• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆନ୍ଧ୍ର ପ୍ରଦେଶର ଜଣେ ବିବାଦୀୟ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରି ଫସିଥିବା ଗୋଷାଣୀ ବ୍ଲକ ଅଧ୍ୟକ୍ଷ କ୍ଷମା ମାଗିବା ପାଇଁ କଂଗ୍ରେସ ଦଳ ର ଦାବି

Proprietor Abhimanyu Maharana by Proprietor Abhimanyu Maharana
July 30, 2023
in ଓଡ଼ିଶା, ଗଜପତି, ହୋମ୍
0
ଆନ୍ଧ୍ର ପ୍ରଦେଶର ଜଣେ ବିବାଦୀୟ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରି ଫସିଥିବା ଗୋଷାଣୀ ବ୍ଲକ ଅଧ୍ୟକ୍ଷ କ୍ଷମା ମାଗିବା ପାଇଁ କଂଗ୍ରେସ ଦଳ ର ଦାବି
Share on FacebookShare on TwitterWhatsapp

୨୯ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> ଓଡ଼ିଶା ଆନ୍ଧ୍ର ସୀମାନ୍ତ ଚିହ୍ନଟ ଘଟଣାରେ ବିବାଦୀୟ ହୋଇପଡିଥିବା ଆନ୍ଧ୍ର ପ୍ରଦେଶର ମତ୍ସ୍ୟ ଓ ପଶୁସମ୍ପଦ ବିଭାଗୀୟ ମନ୍ତ୍ରୀ ଶ୍ରୀ ଏସ.ଆପଲରାଜୁଙ୍କୁ ଓଡ଼ିଶା ପ୍ରଦେଶର ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଅଧ୍ୟକ୍ଷ ଏନ୍. ଭୀରରାଜୁ ଏବଂ ବିଜୁ ଜନତା ଦଳର ଛାମୁଆଁ ନେତା ମାନେ ସମ୍ବର୍ଦ୍ଧନା ଦେଇ ଫସିଥିବା ଘଟଣା କୁ ନେଇ ବିଭିନ୍ନ ମହଲରେ ନିନ୍ଦିତ ‌ହେବା ପରେ ଗୋଷାଣୀ ବ୍ଲକ୍ ଅଧ୍ୟକ୍ଷ ଏନ୍. ଭୀର ରାଜୁ ଲଜ୍ଜିତ ରୁ ମୁକୁଳିବା ପାଇଁ ଗଣମାଧ୍ୟମ କୁ ଯେଉଁ ପ୍ରତିକ୍ରିୟା ଦେଇଛନ୍ତି ତାହା ହାସାସ୍ୟସ୍ପଦ ଏବଂ, ଲୋକଙ୍କୁ ଭୁଆଁ ବୁଲେଇବା ନିମନ୍ତେ ଏକ ଅପଚଷ୍ଟା କରୁଛନ୍ତି ଯେ, ଅଧ୍ୟକ୍ଷ ନିଜେ ନିଜର ଭୁଲକୁ ସ୍ଵୀକାର କରିବା ପରିବର୍ତ୍ତେ ଯେଉଁ ଭାବେ ମନ୍ତବ୍ୟ ଦେଇଛନ୍ତି ତାହାକୁ ଗଜପତି ଜିଲ୍ଲା କଂଗ୍ରେସ ଦଳ ପକ୍ଷରୁ ଦୃଢ଼ ନିନ୍ଦା କରାଯିବା ସହ ସର୍ବସାଧାରଣରେ କ୍ଷମା ମାଗିବା ପାଇଁ ଜିଲ୍ଲା କଂଗ୍ରେସ ଦଳର ଉପ-ସଭାପତି ବସନ୍ତ ପଣ୍ଡା ଦାବି କରିଛନ୍ତି l

