୧୧ ଅଗଷ୍ଟ ଶୁକ୍ରବାର 2023 (ଓଡ଼ିଶା ତାଜା ନ୍ୟୁଜ) ରଣପୁର :- ବଜରଙ୍ଗ ଦଳ ସହାୟତାରେ ରଣପୁର ପୋଲିସ ଗୋରୁ ମାଂସ ଜବତ କରିଥିବା ଜଣା ପଡିଛି |
ବଜରଙ୍ଗ ଦଳ ଦେଇଥିବା ସୂଚନା ଅନୁଯାୟୀ OD-13-D-5313 ନମ୍ବର ବିଶିଷ୍ଟ ଏକ ଯାତ୍ରୀ ବାହି ଅଟୋରେ ଗୋମାଂସ ଚାଲାଣ ହେଉଥିବା ଖବର ପାଇଥିଲେ | ରଣପୁର ପୋଲିସ ସହାୟତାରେ ବଜରଙ୍ଗ ଦଳ ଚଢ଼ାଉ କରି 75 କେଜି ଗୋମାଂସ ଜବତ କରିଥିଲା |















