି ଙ୍କ ପରେ ଏବେ STF ଙ୍କ ଦ୍ଵାରା ଧରା ପଡ଼ିଲା ଦୁର୍ଦ୍ଦାନ୍ତ ମାଫିଆ କାହ୍ନୁ

୨୦ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ମାଷ୍ଟର ମାଇଣ୍ଡ ଖେଳାଳି କାହ୍ନୁ ର ସରିନି ଠକେଇ ଖେଳ । କାହ୍ନୁ ଚରଣ ପ୍ରଧାନ ନାମକ ଠକ ଏବଂ ନକଲି ଅଫିସର୍ ସାଜି ଲୁଟ୍ ପାଟ ରେ ମାହିର । ତେବେ କାହ୍ନୁକୁ ଠକେଇ ଓ ଲୁଟ୍ ମାମଲା କୁ ନେଇ ଗିରଫ କଲା STF । ୪ କୋଟି ଟଙ୍କାର ବ୍ୟାଙ୍କ୍ ଖାତା ମିଳିଥିବାର ସୂଚନା ମିଳିଛି ଓ ବ୍ଲାକମେଲିଂ କରି ଶତାଧିକ  ନିରୀହ ଲୋକ ଙ୍କୁ ଠକି କୋଟି କୋଟି ଟଙ୍କାର କାରବାର ଜମାଇଥିଲା କାହ୍ନୁ ପ୍ରଧାନ ଯାହାର ଲୁଚକାଳି ଖେଳ ଧରାପଡ଼ିଛି STF ଙ୍କ ହାତରେ । ଏହି ଘଟଣା ରେ ବ୍ରହ୍ମପୁର କିଶୋର ମିଶ୍ର ଙ୍କୁ ଶୁକ୍ରବାର ଗିରଫ କରାଯିବାରୁ କାହ୍ନୁ ଆକାଉଣ୍ଟ ରେ ବହୁଳ ପରିମାଣର ଟଙ୍କା ଟ୍ରାନଜେକ୍ସନ୍ କଥା ସାମ୍ନା କୁ ଆସିଥିଲା ।

ନକଲି ଆରଟିଆଇ କର୍ମୀ ସାଜି ସରକାରୀ କର୍ମୀ ଙ୍କୁ ବ୍ଲାକମେଲିଂ କରି ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଠକେଇ ମାମଲା ସାମ୍ନା କୁ ଆସିଛି ଖାଲି ଏତିକି ନୁହେଁ , ବିଦ୍ୟାଳୟ ଅନ୍ୟ ସରକାରୀ ସେକ୍ଟର ରେ ପୋଷ୍ଟିଂ ଦବା ନାଁ ରେ ଅନେକ ଲୋକଙ୍କୁ ଭୁଆଁ ବୁଲାଇ କୋଟି କୋଟି ଟଙ୍କା ରୋଜଗାର କରୁଥିଲା । ଗତକାଲି ଟାଙ୍ଗୀ ବାସିନ୍ଦା କାହ୍ନୁ ପ୍ରଧାନ କୁ ଭୁବନେଶ୍ୱର ଅନ୍ଧାରୁଆ ରୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । କୋରାପୁଟ ଜେଲ ରେ ଉଭୟ କାହ୍ନୁ ଓ କିଶୋର ଙ୍କୁ ରଖାଯାଇଛି । ପୁର୍ବରୁ ମଧ୍ୟ ଏଭଳି କାଣ୍ଡ ଘଟାଇବାରୁ ଚାନ୍ଦପୁର ଆଇଆଇସି ଭାବେ ନିଯୁକ୍ତି ଥିବା ବେଳେ ରଶ୍ମି ରଞ୍ଜନ ଦାଶ ଉକ୍ତ ଅପରାଧୀ କୁ ୩୭/୨୦୨୦,୬୬/୨୦୨୦,୯୬/୨୦୨୦, ୧୦୬/୨୦ରେ ମାମଲା ରୁଜ୍ଜୁ କରାଯାଇ ଗିରଫ କରି କୋର୍ଟ ଚାଲାଣ କରିଥିଲେ ।