ଏଠାରେ ସୂଚନାଯୋଗ୍ୟ ଯେ ଗୋଷାଣୀ ବ୍ଲକ ଅଧ୍ୟକ୍ଷ ଶ୍ରୀ ବିରରାଜୁ ସେ ଯେଉଁ ଗ୍ରାମ ପଞ୍ଚାୟତତଥାବାଘସଳା,ସରଦାପୁରୁ ଭିନଳା, ଇତ୍ୟାଦି ରାସ୍ତା ର ସମସ୍ୟା ବିଷୟରେ ଉଠାଇଛନ୍ତି, ତାହା ସତ୍ୟ ଉପରେ ଆଧାରିତ ନୁହେଁ। ଏହି ବକ୍ତବ୍ୟ ଓଉଶଧ ବିକଳରେ ତାଟିଆ କାମୁଡ଼ାବା ନ୍ୟାୟ କାରଣ ଏହି ସମସ୍ତ ଗ୍ରାମ ପଞ୍ଚାୟତ ପକ୍କା ରାସ୍ତା ଦ୍ଵାରା ଓଡ଼ିଶା ଭିତରେ ସଂଯୋଗୀ କରଣ ହୋଇ ସାରିଛି ଏବଂ ସଂଖ୍ୟାଧିକ ଲୋକେ ଏହି ରାସ୍ତା ଦେଇ ଦୈନନ୍ଦିନ ଯିବାଆସିବା କରନ୍ତି ଏବଂ ପୋଡସୀ ଆନ୍ଧ୍ର ପ୍ରଦେଶ ଦେଇ ସେହି ଜାଗାକୁ ସଂଯୋଗୀକରଣ ରାସ୍ତାକୁ ବିଶେଷ ଗୁରୁତ୍ବ ଦେଉନାହାନ୍ତି । ଦୃତିୟତଃ ସେ ଯେଉଁ ଆନ୍ଧ୍ର ପ୍ରଦେଶ ଦେଇ ଆସୁଥିବା ରାସ୍ତାର ବିଷୟ ଉଠାଇଛନ୍ତି ତାହା ଆନ୍ଧ୍ର ପ୍ରଦେଶର ପାତପାଟନାମ ବିଧାନସଭା ମଣ୍ଡଳୀ ଭିତରେ ଅନ୍ତର୍ଭୁକ୍ତ ଏବଂ ସଂପୃକ୍ତ ମନ୍ତ୍ରୀ ହେଉଛନ୍ତି ପଲାସା ବିଧାନସଭା ନିର୍ବାଚନ ମଣ୍ଡଳୀ ର ବିଧାୟକ ଏବଂ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ର ସେ ମନ୍ତ୍ରୀ । ତେଣୁ ତାଙ୍କ ସହିତ ଏବଂ ଏହି ଗ୍ରାମ ପଞ୍ଚାୟତ ର ରାସ୍ତା ସମସ୍ୟାର ଆଲୋଚନା ର କୌଣସି ଯଥାର୍ଥତା ନାହିଁ।

