• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମନ୍ତ୍ରୀଙ୍କ ଚାପରେ ନିରୀହ ଜନସାଧାରଣ ଙ୍କ ଉପରେ ପୋଲିସ୍ ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ଏକାମ୍ର ନିର୍ବାଚନ ମଣ୍ଡଳୀର ବିଜେପି ପକ୍ଷରୁ ଧଉଳୀ ଥାନା ଘେରାଉ

Proprietor Abhimanyu Maharana by Proprietor Abhimanyu Maharana
August 1, 2023
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍
0
ମନ୍ତ୍ରୀଙ୍କ ଚାପରେ ନିରୀହ ଜନସାଧାରଣ ଙ୍କ ଉପରେ ପୋଲିସ୍ ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ଏକାମ୍ର ନିର୍ବାଚନ ମଣ୍ଡଳୀର ବିଜେପି ପକ୍ଷରୁ ଧଉଳୀ ଥାନା ଘେରାଉ
Share on FacebookShare on TwitterWhatsapp

୩୧ ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ସ୍ଥାନୀୟ ମନ୍ତ୍ରୀଙ୍କ ଚାପରେ ନିରୀହ ଜନସାଧାରଣ ଙ୍କ ଉପରେ ପୋଲିସ୍ ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ଏକାମ୍ର ନିର୍ବାଚନ ମଣ୍ଡଳୀର ବିଜେପି ଗ୍ରାମୀଣ ମଣ୍ଡଳ ପକ୍ଷରୁ ସହ ସହ କାର୍ଯ୍ୟକର୍ତ୍ତା ଧଉଳୀ ଥାନା ଘେରାଉକରିଥିଲେ।ମନ୍ତ୍ରୀ ଙ୍କ ଚାପରେ ଯେଉଁଭଳି ଭାବରେ ପୋଲିସ ସାଧାରଣ ଜନତା ଙ୍କୁ ଗିରଫ କରିବାର ଭୟ ଦେଖାଉଛି ଓ ଗିରଫ କରୁଛି,ରାତି ଅଧରେ ତାଙ୍କ ଘରେ ଚଢ଼ାଉ କରୁଛି,କିଛିଦିନ ତଳେ ମନ୍ତ୍ରୀ ମହୋଦୟ ଏକାମ୍ର ନିର୍ବାଚନ ମଣ୍ଡଳୀର ପଞ୍ଚାୟତ ଅଞ୍ଚଳକୁ ଉଦଘାଟନ କରିବାପାଇଁ ଆସିଥିଲେ କିଛି ପ୍ରକଳ୍ପ।

ଯେଉଁ ଫଳକ ସବୁ ତିଆରି ହେଇଥିଲା ସେଥିରେ ସ୍ଥାନୀୟ ଲୋକ ପ୍ରତିନିଧି ଙ୍କ ନାମ ନଥିଲା ତେଣୁ ସ୍ୱାଭାବିକ ଭାବରେ ଲୋକମାନଙ୍କ ମଧ୍ୟରେ ଆକ୍ରୋଶ ଥିଲା ଯେ ଆମେ ଯାହାକୁ ଭୋଟ ଦେଇଚୁ କାହିଁକ ତାଙ୍କର ନାମ ରହିବ ନାହିଁ ତାପରେ ମନ୍ତ୍ରୀ ସେଠାକୁ ଯାଇନଥିଲେ ପ୍ରତିଶୋଧ ମୁଳୁକ ଭାବରେ ତାଙ୍କର କିଛି ଲୋକଙ୍କୁ ଲଗାଇ ଭାରତୀୟ ଜନତା ପାର୍ଟି ର କାର୍ଯ୍ୟକର୍ତ୍ତା ଙ୍କ ଉପରେ ରାଗ ଶୁଝେଇବା ପାଇଁ ମିଥ୍ୟା କେଶ ଦେଇଛନ୍ତି କିନ୍ତୁ ଦୁର୍ଭାଗ୍ୟ ର ବିଷୟ ଯେଉଁ ପୋଲିସ ସାଧାରଣ ଲୋକଙ୍କୁ ନ୍ୟାୟ ଦେବେ ବୋଲି ସାଧାରଣ ଲୋକ ଦଉଥିବା ଟିକସ ପଇସା ରେ ଦରମା ପାଉଛି ସେଇ ପୋଲିସ ସାଧାରଣ ଲୋକଙ୍କୁ ଗୋଡେଇ ଗୋଡେଇ ଧରୁଛି

