• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଓଡିଶା ହସ୍ତତନ୍ତ ପରିଧାନ ସହିତ ଓଡିଶାର ପ୍ରଥମ ହସ୍ତତନ୍ତ ୱାକାଥନର ଆୟୋଜନ କରିଛି ସ୍ୱାଭିମାନୀ ଓଡିଆ ୱମେନ୍‌ସ ୱାର୍ଲ୍ଡ

Proprietor Abhimanyu Maharana by Proprietor Abhimanyu Maharana
August 10, 2023
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ଓଡିଶା ହସ୍ତତନ୍ତ ପରିଧାନ ସହିତ ଓଡିଶାର ପ୍ରଥମ ହସ୍ତତନ୍ତ ୱାକାଥନର ଆୟୋଜନ କରିଛି ସ୍ୱାଭିମାନୀ ଓଡିଆ ୱମେନ୍‌ସ ୱାର୍ଲ୍ଡ
Share on FacebookShare on TwitterWhatsapp

ବୁଣାକାରଙ୍କ ସ୍ୱାଭିମାନ ଓ ବିଶ୍ୱ ସ୍ତରରେ ସଚେତନତା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି

ଅଂଶଗ୍ରହଣକାରୀମାନେ ଆନନ୍ଦ ଓ ସନ୍ତୋଷର ସହିତ ଓଡିଶା ହସ୍ତତନ୍ତକ ପ୍ରଦର୍ଶିତ କରିଥିଲେ 

୧୦ ଅଗଷ୍ଟ ୨୦୨୩ ( ଓଡ଼ିଶା ତାଜାନ୍ୟୁଜ୍ ) ଭୁବନେଶ୍ୱର :-> ପରିଚୟ ଫାଉଶେନ, ଲାୟନ୍‌ସ କ୍ଲବ୍ ଇଂଟରନ୍ୟାଶନାଲ ଓ ସ୍ପନ୍ଦିତା ସହ ସହଭାଗିତାରେ ସ୍ୱାଭିମାନି ଓଡିଆ ୱମେନ୍‌ସ ୱାର୍ଲ୍ଡ ପକ୍ଷରୁ ଅଗଷ୍ଟ ୬ ତାରିଖ ୨୦୨୩ରେ ଓଡିଶାର ପ୍ରଥମ ହସ୍ତତନ୍ତ ୱାକାଥନର ଆୟୋଜନ ସମ୍ପର୍କରେ ଗର୍ବର ସହ ଘୋଷଣା କରାଯାଇଛି, ଏହି ଐତିହାସିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀମାନେ ଓଡିଶାର ହସ୍ତତନ୍ତ ପରିଧାନ କରିଥିଲେ । ଏହି ୱାକାଥନ ଶୀଖରଚୀ ଛକରୁ ଆରମ୍ଭ ହୋଇଥିଲା ଯାହା ବୁଣାକାରମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାଗୁଡିକ ସମ୍ପର୍କରେ ସଚେତନତା ସୃଷ୍ଟି କରିବା, ବୁଣାକାରଙ୍କ ମଧ୍ୟରେ ଏକ ସ୍ୱାଭିମାନର ଭାବନା ଅନ୍ତର୍ନିହିତ କରିବା ଏବଂ ଆମର ହସ୍ତତନ୍ତ ଉତ୍ପାଦକୁ ନିୟମିତ ଭାବେ ପ୍ରଦର୍ଶିତ କରିବାକୁ ଲକ୍ଷ୍ୟ ରଖିଛି ଯାହା ଏହି ସମୃଦ୍ଧ ଐତିହ୍ୟ ସମ୍ପର୍କରେ ବିଶ୍ୱସ୍ତରୀୟ ସଚେତନତା ସୃଷ୍ଟି କରିବ ।

