୪ ଅଗଷ୍ଟ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ବିଜେପି ରାଜନୀତିରେ ଚାଣକ୍ୟ ଭାବେ ପରିଚିତ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓଡ଼ିଶା ଗସ୍ତ ଦିନ ହିଁ ‘ଟିମ ମନମୋହନ’ ଗଠନ ହୋଇଛି ଓ ତେବେ ଏଥିରେ କିଛି ବରିଷ୍ଠ ନେତାଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି ଓ ଏହା ଯଦି ସତ ତାହାଲେ ରାଜନୈତିକ ଦୃଷ୍ଟି କୋଣରୁ ଗୁରୁତ୍ୱପୂର୍ଣ୍ଣ ଘଟଣା ଓ ଘୋଷଣା ହୋଇଛି ୩୫ ଜଣିଆ ରାଜ୍ୟ ପଦାଧିକାରୀଙ୍କ ତାଲିକା .
୧୦ ଉପସଭାପତି :-
ଅପରାଜିତା ଷଡ଼ଙ୍ଗୀ, ନାଉରି ନାଏକ, ରବି ନାରାୟଣ ନାଏକ, ଡ. ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଗୋଲକ ପ୍ରସାଦ ମହାପାତ୍ର, କୁସୁମ ଟେଟେ, ଡ. ଲେଖାଶ୍ରୀ ସାମନ୍ତସିଂହାର, ସୁକେଶୀ ଓରାମ୍, ବିରଞ୍ଚି ନାରାୟଣ ତ୍ରିପାଠୀ,୫ ସାଧାରଣ ସମ୍ପାଦକ ସାରଦା ପ୍ରସାଦ ଶତପଥୀ, ଡ. ଯତୀନ ମହାନ୍ତି, ଶ୍ରୀମତୀ ପୂର୍ଣ୍ଣିମା କେରେକେଟା, ସୀମାଞ୍ଚଳ ଖଟେଇ ସାଧାରଣ ସମ୍ପାଦକ (ସଂଗଠନ)- ମାନସ କୁମାର ମହାନ୍ତି, ୧୦ ସମ୍ପାଦକ ରମେଶ ଚନ୍ଦ୍ର ସାହୁ, ଟଙ୍କଧର ତ୍ରିପାଠୀ, ନବୀନ ରାମ, ଶ୍ରୀମତୀ ସିପ୍ରା ବାଜପେୟୀ, ଅଭିମନ୍ୟୁ ସେଠୀ, ସରୋଜ କୁମାର କାରା, ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ଶ୍ରୀମତୀ କସ୍ତୁରୀ ମିଶ୍ର, ଶ୍ରୀମତୀ ପୂର୍ଣ୍ଣିମା ନାୟକ, ଇରାଶିଷ ଆଚାର୍ୟ୍ୟ
କୋଷାଧ୍ୟକ୍ଷ : ସୁଦର୍ଶନ ଗୋୟଲ
ଯୁଗ୍ମ କୋଷାଧ୍ୟକ୍ଷ : ଦିବାକର ହରିଚନ୍ଦନ
ସମ୍ପାଦକ(ଅଫିସ ସେକ୍ରେଟାରୀ) : ଦେବେନ୍ଦ୍ର କୁମାର ନନ୍ଦ
ସୋସିଆଲ୍ ମିଡିଆ ଇନ-ଚାର୍ଜ : ଉମାକାନ୍ତ ପଟ୍ଟନାୟକ ରାଜ୍ୟମୋର୍ଚ୍ଚା ସଭାପତି
ଯୁବମୋର୍ଚ୍ଚା : ଅଭିଳାଷ ପଣ୍ଡା
ମହିଳା ମୋର୍ଚ୍ଚା : ଐଶ୍ୱର୍ୟ୍ୟା ବିଶ୍ୱାଳ
କିଷାନ ମୋର୍ଚ୍ଚା : ମହେଶ୍ୱର ସାହୁ
ଏସଟି ମୋର୍ଚ୍ଚା : ନିତ୍ୟାନନ୍ଦ ଗଣ୍ଡ(ବିଧାୟକ)
ଏସସି ମୋର୍ଚ୍ଚା : ଡ. ବିଭୂ ପ୍ରସାଦ ତରାଇ
ଓବିସି ମୋର୍ଚ୍ଚା : ସୁରଥ ବିଶ୍ୱାଳ















