• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଓଡ଼ିଶାର ଜୟଦେବ ଜାତୀୟ କବିଭାବେ ପରିଚିତ’କୋରାଇ ମଣ୍ଡଳ ସାହିତ ସଂସଦର ଶ୍ରୀ ଜୟଦେବ ଉତ୍ସବ ଓ ବର୍ଷା କବିତା ଆସର

Proprietor Abhimanyu Maharana by Proprietor Abhimanyu Maharana
August 14, 2023
in ଓଡ଼ିଶା, ଯାଜପୁର, ହୋମ୍
0
ଓଡ଼ିଶାର ଜୟଦେବ ଜାତୀୟ କବିଭାବେ ପରିଚିତ’କୋରାଇ ମଣ୍ଡଳ ସାହିତ ସଂସଦର ଶ୍ରୀ ଜୟଦେବ ଉତ୍ସବ ଓ ବର୍ଷା କବିତା ଆସର
Share on FacebookShare on TwitterWhatsapp

୧୩ ଅଗଷ୍ଟ ଶୁକ୍ରବାର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ) କୋରାଇ :-> ଓଡ଼ିଶାର କବି ଜୟଦେବ । ତାଙ୍କ ଲିଖତ ଗୀତଗୋବିନ୍ଦ ଭକ୍ତିରସର ଅତୁଳନୀୟ ଭଣ୍ଡାର । ତେଣୁ ସେ ଖାଲି ଓଡ଼ିଶାର ନୁହେଁଳି ବଙ୍ଗଳାର ନୁହେଁ, ଜାତୀୟ କବିଭାବେ ପରିଚିତ ବୋଲି କୋରାଇ ମଣ୍ଡଳ ସାହିତ୍ୟ ସଂସଦର ଶ୍ରୀ ଜୟଦେବ ଉତ୍ସବର ସଭାରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ରବିବାର ଜୋରାଇର ଧନେଶ୍ୱର ପଂଚାୟତ ଅନ୍ତର୍ଗତ ପଣ୍ଡୁଳା(ମୃତ୍ୟୁଞ୍ଜୟପୁର) ସ୍ମିତ ହିଙ୍ଗୁଳା କଲ୍ୟାଣ ମଣ୍ଡପ ଠାରେ ସଂସଦର ଆଲୋଚନା ଚକ୍ର, ସମ୍ବର୍ଜନା ସଭା ଓ ବର୍ଷା କବିତା ଆସର ଅନୁଷ୍ଠିତ ହୋଇଥିଲା ।

ମଧ୍ୟାହ୍ନରେ ଦ୍ଵିତୀୟ ଅଧୂଶନ ସଭାପତି ନନ୍ଦକିଶୋର ସିଂହଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ସମ୍ବର୍ଦ୍ଧନା ସଭା ଓ ଜୟଦେବଙ୍କ ଉପରେ ଆଲୋଚନା ଚକ୍ରକୁ ଜସ୍ତୁରୀର ସଂପାଦକ ପ୍ରାଧ୍ୟାପକ ଅକ୍ଷୟକୁମାର ମହାନ୍ତି ସଂଚାଳନା କରିଥିଲେ । ମୁଖ୍ୟଅତିଥିଭାବେ ଜଳିଙ୍ଗନଗରର ଅତିରିକ୍ତ ଜିଲାପାଳ ସନ୍ତୋଷକୁମାର ମିଶ୍ର ଯୋଗଦେଇ ଜୟଦେବଙ୍କ ‘ଗୀତଗୋବିନ୍ଦ’ ହନ୍ଦୁଧର୍ମର ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କର ପ୍ରିୟ ବୋଲି ମତବ୍ୟକ୍ତ କରିଥିଲେ ।

ସମ୍ମାନିତ ଅତିଥିଭାବେ ଯାଜପୁର ଜିଲା ଲେଖକ ସମ୍ମିଳନର ସଭାପତି ଡା.ରୁଦ୍ରନାରାୟଣ ପୃଷ୍ଟି ଯୋଗଦେଇ କବିଙ୍କ କବିତାରେ ବର୍ଷା ଶୃଙ୍ଗାର ଓ ସମ୍ଭାବନା ସୃଷ୍ଟି କରରିଥାଏ ବୋଲି ବକ୍ତବ୍ୟ ପ୍ରସଙ୍ଗରେ କହିଥିଲେ । ବିରାଭାବେ ଅଧ୍ୟାପକ ସୁବ୍ରତ ଦାସ ଓ ପଣ୍ଡିତ ଅଶୋକ କୁମାର ପତି ଯୋଗଦେଇ ଜୟଦେବଙ୍କ ଉପରେ ଆଲୋଚନା କରିଥିଲେ । ସଂସଦର କାର୍ଯ୍ୟନିର୍ବାହୀ ସଂପାଦକ ଦୟାନିଧ୍ ନାୟକ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ଅନୁଷ୍ଠାନର ସଂପାଦକ ପଣ୍ଡିତ ଡକ୍ଟର ସୂର୍ଯ୍ୟମଣି ଖୁଟିଆ ବିଚରିଣୀ ପ୍ରଦାନ କରିଥିଲେ ।