ଏହି ୱାକାଥନର ସ୍ୱତନ୍ତ୍ର ଆକର୍ଷଣ ଥିଲା ଜୁମ୍ବା, ହସ୍ତତନ୍ତ ଶାଢୀ, ମନୋରଞ୍ଜନ ଓ ଉାହଜନକ ଉପହାର । ପ୍ରଖ୍ୟାତ ବୁଣାକାରମାନଙ୍କୁ ମଧ୍ୟ ଓଡିଶାର ସଂସ୍କୃତି ଓ ଐତିହ୍ୟକୁ ଆହୁରି ଉନ୍ନତ କରିବା କ୍ଷେତ୍ରରେ ସେମାନଙ୍କର ମୂଲ୍ୟବାନ ଯୋଗଦାନ ପାଇଁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ୧୨ ବର୍ଷରୁ ଅଧିକ ବୟସର ସମସ୍ତ ବ୍ୟକ୍ତିଙ୍କ ପାଇଁ ଖୋଲା ଥିଲା । ୱାକାଥନରେ କେବଳ ରାଜ୍ୟର ନାଗରିକମାନଙ୍କ ଉାହର୍ପୂ ଅଂଶଗ୍ରହଣ ଦେଖିବାକୁ ମିଳିନଥିଲା ବରଂ ଏହା ବିଶିଷ୍ଟ ବ୍ୟକ୍ତି,

ଜନପ୍ରତିନିଧି ଓ ଇନ୍‌ଫ୍ଲୁଏନ୍ସରଙ୍କଠାରୁ ସମର୍ଥନ ହାସଲ କରିଥିଲା ଯେଉଁମାନେ କି ଆନ୍ତର୍ଜତୀୟ ମଂଚରେ ଓଡିଶାର ହସ୍ତତନ୍ତକୁ ପ୍ରଦର୍ଶିତ କରିବା ପାଇଁ ନିଜର ପ୍ରତିବଦ୍ଧତା ସହ ଏକତ୍ରିତ ହୋଇଥିଲେ । ଏହି ୱାକାଥନରେ ଓଡିଶାର ଲୋକପ୍ରିୟ ଅଭିନେତା ତଥା ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର, ଅଭିନେତ୍ରୀ ଏଲିନା ସାମନ୍ତରାୟ, ବିଶିଷ୍ଟ ଓଡିଶୀ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶି, ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ଇଲ୍‌ଜ ବ୍ରାଇଡାଲ ମଲ୍‌ର ପ୍ରତିଷ୍ଠାତ୍ରୀ ସୁକ୍ରିତି ପନାୟକ ଓ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ୱାକାଥନ ସମ୍ପର୍କରେ ନିଜର ଉାହ ବ୍ୟକ୍ତ କରି ସ୍ୱାଭିମାନ ଓଡିଆ ୱମେନ୍‌ସ ୱାର୍ଲ୍ଡର ଅଧ୍ୟକ୍ଷା ସସ୍ମିତା ମିଶ୍ର କହିଛନ୍ତି, ଏହି କାର୍ଯ୍ୟକ୍ରମ ଆମ ରାଜ୍ୟର ସାଂସ୍କୃତିକ ଐତିହ୍ୟକୁ ପ୍ରେ।।ହିତ କରିବା ଏବଂ ଆମର ପ୍ରତିଭାଶାଳୀ ବୁଣାକାରଙ୍କ ଜୀବିକାକୁ ସମର୍ଥନ କରିବା କ୍ଷେତ୍ରରେ ଓଡିଶାର ମହିଳାମାନଙ୍କ ଶକ୍ତି ଓ ସଙ୍କଳ୍ପବଦ୍ଧତାର ଏକ ପ୍ରମାଣ ଅଟେ । ଏକ ସମୁଦାୟ ଭାବେ ଏକତ୍ରିତ ହୋଇ ଆମେ ଏହି କାରିଗରମାନଙ୍କ ଜୀବନରେ ଏକ ବାସ୍ତବ ଭିନ୍ନତା ଆଣିପାରିବା ଏବଂ ଆମର ଗୌରବମୟ ହସ୍ତତନ୍ତ ପରମ୍ପରାକୁ ବଜାୟ ରଖିପାରିବା ।

