• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଖରିଫ ଚାଷ ସମସ୍ୟା ନେଇ ପ୍ରଦେଶ କଂଗ୍ରେସ : ପିସିସି କିଷାନ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ଅମୀୟ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ – ଗୁରୁତ୍ୱପୂର୍ଣ୍ଣ ବୈଠକ

Proprietor Abhimanyu Maharana by Proprietor Abhimanyu Maharana
August 1, 2023
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ଖରିଫ ଚାଷ ସମସ୍ୟା ନେଇ ପ୍ରଦେଶ କଂଗ୍ରେସ : ପିସିସି କିଷାନ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ଅମୀୟ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ – ଗୁରୁତ୍ୱପୂର୍ଣ୍ଣ ବୈଠକ
Share on FacebookShare on TwitterWhatsapp

● ଖରିଫ ଚାଷ ସମସ୍ୟା ନେଇ ପିସିସି କିଷାନ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ

● ନିର୍ଦ୍ଧାରିତ ସମୟରେ ଚାଷୀଙ୍କୁ କୃଷି ଇନପୁଟ ଯୋଗାଇ ନଦେଲେ ଆନ୍ଦୋଳନ

● ଆସନ୍ତା ଅଗଷ୍ଟ ୫ ତାରିଖ ଦିନ ପ୍ରତି ଜିଲ୍ଲାର ଜିଲ୍ଲାପାଳଙ୍କୁ କୃଷି ସମସ୍ୟା ନେଇ ଦାବି ପତ୍ର ଦେବ କିଷାନ କଂଗ୍ରେସ

୩୧ ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର  :-> ବିଳମ୍ବରେ ମୌସୁମୀ ଆସିବା । ଆଜି ସୁଦ୍ଧା ସ୍ୱଭାବିକ ଠାରୁ କମ ବୃଷ୍ଟିପାତ ଯୋଗୁଁ ୧୨ ଟି ଜିଲ୍ଲାର ପରିସ୍ଥିତି ଅତ୍ୟନ୍ତ ସଙ୍ଗୀନ । ଗତ ୧୫ ତାରିଖ ଠାରୁ ମୌସୁମୀ ସକ୍ରୀୟ ଥିଲେ ମଧ୍ୟ ଅନ୍ୟ ୧୮ ଟି ଜିଲ୍ଲାରେ ନିଅଂଟିଆ ବର୍ଷା ଯୋଗୁଁ ଚାଷ ବହୁ ପଛରେ ପଡ଼ିଛି । ବର୍ତମାନ ସୁଦ୍ଧା ୮୦ ପ୍ରତି ଚାଷ କାର୍ଯ୍ୟ ଆରମ୍ଭ ହୋଇ ନାହିଁ । ଏହି ଦିଗରେ ସରକାରଙ୍କ ପକ୍ଷରୁ ମଧ୍ୟ ତପ୍‌ରତା ପ୍ରକାଶ ପାଉନାହିଁ । ଜଳବାୟୁ ପରିବର୍ତନ ଦ୍ୱାରା କୃଷି କ୍ଷେତ୍ର ପ୍ରଭାବିତ । ଅନେକ ଅଞ୍ଚଳରେ ମରୁଡ଼ିର ପଦଧ୍ୱନୀ । କେନାଲର ତଳ ମୁଣ୍ଡକୁ ପାଣି ଆସୁନାହିଁ । ବାହାଘର ବେଳେ ବାଇଗଣ ରୁଆ ପରି ବର୍ତମାନ କେନାଲ ସଫେଇ କାମ ଚାଲୁଛି । ୧୨ ହଜାରୁ ଅଧିକ ଉଠା ଜଳସେଚନ ପଂଏଟ ଗୁଡ଼ିକ ଅଚଳ । ଅନେକ ପ୍ରକଳ୍ପକୁ ବିଜୁଳି ସଂଯୋଗ କରାଯାଇ ନାହିଁ । ସରକାରଙ୍କ ୨୦୦୮ ରୁ ପ୍ରତି ବ୍ଲକକୁ ୩୫% ଜଳସେଚନ ବ୍ୟବସ୍ଥା ଏକ ଧୁଆଁ ବାଣ ।