ଏହି ଅବସରରେ ଅତିଥିଙ୍କ ଦ୍ବାରା ଚଳିତ ବର୍ଷର ‘ଜୟଦେବ ସମ୍ମାନ’ ସୂଶ୍ରୀ ଅଙ୍କିତା ମିଶ୍ରଙ୍କୁ ପ୍ରଦାନ କରାଯାଇଥିଲା ବେଳେ ‘କିଶୋରଚନ୍ଦ୍ର ଦାସ ଜଳା ସମ୍ମାନ’ ବିଶିଷ୍ଟ ନାଟ୍ୟକାର ମନୋରଞ୍ଜନ ଦାସ ଓ ‘ଗାୟକ ନଟରାଜ କଳା ସମ୍ମାନ’ ପାଲାସଙ୍ଗୀତକାର ସୁରେନ୍ଦ୍ର ସାହୁଙ୍କୁ ପ୍ରଦାନ କରାଯାଇଥିଲା ବେଳେ ଓସିଏସ ପରୀକ୍ଷା ସଫଳ ହୋଇ କୋରାଇ ଅଂଚଳ ପାଇଁ ଗୌରବ ଆଣି ଦେବବ୍ରତ ପାଢୀ ଓ ସୁଶ୍ରୀ ସୁଚେତା ମିଶ୍ରଙ୍କୁ ପୁଷ୍ପଗୁଛି,ଅଙ୍ଗବସ୍ତ୍ର ଓ ମାନପତ୍ର ଦେଇ ସମ୍ବନ୍ଧିତ କରାଯାଇଥିଲା ।

ସଭା ପ୍ରାରମ୍ଭରେ ନିଜର୍ଟରେ ଦେହାନ୍ତ ହୋଇଥିବା ବିଶିଷ୍ଟ କବି କୁମାର ହାସନ ଓ ବରିଷ୍ଠ ସାମ୍ବାଦିକ ଜୟନାରାୟଣ ମହାପାତ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ୨ମିନିଟ ନିରବ ପ୍ରାର୍ଥନା, କରାଯିବା ପରେ ଜୟଦେବଙ୍କ ଗୀତଗୋବିନ୍ଦ ସଂଗୀତ ରାଜକିଶୋର ଦାସ, କ୍ଷେତ୍ରବାସୀ ମଲ୍ଲିକ ଓ ତାଙ୍କ ସାଥୀ ପରିବେଷଣ କରିଥିଲେ । ଏହି ଅବସରରେ ଔପନ୍ୟାସିକା ଜୟନ୍ତୀ ଜେନାଙ୍କ ‘ ସୁବର୍ଷ ଶୃଙ୍ଖଳ’, ମାଙ୍ଗଳିକା ଦାସଙ୍କ ଲତ ପୁସ୍ତକ ‘ଅତ୍ୟନ୍ତ ଅନୁରାଗ’ ଓ ଅଙ୍ଗୁର ଜିଶୋର ବଳଙ୍ଗ ତ୍ରିଧାରା, ତାମସୀ ଆଦି ୩ଟି ପୁସ୍ତକକୁ ଅତିଥିଙ୍କ ଦ୍ବାରା ଉନ୍ମୋଚନ କରାଯାଇଥିଲା ।

ସମ୍ବର୍ଦ୍ଧନା ସଭାକୁ ସହସଂପାଦକ ଅକ୍ଷୟକୁମାର ବାରିକ, ସାଂସ୍କୃତିକ ସଂପାଦକ ବାଇଧର ମାଝୀ ଓ ନବଘନ ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ସହସଂପାଦକ ଅଧ୍ୟାପକ ମଳୟକୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍ସବର ପୂର୍ବାହ୍ନରେ ପ୍ରାରମ୍ଭିକ ଅଧିବେଶନ ବର୍ଷା କବିତା ଆସର ଉପସଭାପତି ବିନୋଦବିହାରୀ ସାହୁଙ୍କ ଦ୍ବାରା ଉଦ୍‌ଘାଟନ ହୋଇଥିଲାବେଳେ କାର୍ଯ୍ୟକାରୀ ସଭାପତି ପ୍ରାଧ୍ୟାପଜ ଶିବଚରଣ ମାଝୀ ସଭାପତିତ୍ବ କରିଥିଲେ ।

