• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବେଦାନ୍ତ ଆଲୁମିନିୟମ ଏଲଜିବିଟିକ୍ୟୁ + କର୍ମଚାରୀଙ୍କ ପାଇଁ ନୂତନ ଲିଙ୍ଗ ପୁନଃ ନିଶ୍ଚିତିକରଣ ନୀତି ପ୍ରଣୟନ କରିଛି

Proprietor Abhimanyu Maharana by Proprietor Abhimanyu Maharana
August 10, 2023
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ବେଦାନ୍ତ ଆଲୁମିନିୟମ ଏଲଜିବିଟିକ୍ୟୁ + କର୍ମଚାରୀଙ୍କ ପାଇଁ ନୂତନ ଲିଙ୍ଗ ପୁନଃ ନିଶ୍ଚିତିକରଣ ନୀତି ପ୍ରଣୟନ କରିଛି
Share on FacebookShare on TwitterWhatsapp

୧୦ ଅଗଷ୍ଟ ୨୦୨୩ ( ଓଡ଼ିଶା ତାଜାନ୍ୟୁଜ୍ ) ଭୁବନେଶ୍ୱର :-> ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ଏଲବିଟିକ୍ୟୁ+ କର୍ମଚାରୀଙ୍କ ପାଇଁ ଗ୍ରାଉଣ୍ଡ ବ୍ରେକିଂ ଜେଣ୍ଡର ରିଆଫାରମେଶନ ପ୍ରମାଣପତ୍ର ଓ କ୍ଷତିପୂରଣ ନୀତି ପ୍ରଚଳନ କରିଛି । ଏହାର କାର୍ଯ୍ୟକ୍ଷେତ୍ର ଝାରସୁଗୁଡ଼ାର ମେଗା ଆଲୁମିନିୟମ ସ୍ମେଲଟର, ଲାଞିଗଡ଼ର ବିଶ୍ୱସ୍ତରୀୟ ଆଲୁମିନା ରିଫାଇନାରୀ ଓ ଛତିଶଗଡ଼ର ଆଇକନିକ ଆଲୁମିନିୟମ ଉତ୍ପାଦକ ସଂସ୍ଥାରେ ଏହି ନୀତି ପ୍ରଚଳନ କରିଛି ।

ଏହି ନୀତି ମାଧ୍ୟମରେ ଲିଙ୍ଗ ପୁନଃନିର୍ମାଣର ପରିବର୍ତନଶୀଳ ଯାତ୍ରା ବିଷୟରେ ଚିନ୍ତା କରୁଥିବା ସବୁ କର୍ମଚାରୀଙ୍କ ପାଇଁ ସହାୟକ ହେବ । କଂପାନି ପାଇଁ ଏହା ଏକ ମହତ୍ୱପୂର୍ଣ୍ଣ ଯୋଗଦାନ ଅଟେ । ଏହା ମାଧ୍ୟମରେ ବେଦାନ୍ତ ଆଲୁମିନିୟମ ମଧ୍ୟ ଭାରତୀୟ ଉତ୍ପାଦନ ଦୃଶ୍ୟରେ ପ୍ରଗତିଶୀଳ କାର୍ଯ୍ୟକୁ ପ୍ରେରଣା ପ୍ରଦାନ କରିବ । ପୂର୍ବରୁ, ବାଲକୋରେ ଦୁଇଜଣ ଟ୍ରାନ୍ସଜେଣ୍ଡର ପ୍ରଫେସନାଲଙ୍କୁ ଏହି ନୀତି ମାଧ୍ୟମରେ ସହାୟତା ପ୍ରଦାନ କରାଯାଇଛି ।

ବେଦାନ୍ତ ଆଲୁମିନିୟମର ନୂଆ ଲିଙ୍ଗ ପୁନଃପ୍ରମାଣ ପତ୍ର ଓ କ୍ଷତିପୂରଣ ନୀତି ଟ୍ରାନସଜେଣ୍ଡର କର୍ମଚାରୀମାନଙ୍କୁ ୨ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିବ ଯାହା ଲିଙ୍ଗ ପୁନଃନିର୍ମାଣ ସର୍ଜରୀ ସହିତ ଜଡ଼ିତ ଖର୍ଚ୍ଚ ବହନ କରିବାରେ ସହାୟକ ହେବ । ଅତିରିକ୍ତ ଭାବେ ଏହା ଏକ ୩୦ ଦିନିଆ ଛୁଟି ପ୍ରଦାନ କରିବ ଯାହାଦ୍ୱାରା କର୍ମଚାରୀମାନେ ଉପଯୁକ୍ତ ଯତ୍ନ ପାଇଁ ସମୟ ପାଇପାରିବେ । କମ୍ପାନି ପ୍ରତ୍ୟେକ ସ୍ଥାନରେ ଏହିପରି କର୍ମଚାରୀଙ୍କୁ ଉକ୍ତ ସୁବିଧା ସହିତ ବିଶ୍ୱସ୍ତରୀୟ ଆବାସିକ ଟାଉନସିପ ପ୍ରତିଷ୍ଠା କରିଛି । ଯେଉଁମାନେ ବେଦାନ୍ତ ଦ୍ୱାରା ସୃଷ୍ଟି ହୋଇଥିବା ସହାୟକ ପରିବେଶରେ ରହି ସକ୍ରିୟ ଭାବେ କାର୍ଯ୍ୟ ଦାୟିତ୍ୱ ତୁଲାଉଛନ୍ତି ।