ତେଣୁ ଏଇ ପ୍ରଶ୍ନ କେବଳ ଭାରତୀୟ ଜନତା ପାର୍ଟି ର ନୁହେଁ ଏଇ ପ୍ରଶ୍ନ ଏକାମ୍ର ନିର୍ବାଚନ ମଣ୍ଡଳୀର ଛଅ ପଞ୍ଚାୟତ ବାସୀ ଙ୍କର ଯେତେବେଳେ ଯିଏ ମୁହଁ ଖୋଲିଛନ୍ତି ବା ଯେତେବେଳେ ଯିଏ ବିରୋଧ କରିଛନ୍ତି ମନ୍ତ୍ରୀଙ୍କର ଦୁର୍ନୀତିମୂଳକ କାମକୁ ସେତେବେଳେ ତାଙ୍କୁ ଗିରଫ କରାଯାଇଛି ତାଙ୍କ ଅଫିସର ଓ ପୋଲିସ ଙ୍କୁ ଲଗେଇ ହଇରାଣ କରାଯାଇଛି ତେଣୁ ଆଜି ଭାରତୀୟ ଜନତା ପାର୍ଟି ତାର ନେତୃତ୍ୱ ନେଇଛି ସାଧାରଣ ଲୋକଙ୍କ ସ୍ୱରକୁ ଏକତ୍ରିତ କରି ଆଜି ଧଉଳି ଥାନା ଆଗରେ ଧାରଣ ଦେଇଛୁ ପୋଲିସ ପ୍ରଶାସନ କୁ ପଚାରିବାକୁ ଆସିଛୁ ପୋଲିସ ଆମ ପ୍ରଶ୍ନ ର ଉତ୍ତର ରଖିବେ କି ତମେ ମନ୍ତ୍ରୀ ଙ୍କ ପୋଲିସ ନା ସାଧାରଣ ଲୋକଙ୍କ ପୋଲିସ ଯଦି ସାଧାରଣ ଲୋକଙ୍କୁ ନ୍ୟାୟ ଦେଇପାରିବ ନାହିଁ ତାହାଲେ ରିଜାଇନ ଦେଇ ବିଜୁ ଜନତା ଦଳ ରେ ଯୋଗ ଦିଅ ।

କୌଣସି ଚାପରେ ସେ ବିଜୁ ଜନତା ଦଳ ର ଚାପ ହଉ କି ମନ୍ତ୍ରୀ ଙ୍କ ଚାପ ହଉ ଯଦି ପୁନର୍ବାର କିଛି କାର୍ଯ୍ୟାନୁଷ୍ଠାନ ନିଏ ତେବେ ଭାରତୀୟ ଜନତା ପାର୍ଟି ର କାର୍ଯ୍ୟକର୍ତ୍ତା ଆଉ ଚୁପ ହେଇ ବସିବେ ନାହିଁ ଏଇ କଥାକୁ ନେଇ ଏକ ବିରାଟ ଆନ୍ଦୋଳନ ଗଢି ତୋଳିବେ ବୋଲି ଏକାମ୍ର ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀ ତଥା ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂ କହିଛନ୍ତି। ଭାରତୀୟ ଜନତା ପାର୍ଟି ଆଜି ରାଜରାସ୍ତା କୁ ଓଲ୍ହାଇଛି ସାଧାରଣ ଲୋକଙ୍କୁ କିଭଳି ନ୍ୟାୟ ଦିଆଯିବ ବୋଲି ରାଜ୍ୟ ପ୍ରବକ୍ତା ଦିଲ୍ଲୀପ ମହାନ୍ତି ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ କହିଛନ୍ତି।