ଚାନ୍ଦପୁର ଅଞ୍ଚଳ ରୁ ଶିକ୍ଷକ ଠାରୁ ଆରମ୍ଭ କରି ସାଧାରଣ ଲୋକ ଙ୍କ ପର୍ଯ୍ୟନ୍ତ ଠକି ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା ଯାହାଫଳରେ ରଶ୍ମି ରଞ୍ଜନ ଙ୍କ ଅକ୍ଲାନ୍ତ ପରିଶ୍ରମ ରେ ଉକ୍ତ ଅପରାଧୀ କୁ କାବୁ କରାଯାଇଥିଲା । ଖାଲି ସେତିକି ନୁହେଁ ଗ୍ରାଜୁଏଟ କାହ୍ନୁ ସରକାରୀ ଚାକିରୀ କରେଇଦବା ଓ ବଦଳି କରେଇଦେବା ନାଁ ରେ ଲୋକଙ୍କ ଠୁ ଟଙ୍କା ଆଦାୟ କରୁଥିଲା । ଲୋକଙ୍କ ବିଶ୍ୱାସ ଜିତି ନକଲି କାଗଜ ପତ୍ର ଦେଖାଇ ଲୁଟୁଥିବା କାହ୍ନୁ ଠାରୁ କିଛି ଦରକାରୀ ସରକାରୀ କାଗଜ ପତ୍ର ଓ କିଛି ନୋଟିସ୍ ଇତ୍ୟାଦି ଜବତ ହୋଇଛି ।

କାହ୍ନୁ ଠକ ଗ୍ୟାଙ୍ଗ ର ମାଷ୍ଟର ମାଇଣ୍ଡ ଥିବା ବେଳେ ପୋଲିସ ତା ନାଁ ରେ କେଉଁ କେଉଁ ଅଭିଯୋଗ ହୋଇଛି ସେ ବିଷୟରେ STF ତଥ୍ୟ ଦେଇଛନ୍ତି । ପ୍ରକାଶ ଥାଉ କି ଏତେଦିନ ଧରି ଏହି ଦୁର୍ଦ୍ଦାନ୍ତ ମାଫିଆ କାହ୍ନୁ ପ୍ରଧାନ ତା ବେଆଇନ୍ କାରବାର ଚଳାଇ ଆସୁଥିଲେ ବି ପ୍ରଥମେ ରଶ୍ମି ରଞ୍ଜନ ଦାସ ଚାନ୍ଦପୁର ଥାନା ଆଇଆଇସି ସମୟରେ ଧରାପଡିଥିଲା । ଏବଂ ଏକ ୧୩୧/୨୦ କେସ ଏବେ ବି ବିଚାରଧୀନ ଅଛି ଯାହାକୁ ତଦନ୍ତ କଲେ ଦୁର୍ଦ୍ଦାନ୍ତ କାହ୍ନୁ ଗ୍ୟାଙ୍ଗର ଅନ୍ୟ ଅପରାଧୀ ମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରିବାର ତଦନ୍ତ ଚାଲୁ ରହିଛି ବୋଲି STF ମତ ରଖିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଶ୍ରୀଜଗନ୍ନାଥ ରସାମୃତ’ ପୁସ୍ତକ ଉନ୍ମୋଚିତ

ଶ୍ରୀଜଗନ୍ନାଥ ରସାମୃତ’ ପୁସ୍ତକ ଉନ୍ମୋଚିତ

May 10, 2026
ଶ୍ରୀମନ୍ଦିର ରେ ଚତୃର୍ଦ୍ଧାମୂର୍ତ୍ତି ଙ୍କ ଦର୍ଶନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଦଇତାପତି ଭବାନୀ ପ୍ରସାଦ

ଶ୍ରୀମନ୍ଦିର ରେ ଚତୃର୍ଦ୍ଧାମୂର୍ତ୍ତି ଙ୍କ ଦର୍ଶନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଦଇତାପତି ଭବାନୀ ପ୍ରସାଦ

May 10, 2026
ଅପରେସନ ସିନ୍ଦୂର ପ୍ରଥମ ବାର୍ଷିକ ପାଳିତ।

ଅପରେସନ ସିନ୍ଦୂର ପ୍ରଥମ ବାର୍ଷିକ ପାଳିତ।

May 10, 2026
Malabar Gold & Diamonds unveils its Bridal Show Campaign at its Bhubaneswar Showroom

Malabar Gold & Diamonds unveils its Bridal Show Campaign at its Bhubaneswar Showroom

May 10, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଶ୍ରୀଜଗନ୍ନାଥ ରସାମୃତ’ ପୁସ୍ତକ ଉନ୍ମୋଚିତ

ଶ୍ରୀଜଗନ୍ନାଥ ରସାମୃତ’ ପୁସ୍ତକ ଉନ୍ମୋଚିତ

May 10, 2026
ଶ୍ରୀମନ୍ଦିର ରେ ଚତୃର୍ଦ୍ଧାମୂର୍ତ୍ତି ଙ୍କ ଦର୍ଶନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଦଇତାପତି ଭବାନୀ ପ୍ରସାଦ

ଶ୍ରୀମନ୍ଦିର ରେ ଚତୃର୍ଦ୍ଧାମୂର୍ତ୍ତି ଙ୍କ ଦର୍ଶନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଦଇତାପତି ଭବାନୀ ପ୍ରସାଦ

May 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version