ଏହି ମହତ୍ୱପୂର୍ଣ୍ଣ ବିଷୟକୁ ଦୋହରାଇ ଶ୍ରୀ ସୁନୀଲ ଗୁପ୍ତା, ସିଓଓ, ବେଦାନ୍ତ ଲିଃ-ଆଲୁମିନିୟମ ବିଜିନେସ କହିଛନ୍ତିଯେ-ଆମର ସମସ୍ତ ଭୂମିକା ଜେଣ୍ଡର ଆଗ୍ନୋଷ୍ଟିକ ଓ ଆମର ନିଯୁକ୍ତି ପଦ୍ଧତି କେବଳ ପ୍ରତିଭା ଓ ଦକ୍ଷତା ଉପରେ ନିର୍ଭର କରେ । ଏହି ଚିନ୍ତା ଧାରାକୁ ସ୍ଥାନ ଦେଇ ଆମେ ବିଶ୍ୱସ୍ତରୀୟ ଆଲୁମିନିୟମ ଶିଳ୍ପର ମହତ୍ୱ ପ୍ରତିପାଦିତ କରୁଛୁ ।

ଶ୍ରୀ ଦିଲ୍ଲୀପ ସିହ୍ନା, ସିଏଚଆରଓ, ବେଦାନ୍ତ ଲିଃ-ଆଲୁମିନିୟମ ବିଜିନେସ କହିଛନ୍ତିଯେ-ଆମେ ଏହି ନୂତନ ନୀତିକୁ ସ୍ୱୀକାର କରୁଛୁ ଓ ଏହି ଯାତ୍ରା ଗଭୀର ପରିବର୍ତନଶୀଳ ପ୍ରଭାବ ପ୍ରକାଇବ । ଏହା ମଧ୍ୟ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଅନୁପ୍ରାଣିତ କରିବ । ଆମେ ସ୍ୱୀକାର କରୁଛୁ ଯେ ଏହି ଯାତ୍ରା ବ୍ୟକ୍ତିଗତ ଏବଂ ପରିବର୍ତନଶୀଳ ଯାହାକି ଏକ ନିରାପଦ, ପୋଷଣ ପରିବେଶ ଯୋଗାଇବାକୁ ଚେଷ୍ଟା କରେ ଏବଂ ପ୍ରତ୍ୟେକ ବ୍ୟକ୍ତି ନିଜକୁ ପ୍ରାମାଣିକ ପ୍ରସଙ୍ଗରେ ପ୍ରମାଣିତ କରିବାକୁ ସକ୍ଷମ ହୋଇପାରିବେ ।

ଏହି ପଦକ୍ଷେପକୁ ପ୍ରଶଂସା କରି ଟ୍ରାନସଜେଣ୍ଡର କଲ୍ୟାଣ ସମିତିର ସଦସ୍ୟ ତଥା ଛତିଶଗଡ଼ର ମିଟୱା ସଂକଳ୍ପ ସମିତିର ସଭାପତି ଶ୍ରୀମତୀ ବିଦ୍ୟା ରାଜପୁତ କହିଛନ୍ତିଯେ ଲିଙ୍ଗ ପୁନଃନିଶ୍ଚିତକରଣ ଯାତ୍ରାରେ ଏହା ଟ୍ରାନସଜେଣ୍ଡର କର୍ମଚାରୀଙ୍କୁ ବହୁତ ସହାୟତା କରିବ , ଏଥିପାଇଁ ମୁଁ କମ୍ପାନିର ପ୍ରୟାସକୁ ସାଧୁବାଦ ଜଣାଉଛି । ଲିଙ୍ଗ ନିଶ୍ଚିତକରଣରେ ଏହାର ସାଥୀମାନଙ୍କ ପାଇଁ ଏକ ଉଲ୍ଲେଖନୀୟ ଉଦାହରଣ ସୃଷ୍ଟି କରିବ ।