ଆସନ୍ତୁ ଆମ ବୁଣାକାରମାନଙ୍କ ଏକ ଉଜ୍ଜ୍ୱଳ ଓ ଅଧିକ ସମୃଦ୍ଧ ଭବିଷ୍ୟତ ଦିଗରେ ହାତରେ ହାତ ମିଳାଇ ଚାଲିବା । ହସ୍ତତନ୍ତ ସମ୍ପର୍କରେ ସଚେତନତା ବିସ୍ତାର କରିବା ବ୍ୟତୀତ ଏହି କାର୍ଯ୍ୟକ୍ରମ ଉଭୟ ବୁଣାକାର ଓ ସେମାନଙ୍କର ସମୁଦାୟକୁ ସଶକ୍ତ କରିବା ପାଇଁ ଏକ ସାମଗ୍ରିକ ପ୍ରୟାସ କରିଛି । ସ୍ୱାଭିମାନି ଓଡିଆ ୱନେ୍‌ସ ୱାର୍ଲ୍ଡ ସମସ୍ତ ଅଂଶଗ୍ରହଣକାରୀ ଓ ହିତାଧିକାରୀଙ୍କୁ ନିଜର କୃତଜ୍ଞତା ଜଣାଇଛି ଯେଉଁମାନେ ଏହି କାର୍ଯ୍ୟକ୍ରମକୁ ଏକ ବାସ୍ତବତାରେ ପରିଣତ କରିବାରେ ଏକ ଗୁରୁତ୍ୱର୍ପୂ ଭୂମିକା ଗ୍ରହଣ କରିଥିଲେ ।

ହସ୍ତତନ୍ତ ହେଉଛି ଓଡିଶାର ସମୃଦ୍ଧ ସାଂସ୍କୃତିକ କ୍ଷେତ୍ରର ଏକ ଅବିଚ୍ଛେଦ୍ୟ ଅଙ୍ଗ, ଯାହା ବୁଣାକାରମାନଙ୍କ ଅନେକ ପିଢିର କାରିଗରି ଓ କଳାତ୍ମକ ବିରାସତକୁ ଧାରଣ କରିଛି । ଏହି ବହୁ ପୁରାତନ ପରମ୍ପରା ବହୁସଂଖ୍ୟାରେ ଉତ୍ପାଦିତ ବସ୍ତ୍ରର ପ୍ରତିଯୋଗିତା ଏବଂ ଏକ ସ୍ଥାୟୀ ବଜାର ସନ୍ଧାନ କରିବାର ସଂଘର୍ଷ ସମେତ ଅସଂଖ୍ୟ ଆହ୍ୱାନର ସମ୍ମୁଖୀନ ହେଉଛି । ଏହି ୱାକାଥନ ଏଭଳି ସମସ୍ୟାଗୁଡିକୁ ଆଲୋକିତ କରିବା ଏବଂ ଆମର ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷିତ ରଖିବା କ୍ଷେତ୍ରରେ ଆମର ବୁଣାକାରମାନଙ୍କ ମୂଲ୍ୟବାନ ଯୋଗଦାନ ପ୍ରତି ଧ୍ୟାନ ଆକର୍ଷିତ କରିବା ପାଇଁ ପ୍ରୟାସ କରିଛି ।