ସରକାର ଚଳିତ ଖରିଫରେ ଚାଷୀଙ୍କୁ ୭ଲକ୍ଷ କ୍ୟୁଂଟାଲ ବିହନ ଯୋଗାଇବାକୁ ଲକ୍ଷ କରିଥିବା ବେଳେ ଏବେ ସୁଦ୍ଧା ୨ଲକ୍ଷ କ୍ୟୁଂଟାଲ ବିହନ ଚାଷୀଙ୍କ ପାଖରେ ପଂହଚି ନାହିଁ । ଅନୁରୂପ ଭାବେ ପଟାସ ଓ ସୁପର ସାର ଅଭାବ । ଏହି ସାରର ଦାମ ଅଧିକ ହେବାରୁ ଚାଷୀ ବର୍ତମାନ କିଣିପାରୁ ନାହାନ୍ତି । ସରକାର ପ୍ରଧାନମନ୍ତ୍ରୀ ଫସଲ ବୀମା ସଂପର୍କରେ ନିର୍ଦ୍ଧାରିତ ସମୟରେ ବିଜ୍ଞାପନ ପ୍ରକାଶ କଲେ ନାହିଁ । ବୀମାର ଅବଧି ଅଗଷ୍ଟ ୩୧ ତାରିଖ । ସରକାରଙ୍କ ଅବହେଳାରୁ ଲକ୍ଷାଧିକ ଚାଷୀ ବିମା ଯୋଜନାରୁ ଏବେ ବଂଚିତ ହେବେ । ସେହିପରି ଧାନ ସଂଗ୍ରହ ପାଇଁ ଚାଷୀ ନାମ ପଞ୍ଜିକରଣ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ ରହିଛି । କିନ୍ତୁ ଏପପର୍ଯ୍ୟନ୍ତ ସାରା ରାଜ୍ୟରେ ୮୦% ଚାଷ କାର୍ଯ୍ୟ ଆରମ୍ଭ ହୋଇନାହିଁ । କିନ୍ତୁ ଚାଷୀ ପଞ୍ଜିକରଣ କରିବେ କିପରି? ଭାଗଚାଷୀଙ୍କ ସମସ୍ୟା କହିଲେ ନସରେ । ଠିକଣା ସମୟରେ ଚାଷୀ କୃଷି ଋଣ ପାଇବାରୁ ବଞ୍ଚିତ । ତେଣୁ ଚାଷୀଙ୍କ ଏପରି ଦୂରାବସ୍ତା ସମୟରେ ସରକାର ନିରଦବଦ୍ରଷ୍ଟା । ମୁଖ୍ୟମନ୍ତ୍ରୀ କାଳିଆ ଯୋଜନାରେ ରାଜ୍ୟର ୭୫ଲକ୍ଷ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରିବାପାଇଁ ଘୋଷଣା କରିଥିବା ବେଳେ ବର୍ତମାନ ୪୩ ଲକ୍ଷ ଚାଷୀଙ୍କୁ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ପରିବର୍ତେ ୪ ହଜାର ଟଙ୍କା ଦେଇ ଭଣ୍ଡିଛନ୍ତି ।