ବେଦାନ୍ତ ଆଲୁମିନିୟମ ବର୍ତମାନ ଏହାର କାର୍ଯ୍ୟରେ ୩୦ ଜଣ ଟ୍ରାନସଜେଣ୍ଡର କର୍ମଚାରୀଙ୍କୁ ନିଯୁକ୍ତ କରିଛି । ସଂପତି ସୁରକ୍ଷା ଠାରୁ ଆରମ୍ଭ କରି ସେମାନେ ବିଭିନ୍ନ କାର୍ଯ୍ୟରେ ଜଡ଼ିତ ଅଛନ୍ତି । କମ୍ପାନି ତିନିଗୋଟି ପ୍ରମୁଖ ବିଷୟ ଉପରେ ଧ୍ୟାନ ଦେଉଛି: ଚା ସ୍କିଲ ମ୍ୟାପିଂ ଜରୀଆରେ ଏକ ପ୍ରମୁଖ ଉତ୍ପାଦନ କାର୍ଯ୍ୟ ମଧ୍ୟରେ ଦକ୍ଷତା କୌଶଳ ପ୍ରଦର୍ଶନକାରୀ ଟ୍ରାନସଜେଣ୍ଡରଙ୍କୁ ମୂଲ୍ୟାଙ୍କନ ଓ ଚିହ୍ନଟ କରିବା ଚା ନୂଆ ନିଯୁକ୍ତି ଲାଗି ଉପଯୁକ୍ତ ଦକ୍ଷତା, ସଫ୍ଟ ସ୍କିଲ ଓ ବ୍ୟବସାୟିକ ଜ୍ଞାନ ଉପରେ ଗୁରୁତ୍ୱ ଦେବା ଚା ଟ୍ରାନସଜେଣ୍ଡର ଲୋକମାନଙ୍କୁ ସମାଜିକ ତଥା ମାନସିକ ସ୍ତରରେ ସଶକ୍ତ କରିବାକୁ ପ୍ରେରଣା ଓ ଉପଯୁକ୍ତ ପରିବେଶ ପ୍ରଦାନ କରିବା ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୩ ରେ ୨.୨୯ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ର‌୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୨ରେ ୨ୟ ର‌୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତର ବିଶ୍ୱ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାୱାରପ୍ଲାଂଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Malabar Gold & Diamonds Unveils ‘Nuwa’, a Natural Diamond Collection Inspired by Nature’s Finest Creations

Malabar Gold & Diamonds Unveils ‘Nuwa’, a Natural Diamond Collection Inspired by Nature’s Finest Creations

June 20, 2026
ଘରୁ ଡାକି ନେଇ ଯୁବକଙ୍କୁ ପିଟି ପିଟି ନିର୍ମମ ହତ୍ୟା : ଗିରଫ ଦାବୀରେ ରାସ୍ତା ଅବରୋଧ

ଘରୁ ଡାକି ନେଇ ଯୁବକଙ୍କୁ ପିଟି ପିଟି ନିର୍ମମ ହତ୍ୟା : ଗିରଫ ଦାବୀରେ ରାସ୍ତା ଅବରୋଧ

June 20, 2026
Pattamundai celebrates 80th Birthday of Baraha Samal

ବରାହ ସାମଲଙ୍କର ୮୦ତମ ଜନ୍ମଜୟନ୍ତୀ ପାଳନ 

June 20, 2026
Pattamundai celebrates 80th Birthday of Baraha Samal

Pattamundai celebrates 80th Birthday of Baraha Samal

June 19, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Malabar Gold & Diamonds Unveils ‘Nuwa’, a Natural Diamond Collection Inspired by Nature’s Finest Creations

Malabar Gold & Diamonds Unveils ‘Nuwa’, a Natural Diamond Collection Inspired by Nature’s Finest Creations

June 20, 2026
ଘରୁ ଡାକି ନେଇ ଯୁବକଙ୍କୁ ପିଟି ପିଟି ନିର୍ମମ ହତ୍ୟା : ଗିରଫ ଦାବୀରେ ରାସ୍ତା ଅବରୋଧ

ଘରୁ ଡାକି ନେଇ ଯୁବକଙ୍କୁ ପିଟି ପିଟି ନିର୍ମମ ହତ୍ୟା : ଗିରଫ ଦାବୀରେ ରାସ୍ତା ଅବରୋଧ

June 20, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version