ଲୋକମାନଙ୍କୁ ଆମର ହସ୍ତତନ୍ତ ଉତ୍ପାଦଗୁଡିକୁ ଧାରଣ ଓ ସେଲିବ୍ରେଟ୍ କରିବା ପାଇଁ ପ୍ରେ।।ହିତ କରି ଏହି କାର୍ଯ୍ୟକ୍ରମ ବୁଣାକାରଙ୍କ ଅର୍ଥନୈତିକ ସ୍ଥିତିକୁ ସୁଦୃଢ କରିବା ଓ ଏହି ଶିଳ୍ପର ସ୍ଥାୟୀ ଅଭିବୃଦ୍ଧିକୁ ପ୍ରେ।।ହିତ କରିବା ପାଇଁ ଲକ୍ଷ୍ୟ ରଖିଛି । ଏହା ଏକ ଆତ୍ମନିର୍ଭରଶୀଳ ଓ ସାଂସ୍କୃତିକ ଭାବେ ସମୃଦ୍ଧ ଓଡିଶାର ଲକ୍ଷ୍ୟ ସହିତ ଜଡିତ ହୋଇଛି । ସ୍ୱାଭିମାନି ଓଡିଆ ୱମେନ୍‌ସ ୱାର୍ଲ୍ଡ ଓଡିଆ ସଂସ୍କୃତି, ପରମ୍ପରା, ଖାଦ୍ୟ, ପ୍ରତିଭାର ପ୍ରଦର୍ଶନ, ଘରୋଇ ଉଦ୍ୟୋଗୀଙ୍କୁ ସୁଯୋଗ ପ୍ରଦାନ କରିବା, ଅନ୍ତର୍ନିହିତ ଭାବନାକୁ ପ୍ରକାଶ କରିବାରେ ସାହାଯ୍ୟ କରିବା, ଅଭାବୀ ଲୋକମାନଙ୍କୁ ସମସ୍ତ ପ୍ରକାରର ସହଯୋଗ ପ୍ରଦାନ କରିବା ଓ କିଛି ଆନନ୍ଦମୟ ମୁହୂର୍ତ ବାଂଟିବା କ୍ଷେତ୍ରରେ ନିରନ୍ତର ଭାବେ କାର୍ଯ୍ୟ କରୁଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Malabar Gold & Diamonds Unveils ‘Nuwa’, a Natural Diamond Collection Inspired by Nature’s Finest Creations

Malabar Gold & Diamonds Unveils ‘Nuwa’, a Natural Diamond Collection Inspired by Nature’s Finest Creations

June 20, 2026
ଘରୁ ଡାକି ନେଇ ଯୁବକଙ୍କୁ ପିଟି ପିଟି ନିର୍ମମ ହତ୍ୟା : ଗିରଫ ଦାବୀରେ ରାସ୍ତା ଅବରୋଧ

ଘରୁ ଡାକି ନେଇ ଯୁବକଙ୍କୁ ପିଟି ପିଟି ନିର୍ମମ ହତ୍ୟା : ଗିରଫ ଦାବୀରେ ରାସ୍ତା ଅବରୋଧ

June 20, 2026
Pattamundai celebrates 80th Birthday of Baraha Samal

ବରାହ ସାମଲଙ୍କର ୮୦ତମ ଜନ୍ମଜୟନ୍ତୀ ପାଳନ 

June 20, 2026
Pattamundai celebrates 80th Birthday of Baraha Samal

Pattamundai celebrates 80th Birthday of Baraha Samal

June 19, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Malabar Gold & Diamonds Unveils ‘Nuwa’, a Natural Diamond Collection Inspired by Nature’s Finest Creations

Malabar Gold & Diamonds Unveils ‘Nuwa’, a Natural Diamond Collection Inspired by Nature’s Finest Creations

June 20, 2026
ଘରୁ ଡାକି ନେଇ ଯୁବକଙ୍କୁ ପିଟି ପିଟି ନିର୍ମମ ହତ୍ୟା : ଗିରଫ ଦାବୀରେ ରାସ୍ତା ଅବରୋଧ

ଘରୁ ଡାକି ନେଇ ଯୁବକଙ୍କୁ ପିଟି ପିଟି ନିର୍ମମ ହତ୍ୟା : ଗିରଫ ଦାବୀରେ ରାସ୍ତା ଅବରୋଧ

June 20, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version