ଚାରଣ ପଣ୍ଡିତ ଯୁଗଳ କିଶୋର ମିଶ୍ର ବେଦମନ୍ତ୍ର ପାଠ କରିଥିଲା ବେଳେ ସଂପାଦକ ଡକ୍ଟର ଖୁଟିଆ ସୂଚନା ପ୍ରଦାନ କରିଥିଲେ ଓ ସମ୍ମାନିତ ଅତିଥିଭାବେ ଡକ୍ଟର ମୋହନଚରଣ ପୁଂଟିଆ, ଡକ୍ଟର ଅଶୋକ କୁମାର ସିଂହ ଓ ସୁବାସ ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇଥିଲେ । ପ୍ରଦୀପ କୁମାର ଦାସଙ୍କ ସଂଯୋଜନାରେ କୋରାଇର ସାଲବେଗ ନସମୂଲ ଗଳି, ‘ଗୋଜଅଁଳା’ର ସଂପାଦକ ରମାଜାନ୍ତ ଜେନା, ବିଦ୍ୟୁତ ଲତା ଦାସ, ଡକ୍ଟର ପ୍ରସାନ୍ତ ସ୍ୱାଇଁ, ଶିଶିରକୁମାର ପଣ୍ଡା, ପ୍ରଭାବ ମଲ୍ଲିକ, ସରସ୍ୱତୀ ପଣ୍ଡା, ପ୍ରଣତି ପ୍ରତିନନ୍ଦା ନାୟକ,

ପ୍ରତାପଜିଶୋର ନାୟକ, ନରୋତମ ସାହୁ, ଗୋଲଖଚନ୍ଦ୍ର ପଲେଇ, ମଧୁସୂଦନ ମହାପାତ୍ର, ପ୍ରହଲ୍ଲାଦ ପଣ୍ଡା, ସବୁପ ଚନ୍ଦ୍ର ସାହୁ, ଦୁର୍ଯ୍ୟୋଧନ ପଦାକ, ନିର୍ମଳଚନ୍ଦ୍ର ରାଉତ, ବିଜୟ ଲକ୍ଷ୍ମୀ ମହାପାତ୍ର, ରଞ୍ଜିତା ଦାଶ, ପଦ୍ମଲୋଚନ ମହାନ୍ତି, ସ୍ନେହଲତା ବିଶ୍ଵାଳ, ସୋମନାଥ ମାଝୀ, ନାରାୟଣ ନାୟକ, ଯୋଗେନ୍ଦ୍ର ସାହୁ ପ୍ରମୁଖ ଶତାଧି ଜବି ସ୍ୱରଚିତ ବର୍ଷା କବିତା ପାଠ କରିଥିଲେ । ସ୍ନାନୀୟ ସରପଂଚ ଶ୍ୟାମସୁନ୍ଦର ମାଝୀ, ପ୍ରମୋଦକୁମାର ମହାନ୍ତି, ପୀତାମ୍ବର ନନ୍ଦ, ଅମ୍ବରଶ ପ୍ରୟଦର୍ଶନ ପୁଂଟିଆ, ସୁବାସ ଧଳ ପ୍ରମୁଖ ଯୋଗଦେଇଥିଲା ବେଳେ ସହସଂପାଦକ ଅକ୍ଷୟକୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । 

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ପିଢ଼ିର ଖଣି ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ

Vedanta Aluminium Coal Mines showcases next-generation mining technologies at 6th CLI Expo 2026

September 10, 2026

Corrosion-resistant steel solution designed for construction, infrastructure, manufacturing and engineering applications

Corrosion-resistant steel solution designed for construction, infrastructure, manufacturing and engineering applications

September 10, 2026
ଅଭିନେତ୍ରୀ ଶ୍ରୀଲୀଳାଙ୍କ ଦ୍ୱାରା ରାୟଗଡ଼ାରେ କଲ୍ୟାଣ ଜୁଏଲର୍ସର ପ୍ରଥମ ସୋ’ରୁମ ଉନ୍ମୋଚିତ

Actress Ms. Sreeleela Unveils Kalyan Jewellers’ First Showroom in Rayagada

September 10, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ପିଢ଼ିର ଖଣି ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ

Vedanta Aluminium Coal Mines showcases next-generation mining technologies at 6th CLI Expo 2026

September 10, 2026
ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ପିଢ଼ିର ଖଣି ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ

ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ପିଢ଼ିର ଖଣି ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ

September 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version