ଫଳରେ ଆଉ ୩୨ ଲକ୍ଷ ପ୍ରକୃତ ଚାଷୀ କାଳିଆ ଯୋଜନାରୁ ବଞ୍ôଚତ । ପିଏମକିଷାନ ନିଧି ସହାୟତାରେ ମଧ୍ୟ ରାଜ୍ୟର ୭୫ଲକ୍ଷ ଚାଷୀ ପରିବର୍ତେ ମାତ୍ର ୩୧ଲକ୍ଷ ଚାଷୀ ଏହି ସୁବିଧା ପାଇଛନ୍ତି । ସରକାରଙ୍କ ୧୩ଟି କୃଷି ଯୋଜନା ଓ ୬ଟି ମିଶନ କେବଳ ପ୍ରଚାର ଓ ପ୍ରସାର ସ୍ୱବର୍ସ ହୋଇଛି । ଚାଷୀଙ୍କୁ ଏହାର ସୁଫଳ ମିଳୁନାହିଁ । ଆଜି ଖରିଫ ଚାଷ ସମସ୍ୟା ନେଇ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପିସିସି କିଷାନ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ଅମୀୟ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିଭିନ୍ନ ଜିଲ୍ଳାରେ କୃଷକ ନେତାମାନେ ସେମାନଙ୍କ ଜିଲ୍ଲାରେ ଉପୁଜି ଥିବା ବିଭିନ୍ନ ଚାଷ ଓ ଚାଷ ସମସ୍ୟା ସଂପର୍କରେ ମତବ୍ୟକ୍ତ କରିଥିଲେ । ସରକାରଙ୍କ ଚାଷୀଙ୍କ ପ୍ରତି ଏପରି ଅଣଦେଖାକୁ କିଷାନ କଂଗ୍ରେସ କର୍ମକର୍ତାମାନେ ତୀବ୍ର ନିନ୍ଦା କରିଥିଲେ । ସରକାର ମରୁଡ଼ିର ବିକଳ୍ପ ବ୍ୟବସ୍ଥା ପାଇଁ ତୁରନ୍ତ କଂଟିଜେଂଟ ପ୍ଲାନ ପରିବର୍ତେ ଆକ୍ସନ ପ୍ଲାନ ଗ୍ରହଣ କରନ୍ତୁ, ଚାଷୀଙ୍କ ଠାରୁ ସଂପୂର୍ଣ୍ଣ କୃଷି ଋଣ ଛାଡ଼, ପ୍ରଧାନମନ୍ତ୍ରୀ ଫସଲ ବୀମା ସମୟସୀମା ଜୁଲାଇ ୩୧ ତାରିଖ ପରିବର୍ତେ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ।

ଧାନ ସଂଗ୍ରହରେ ଚାଷୀ ନାମ ପଞ୍ଜିକରଣ ସମୟସୀମା ଅଗଷ୍ଟ ୧୫ ପରିବର୍ତେ ଅଗଷ୍ଟ ୩୧ ତାରିଖକୁ ବୃଦ୍ଧି, ଚାଷୀଙ୍କୁ ମାଗଣାରେ ବିହନ, ତଳି ଓ ପନିପରିବା ମିନିକିଟ୍‌ସ, ଚାରା ଯୋଗାଣ ଉଠା ଜଳସେଚନ ପଏଂଟ ଗୁଡ଼ିକର ଆଶୁ କାର୍ଯ୍ୟକାରୀ । କେନାଲରେ ତଳମୁଣ୍ଡ ପର୍ଯ୍ୟନ୍ତ ଆବଶ୍ୟକୀୟ ପରିମାଣରେ ପାଣି ଯୋଗାଇବା, ନିର୍ଦ୍ଧାରିତ ସମୟରେ ସାର ଓ କୃଷି ଋଣ ଯୋଗାଇ ଦେବାକୁ ଦୃଢ଼ ଦାବୀ କରାଯାଇଛି । ଯଦି ଆସନ୍ତା ୫ ଦିନ ମଧ୍ୟରେ ସରକାର ଏ ଦିଗରେ ତପ୍‌ରତା ପ୍ରକାଶ ନକରନ୍ତି ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଗାମୀ ଅଗଷ୍ଟ ୫ ତାରିଖ ଦିନ ପ୍ରତି ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯିବ ସହ ଆଗାମୀ ଦିନରେ ଚାଷୀ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀଯୁକ୍ତ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି । ଏହି ବୈଠକରେ ଦେବେନ୍ଦ୍ର କୁମାର ରାଓ, ବୃନ୍ଦାବନ ଖଟେଇ, ବସନ୍ତ ମିଶ୍ର, ସନ୍ତୋଷ କୁମାର ସାହୁ, ନେତ୍ରାନନ୍ଦ ସାମଲ, ଗୋବିନ୍ଦ ପଟେଲ, ଶ୍ୟାମସୁନ୍ଦର ଡୋରା, ଧୃବଚରଣ ପରିଡ଼ା, ନୂତନ ତ୍ରିପାଠୀ ପ୍ରମୁଖ ରାଜ୍ୟ କମିଟି କର୍ମକର୍ତା ଓ ଜିଲ୍ଲା ଅଧ୍ୟକ୍ଷମାନେ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସରପଞ୍ଚ ଚାମେଲୀ ଓଝାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଅଣ୍ଟା ଭିଡ଼ିଲା ସରପଞ୍ଚ ସଂଘ : ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