ଏହା ଛଡ଼ା ମନ୍ତ୍ରୀ ଶ୍ରୀ ଆପଲରାଜୁ ଯେ କି ୨୦୨୧ମସିହା ସେପ୍ଟେମ୍ବର ମାସରେ ଆମ ଅଞ୍ଚଳରେ ଜବରଦସ୍ତ ଓଡ଼ିଶାର ଗଜପତି ଜିଲ୍ଲାର ରାୟଗଡା ବ୍ଲକ ଅନ୍ତର୍ଗତ ଗଙ୍ଗାବାଡ ପଞ୍ଚାୟତ ମାଣିକ ପାଟଣା ଗ୍ରାମକୁ ଯାଇ ଜର ଜବରଦସ୍ତ ଆନ୍ଧ୍ର ପ୍ରଦେଶରେ ମିଶ୍ରଣ କରିବା ପାଇଁ ଚେଷ୍ଟା କରିଥିଲେ । ସେଠାରେ ମଧ୍ୟ ଆନ୍ଧ୍ର ପ୍ରଦେଶର ନିର୍ବାଚନ କରାଇବା ପାଇଁ ପ୍ରଚେଷ୍ଟାରେ ଥିଲେ। ସେହି ସମୟରେ ଆମ ଗଜପତି ଜିଲ୍ଲା ର ଉଚ୍ଚ ସ୍ତରୀୟ ଜିଲ୍ଲା ପ୍ରଶାସନ ଅଧିକାରୀ ଶ୍ରୀ ସଂଗ୍ରାମ ପଣ୍ଡାଙ୍କୁ ଅସଦ୍ ବ୍ୟବହାର କରିବା ଏବଂ ଅଧ୍ୟକ୍ଷ ଯେଉଁ ପ୍ରକାରର କ୍ରିମିନାଲ ପ୍ରତିକ୍ରିୟା ରଖିଛନ୍ତି ସେ ଭଳିଆ ରଙ୍ଗ ଆଖି ଦେଖାଇ,ହାତର ଆଙ୍ଗୁଳି ଦେଖାଇ ଯେଉଁ ଅସଦ୍ ବ୍ୟବହାର କରିବା, ଘଟଣା ବିଷୟରେ ସାରା ରାଜ୍ୟକୁ ହଲଚଲ କରିଦେଇଥିଲା। ଓଡ଼ିଶାର ସ୍ବାଭିମାନ ସ୍ବାର୍ଥ ଓ ସ୍ବାଭିମାନ ପ୍ରତି ଆଞ୍ଚ ଲାଗିଥିଲା।ଏଣୁ ଏହି ବିଷୟକୁ ଆଧାର କଲାବେଳେ ଗୋଷାଣୀ ବ୍ଲକ୍ ଅଧ୍ୟକ୍ଷ ନିଜେ କରିଥିବା ଭୁଲକୁ ସଫେଈବା ନିଶ୍ଚିତ ଭାବରେ ଓଡିଶା କୁହାଯାଉ କିମ୍ବା ଗଜପତି ଜିଲ୍ଲା ବାସୀଙ୍କୁ କୁହାଯାଉ ଏହା ଘୋର ଅପମାନ ର ବିଷୟ। ତେଣୁ ଆମେ ଗଜପତି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଦାବି ରଖିଛୁ ଯେ ଗୋଷାଣୀ ବ୍ଲକ୍ ଅଧ୍ୟକ୍ଷ ଓ ବିଜୁ ଜନତା ଦଳର ନେତାମାନେ ନିଜର ଭୁଲ କୁ ଘୁଡାଇବା ପରିବର୍ତ୍ତେ ଓଡ଼ିଶା ତଥା ଗଜପତି ବାସୀଙ୍କୁ ନିଶ୍ବର୍ଥପର ଭାବେ କ୍ଷମା ମାଗନ୍ତୁ। ନଚେତ୍ ଆଗାମୀ ଦିନରେ ଗଜପତି ଜିଲ୍ଲା ବାସୀ ଏବଂ ଓଡ଼ିଶା ବାସୀଙ୍କ ପକ୍ଷରୁ ଉଚିତ ଜବାବ ମିଳିବ । 

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଛି ଜିଲ୍ଲା ପ୍ରଶାସନ

ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଛି ଜିଲ୍ଲା ପ୍ରଶାସନ

October 9, 2026
ଖଣ୍ଡପଡ଼ା ବ୍ଲକ ଅଧୀନ ବୋଦାସା ପଞ୍ଚାୟତରେ ପୂର୍ବତନ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପୌରହିତ୍ୟରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି

ଖଣ୍ଡପଡ଼ା ବ୍ଲକ ଅଧୀନ ବୋଦାସା ପଞ୍ଚାୟତରେ ପୂର୍ବତନ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପୌରହିତ୍ୟରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି

October 9, 2026
ରୋଜଗାର ନାହିଁ ଲୋକେ ଦାଦନ ମୁହାଁ….

ରୋଜଗାର ନାହିଁ ଲୋକେ ଦାଦନ ମୁହାଁ….

October 9, 2026
ୟୁକେର ୫୦ ଶ୍ରେଷ୍ଠ ଆକାଂକ୍ଷୀ ବ୍ୟବସାୟୀଙ୍କ ତାଲିକାରେ ଓଡ଼ିଆ ଉଦ୍ୟୋଗୀ ଅରୁଣ କର

ୟୁକେର ୫୦ ଶ୍ରେଷ୍ଠ ଆକାଂକ୍ଷୀ ବ୍ୟବସାୟୀଙ୍କ ତାଲିକାରେ ଓଡ଼ିଆ ଉଦ୍ୟୋଗୀ ଅରୁଣ କର

October 9, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଛି ଜିଲ୍ଲା ପ୍ରଶାସନ

ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଛି ଜିଲ୍ଲା ପ୍ରଶାସନ

October 9, 2026
ଖଣ୍ଡପଡ଼ା ବ୍ଲକ ଅଧୀନ ବୋଦାସା ପଞ୍ଚାୟତରେ ପୂର୍ବତନ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପୌରହିତ୍ୟରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି

ଖଣ୍ଡପଡ଼ା ବ୍ଲକ ଅଧୀନ ବୋଦାସା ପଞ୍ଚାୟତରେ ପୂର୍ବତନ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପୌରହିତ୍ୟରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି

October 9, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version