ଆଜିର ଏହି ବିକ୍ଷୋଭ ରେ ଗ୍ରାମୀଣ ମଣ୍ଡଳ ସଭାପତି ଅରୁଣ ପୁରୋହିତ,ଟିକରପଡ଼ା ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ପଞ୍ଚେଇ ମଲ୍ଲିକ, ସମିତିସଭ୍ୟ ଶ୍ରୀମତୀ ସୁଜାତା ସାହୁ,ପୁର୍ବତନ ସମିତିସଭ୍ୟ ଶ୍ରୀ ବିଭୁତି ଭୂଷଣ ପ୍ରଧାନ, ବିଜେପି ନେତା ଦିଲ୍ଲୀପ ବେହେରା,ଉପେନ୍ଦ୍ର ଭଞ୍ଜ, ସ୍ଵଂୟ ସେବକ ରାୟ, ତୃପ୍ତିମଇ ମକଦ୍ଦମ, ତାପସ ଦଳାଇ, ସୁନିଲ ପ୍ରଧାନ,ରବି ମହାରଣା, ଭଗବାନ ଦାସ, ପ୍ରଫୁଲ୍ଲ ସ୍ବାଇଁ, ଅଜୟ ସାମନ୍ତରାୟ, ଟିକିନା ମଲ୍ଲିକ, ବୃନ୍ଦାବନ ସ୍ବାଇଁ, ପଞ୍ଚାନନ ସ୍ବାଇଁ, ସନ୍ତୋଷ ସ୍ବାଇଁ, ସନ୍ତୋଷ ମୁଦୁଲି, ସୁରେନ୍ ବରାଳ,ପ୍ରଦ୍ୟୁମ୍ନ ଜେନା , ସୁଶିଲ ଛୁଆଳସିଂ, ରାଜେନ୍ଦ୍ର ଖଟୁଆ , ତପନ ବାରିକ, ପ୍ରକାଶ ମହାନ୍ତି, ଚିରଞ୍ଜିବି ଗୋଚ୍ଛାୟତ,ପ୍ରଦ୍ୟୁମ୍ନ ଦାସ, କ୍ଷେତ୍ର ମୋହନ ରାଉଳ, ଅଜୟ ସାହୁ, ଶରତ ନାୟକ,ମନୋଜ ପଶ୍ଚିମକବାଟ ପ୍ରମୁଖ ଉପସ୍ଥିତ ଥିଲେ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନୟାଗଡ଼ରେ ସାଇକ୍ଲୋଥନ ଓ ମାରାଥନ ରାଲି

ନୟାଗଡ଼ରେ ସାଇକ୍ଲୋଥନ ଓ ମାରାଥନ ରାଲି

May 14, 2026
ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

May 14, 2026
ଉତ୍ପାଦ ପ୍ରସ୍ତୁତି ଫ୍ୟାକ୍ଟ୍ରିରେ ଭୟାନକ ଅଗ୍ନିକାଣ୍ଡ : ପ୍ରଶାସନିକ ଅବହେଳା ଯୋଗୁଁ ଜନଜୀବନ ବିପନ୍ନ

ଉତ୍ପାଦ ପ୍ରସ୍ତୁତି ଫ୍ୟାକ୍ଟ୍ରିରେ ଭୟାନକ ଅଗ୍ନିକାଣ୍ଡ : ପ୍ରଶାସନିକ ଅବହେଳା ଯୋଗୁଁ ଜନଜୀବନ ବିପନ୍ନ

May 14, 2026
ସଂପର୍କ ତରଫରୁ ମହାବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ସାମାଜିକ ଦାୟିତ୍ୱବୋଧ ତାଲିମ କାର୍ଯ୍ୟକ୍ରମ

ସଂପର୍କ ତରଫରୁ ମହାବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ସାମାଜିକ ଦାୟିତ୍ୱବୋଧ ତାଲିମ କାର୍ଯ୍ୟକ୍ରମ

May 14, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନୟାଗଡ଼ରେ ସାଇକ୍ଲୋଥନ ଓ ମାରାଥନ ରାଲି

ନୟାଗଡ଼ରେ ସାଇକ୍ଲୋଥନ ଓ ମାରାଥନ ରାଲି

May 14, 2026
ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

May 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version