ସରପଞ୍ଚ ଚାମେଲୀ ଓଝାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଅଣ୍ଟା ଭିଡ଼ିଲା ସରପଞ୍ଚ ସଂଘ : ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

June 19, 2026
ସିନେ ପ୍ରଯୋଜକ ପ୍ରଦୀପ ଆଚାର୍ଯ୍ୟ ଙ୍କ ଦ୍ୱାରା ନୟାଗଡ଼ ରେ ଧୁମଧାମ ରେ ରାଜମଉଜ ଉତ୍ସବ ପାଳିତ

ସିନେ ପ୍ରଯୋଜକ ପ୍ରଦୀପ ଆଚାର୍ଯ୍ୟ ଙ୍କ ଦ୍ୱାରା ନୟାଗଡ଼ ରେ ଧୁମଧାମ ରେ ରାଜମଉଜ ଉତ୍ସବ ପାଳିତ

June 19, 2026
ଶ୍ରୀମନ୍ଦିର ରେ ହଜିଯାଇଥିବା ଶିଶୁପୁତ୍ର କୁ ପୋଲିସ ପିତାମାତା ଙ୍କୁ ହସ୍ତାନ୍ତର କଲା

ଶ୍ରୀମନ୍ଦିର ରେ ହଜିଯାଇଥିବା ଶିଶୁପୁତ୍ର କୁ ପୋଲିସ ପିତାମାତା ଙ୍କୁ ହସ୍ତାନ୍ତର କଲା

June 19, 2026
ସୋଲାର ପ୍ୟାନେଲ ସ୍ଥାପନା କ୍ଷେତ୍ରରେ ଅଗ୍ରଣୀ ବାଲେଶ୍ଵର ଜିଲ୍ଲାରେ ସ୍ଥାପନ ହୋଇଛି ୧୦ହଜାରରୁ ଅଧିକ ରୁଫଟପ୍ ସୋଲାର୍

Baleshwar Leads Odisha’s Energy Transition with Over 10,000 Rooftop Solar Installations

June 19, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସରପଞ୍ଚ ଚାମେଲୀ ଓଝାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଅଣ୍ଟା ଭିଡ଼ିଲା ସରପଞ୍ଚ ସଂଘ : ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

ସରପଞ୍ଚ ଚାମେଲୀ ଓଝାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଅଣ୍ଟା ଭିଡ଼ିଲା ସରପଞ୍ଚ ସଂଘ : ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

June 19, 2026
ସିନେ ପ୍ରଯୋଜକ ପ୍ରଦୀପ ଆଚାର୍ଯ୍ୟ ଙ୍କ ଦ୍ୱାରା ନୟାଗଡ଼ ରେ ଧୁମଧାମ ରେ ରାଜମଉଜ ଉତ୍ସବ ପାଳିତ

ସିନେ ପ୍ରଯୋଜକ ପ୍ରଦୀପ ଆଚାର୍ଯ୍ୟ ଙ୍କ ଦ୍ୱାରା ନୟାଗଡ଼ ରେ ଧୁମଧାମ ରେ ରାଜମଉଜ ଉତ୍ସବ ପାଳିତ

June 19, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version